Rana Surya   (Stupid_Thoughts_Surya)
1.1k Followers · 218 Following

read more
Joined 23 August 2018


read more
Joined 23 August 2018
10 FEB AT 21:18

जो जैसा नज़र से देखता है, वैसा ही हूँ मैं,
कोई कहता है बेबाक आशिक़ तो
किसी के नज़र में पाग़ल हूँ मैं...!!

-


9 OCT 2024 AT 0:32

उसने लिए थे पैसे उधार,पर लौटाने की उनके इरादे नही थे..!

-


20 SEP 2024 AT 13:25

Death is Unexpected
Be Alive... Until Live...!!✍️

-


13 SEP 2024 AT 23:54

Ameer Hona "मुमकीन" nahi,,
Yeh Apni "तनख्वाह" bata rahi hai...!!

-


12 SEP 2024 AT 23:46

ପ୍ରତ୍ୟେକ ଙ୍କ ଜୀବନରେ ପ୍ରେମ ନିଶ୍ଚିତ ଆସିଥାଏ ।
କେହି କହି ପାରିବନି ଯେ ସେ ପ୍ରେମ କରିନି ବୋଲି ।
ବାସ କିଏ ଦେଖେଇ ହୁଏ,
ଆଉ କାହାର ଆଖିରୁ ଲୁହ ସୁଖେ ନାହିଁ ।
କିନ୍ତୁ.....ପ୍ରେମରେ ହାରନ୍ତି ସଭିଏଁ ।
କିଏ ହୃଦୟ ତ ପୁଣି ଆଉ କିଏ ମୁଲ୍ୟବାନ ଜୀବନ ।
ହେଲେ କାହିଁକି କେଜାଣି ପ୍ରେମ କରିବା ଛାଡି ହୁଏନି ।
ସଭିଏଁ ଏଠି ଜାଣି ଜାଣି ନିଜ ହୃଦୟକୁ ବାଜି
ଲଗାଇ ଦେଇଥାନ୍ତି, ଯେବେକି ସେ ଭାଙ୍ଗିବ ନିଶ୍ଚୟ..
ଏ କଥା ଜାଣି ।
କଣ ପାଇଁ ??? କାହିଁକି ???
ଏହି କାହିଁକି ର ଉତ୍ତର କେବଳ ପ୍ରେମ କରି
ପ୍ରେମକୁ ହାସଲ କରିଥିବା ଲୋକ ହିଁ କହି ପାରିବ ।

ପ୍ରେମ ଏକ ମିଠା ଯନ୍ତ୍ରଣା ...
ଯେତେ ଅଧିକ ପ୍ରେମ କରିବ
ସେତେ ଅଧିକ ଯନ୍ତ୍ରଣା ପାଇବ...✍️

-


1 JAN 2024 AT 20:43

ଏକ ଅପୂର୍ବ ଆନନ୍ଦ ଥାଏ
ତତେ ଲୁଚି ଲୁଚି ଦେଖିବାରେ..
କାଳେ ତୁ ଦେଖିନେବୁ ଡର ଭିତରେ
ହୃଦୟ ର ଗତି ବଢିଯାଏ ...!!

-


21 DEC 2023 AT 9:32

उसके बाबा भी एक दिन सोचते नज़र आएंगे
क्या यही शायर लड़का मेरी लड़की को चाहता था...!

-


21 DEC 2023 AT 9:14

ତୁମେ ସ୍ବପ୍ନ ଓ ସ୍ମୃତି.....
ତୁମେ ମୋ ଜୀବନ ର ସେ ଏକାନ୍ତ ରାତି
ତୁମେ ଡିସେମ୍ବର ର ସେ ଶୀତୁଆ ସକାଳ
ଆଉ ପ୍ରତି ମୁହୂର୍ତ୍ତରେ ତୁମକୁ ଝୁରି ମରୁଥିବା
ମୋର ଏଇ ମନ....!

-


21 DEC 2023 AT 9:03

ହଜାରେ ବାହାନା ପରେ...
ମନାଇ ଥିଲି ନିଜକୁ ପୁଣିଥରେ ତା ପ୍ରେମରେ ଆଗକୁ ବଢିବଯିବାକୁ,
ହେଲେ କିଛି ସ୍ବପ୍ନ ଆଉ କିଛି ଭାବନା ଶିକୁଳି ପରି ପାଦକୁ ଜକଡ଼ି ଧରିଲା...!!

-


14 NOV 2023 AT 12:48

खामियाँ तो सब में होती है,,
पर मुझे लगता है मुझमैं इसका भंडार है...!

-


Fetching Rana Surya Quotes