Mirror Mirror on the wall,
Its doesn't matter weather i am short or tall,
If my legs are skinny or my hips are wide,
All that truely matter is who i am inside,
Blue eyes,brown eyes,black or green,
What makes me most beautiful can never be seen,
Which is why, when you look at me the next time,
dont judge me by my parts,
because the most beautiful things about me is my heart..
-
Ramanuja Panda
(Ramanuja Panda...)
84 Followers · 156 Following
Being someone.
Joined 12 May 2018
2 APR AT 9:58
9 JAN AT 9:41
କାଣି ଆଙ୍ଗୁଠିରେ ପୁରା ଗୋବର୍ଦ୍ଧନ ପର୍ବତକୁ ଉଠାଇ ଥିବା ପ୍ରଭୁ ଶ୍ରୀକୃଷ୍ଣ ନିଜର ବଂଶୀକୁ ୨ ହାତରେ ଧରିଥାନ୍ତି..
ଏହା ହିଁ ହେଉଛି ପ୍ରେମ ଓ ପରାକ୍ରମ ଭିତରେ ପାର୍ଥକ୍ୟ
ଏଥିପାଇଁ ସମ୍ପର୍କରେ ପରାକ୍ରମ ନୁହେଁ,
କେବଳ ପ୍ରେମ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍।-
9 JAN AT 9:31
ପିଲାଦିନେ ବାପା ମନ୍ଦିରକୁ ନେଇ ଯାଆନ୍ତି ଭିଡରେ ଠାକୁର ନ ଦିଶିଲେ ବାପା କାନ୍ଧରେ ବସାଇ ଦିଅନ୍ତି...ହେଲେ ପିଲା ଜାଣି ନଥାଏ ଯେ,ଯିଏ ତାକୁ ଯେ କାନ୍ଧେଇଛି ସିଏ ହିଁ ତାର ଅସଲ ଠାକୁର ବୋଲି...
#ବାପା-
6 NOV 2024 AT 6:22
ଅଳସୀ ଫୁଲର କିଆରୀ ଡେଇଁ ସୂର୍ଯ୍ୟ ଯେବେ ପାହାଡ଼ ଉହାଡ଼େ ଲୁଚିବାକୁ ଯାଏ, ଅଳସୀ ସଞ୍ଜଟା ଆହୁରି ବେଶୀ ଅଳସୀ ଲାଗେ...
#କୋରାପୁଟ-
12 SEP 2024 AT 15:32
पूरी दुनिया को खफा रहने दो,
मां बाप अगर खुश है तो सिकंदर हो तुम..!!-
27 JUL 2024 AT 7:15
बस जवानी का सौदा हुआ है शहर से मेरा ,
शहर ने कहा बूढ़े होकर गांव लौट जाना ।।-