ସେ ବି ପୂର୍ଣ୍ଣିମାର ଜହ୍ନକୁ ନିଜ ମନର ମଣିଷ ମାଗିଥିଲା ହେଲେ , ହେଲେ ପେଟର ଭୋକ ତା ଜୀବନକୁ ଅମାବାସ୍ୟାର ରାତି ପରି ଅନ୍ଧକାର କରିଦେଲା
#ଦେହଜୀବି-
Rakesh Ranjan Panda
(ରାଜା ବଚନ)
1 Followers · 9 Following
ମନମୋର ଯାଯାବର
Joined 19 October 2021
20 OCT 2021 AT 17:42
19 OCT 2021 AT 23:58
ରୁଣୁଝୁଣୁ ତୁମ ପାଦର ଝୁମୁକା
ନିଦ ତ ଭାଙ୍ଗୁଛି ସପନ ନାୟିକା
ହାତରେ ତୁମ ସେ ସୁନାର କଙ୍କଣ
କିଣି ତ ନେଉଛି ମୋର ତନୁ ମନ
ମେହେନ୍ଦୀର ରଙ୍ଗେ ପାପୁଲି ତ ନାଲି
ଜୀବନେ ମୋ ବୋଳିଛି ପ୍ରେମର ରଙ୍ଗୋଲି
ଗୋଲାପୀ ଶାଢ଼ୀରେ ତ ଦିଶୁଛ ସୁନ୍ଦର
କୁହ ସାଧବାଣୀ କେବେ ସାଜିବି ମୁଁ ବର
@ରାଜା ବଚନ-