Rajottam Jena   (RJ kanha)
51 Followers · 48 Following

read more
Joined 10 April 2019


read more
Joined 10 April 2019
10 MAY 2020 AT 5:42

Give those happiness which you want to be.
Show those things to your mother which you want to buy.
Ask your mother if you wanna do anything.
Ask her happiness if you wanna give her anything.

Everytime you will get only those replies which only you love. Because a mother never think any other except which her son/daughter wants. There you can find only what is love and affection actually. You can never judge a mothers love.

-


10 MAY 2020 AT 5:32

ସମୟ ଗଡିଚାଲେ ତା' ସହ ଶରୀର
୧ଦିନରୁ ୧୦ ବର୍ଷ ହୁଏ।
୧୦ବର୍ଷ ୫୦ ବର୍ଷ ହୁଏ।
କୁନି କୁନି ହାତ ଗୋଡ ର ଏ ଶରୀର ଟି ମହାମେରୁ ପରି ଛିଡା ହୁଏ।
ହେଲେ କ'ଣ ହେବ, ମା' କୋଳ ଠାରୁ ବଡ଼ ସ୍ଥାନ କାହିଁ ନାହିଁ ତ!
ଆଜି ବି ମା ଡାକିନିଏ ତାର ସେଇ କୋଳକୁ।
ସ୍ନେହ ଭଲପାଇବା ରେ କଷ୍ଟ କ'ଣ ସେ ଭୁଲିଯାଏ। ଖାଲି ମନେ ଥାଏ।
ମୋ ଧନ ଟା ପରା। ଆ଼଼... ମୋ କୋଳରେ ଟିକେ ଶୋଇ ପଡ଼।

Happy Mother's Day

-


23 APR 2020 AT 22:32

ପ୍ରତିଦିନ ତମେ ମୋ ମନରେ ଆସ
ମନେପଡେ ପ୍ରତିଦିନ ତୁମ କଥା।
ପୁଣି ମନେ ପଡେ ସେହି କଳ୍ପନା ସବୁ ଯାହା ଅନେକ ଦିନରୁ କଳ୍ପନା ହୋଇ ରହିଛି, କେଜାଣି କେବେ ସେ ଦିନ ଆସିବ, ଆଉ ସେ କଳ୍ପନା କୁ ମୋ ହୃଦୟ ଭିତରୁ କାଢି ବାସ୍ତବର ରୂପ ଦେଇ ଆଙ୍କି ଦିଅନ୍ତି ମୋ ଡାଏରୀ ରେ। ଆଉ ତା ସହ ଲେଖିଦିଅନ୍ତି ସେ ତାରିଖକୁ ଚିର ସ୍ମରଣୀୟ କରି।
ମୋର ସିନା ଏ ଇଚ୍ଛା ଆଉ ଏତେ ଅସୀମ କଳ୍ପନା ହେଲେ କ'ଣ ହେବ, ସବୁ ତୁଚ୍ଛ ହେଇଯାଏ ତୁମ ଇଚ୍ଛା ପାଖେ।
ବୋଧହୁଏ ତୁମର ଇଚ୍ଛା ନାହିଁ।
ନଥିଲେ ବି କ'ଣ ମୋର ଏ ମନ ମାନୁଛି।
ଅପେକ୍ଷା କରି ରହିଛି କେବେ ମୁଁ ତୁମର ଦୃଷ୍ଟି ଆକର୍ଷଣ କରିପାରିବି। ଆଉ ତମେ ମତେ ଡାକିବ କହିବ, "ଆରେ ଆସେ ଆଜି ଦେଖାହେବ ... " ଆଉ ତମର କଥା ସରିବା ଆଗରୁ ମୁଁ ଥିବି ତୁମ ସାମ୍ନାରେ।

-


22 APR 2020 AT 18:21

Beloved: how much do you love me?

Me: I can stay away from you in these quarantine days for your safety.

Beloved: propose me in a unique way.

Me: would you give me that chance to be your SANITIZER in this corona quarantine period.

-


22 APR 2020 AT 18:09

I woke up in the fine morning.
Started walking straight with sunshine
Some people came like trees and
Gave shower of coolness from sun 🌞.

I found many good people's and some bad.
Just ignore those bads
accept all those good

Finally I reached at my Destiny
But found no one with me.
Still I was happy b coz many ppl
were there in my surroundings.
Sun gone set and I was happy and also was saying in my heart
No more ppl come with me.
Darkness cover me in your blacky shight
Because there were more bad than good.

-


22 APR 2020 AT 17:59

Me:You remember me??
No!
Me:Wow, that's good. Please don't try to remember. Now am happy in my own way.

-


19 APR 2020 AT 16:59

Yourself

HAPPY

-


19 APR 2020 AT 16:56

Yes!
I love you and you love me
You hate me sometime, I hate too
You want to hide yourself in me
And also wanna the same.
People see me in you. And also to you in me.
They try to find difference between you and me.
They try to judge.
They try to creat violence
They try to make misunderstanding
They want our breakup
Because they never get success

Because whom I love most is my soul.
How he can be separate from me?

-


18 MAR 2020 AT 8:03

ଭାଇ









ଅନୁଶୀର୍ଶକ ରେ।

-


10 MAR 2020 AT 14:27

ରାଗିଗଲ ନା!
ମୁଠାଏ ରଙ୍ଗ ବେରଙ୍ଗ ଅବିର ଛିଟାରେ।
କାହିଁ ରହିଲା ନାହିଁ ତ!
ପାଣି ର ସ୍ପର୍ଶ ରେ ଧାର ଧାର ବହି,
ନିଜର ସତ୍ତା ହରାଇ ଦେଲା।
କାହିଁ ତମ ସୁନ୍ଦର ମୁଖରେ,
ନାହିଁ କିଛି ଚିହ୍ନ ନା ରହିଲା ସେ ବର୍ଣ୍ଣ।
ହେଲେ ରହିଗଲା ତମ ରାଗ ଆଉ ଅଭିମାନ।
ରଙ୍ଗ ତ ଯିବାର ଥିଲା,
ହେଲେ ଟିକିଏ ରାଗିବା କ'ଣ ଦରକାର ଥିଲା?
ରଙ୍ଗ ସିନା ଚାଲିଗଲା, ହେଲେ ମନରେ ଦାଗ ଟିକିଏ ରହିଗଲା।

-


Fetching Rajottam Jena Quotes