Love - the smiling voice
-
Rajashree Acharya
(Charming wishes)
483 Followers · 224 Following
Rajashree acharya
10nov ...First breath
Luv medico
10nov ...First breath
Luv medico
Joined 10 February 2018
14 AUG AT 22:48
Mene khud tumhe ankhon me sajayi he
Ek khwaab ki tarah... Na tutti, na bikharti raah ki tarah
Kuch nhi bas yaadon ki baat he, jab kho jaye tab samet lena motiyon ki tarah
Jaise kuch hasti hui asunoon me oss ki bundon ki tarah-
7 AUG AT 8:47
ସେ ଯାତ୍ରା ଥିଲା ଟିକିଏ ଅଲଗା
ଲୁହରେ ଆରମ୍ଭ ହୋଇ ହସ ର ସରୁ ଧାରାରେ ଶେଷ ହୋଇଥିଲା
କିଛି ରାଗ ଋଷା ର ତେଲ ମସଲା ଛୁଙ୍କରେ ରେ ରନ୍ଧା ହୋଇ
ପାଚନ ହୋଇଥିଲା ବାଃ ବାଃ ର ଏକ ଅଛିଣ୍ଡା ସମ୍ପର୍କ ରେ
ସୁଖ ର ସ୍ବପ୍ନ ତାଲିକା ରେ ଥିଲା ତୁମେ ଏକ ଅଦେଖା ଫର୍ଦ୍ଦ ରେ
ସେ ଫର୍ଦ୍ଦ ଖୋଲୁ ଖୋଲୁ ଆବିର୍ଭୂତ ହେଇଥିଲା ତୁମେ
ଦୁରତ୍ଵ ଏକ ସହର ର ନାମ
ଯେଉଁଠି ତୁମେ ଓ ମୁଁ ବସି ତାରା ଗଣୁଥିଲେ
ଜୀବନ ,ଅଧା ଗଢା ସ୍ବପ୍ନ ର ମାନଚିତ୍ର ଟେ ବୋଲି ଅଜ୍ଞାତ ଥିଲେ ମଧ୍ୟ
ବଞ୍ଚିବା ଓ ପ୍ରେମ ସମ୍ପର୍କ ର ଏକ ଆଧାର
ସେଥିପାଇଁ ସବୁ ଲୁହ କୁ ଆଖିରେ ଧରି ଚାଲି ଚାଲି ତୁମର ନିକଟତର ହେବାକୁ ଚେଷ୍ଟା କରିଥିଲି
ହେଲେ ଶେଷରେ ମୁଁ ନିଜେ ହିଁ କ୍ଷତାକ୍ତ ହେଲି-