+2
Admission
Online Form Apply
@MJ CYBER ARENA-
Ek Phool Khatm Ho Kar Bhi Khatm Na Hua
Woh Itra Ban Gaya
Apne Bache Ka Daman Ka Mitra Ban Gaya
Chand Kisse Khatm Hoke Bhi Kabhi Khatm Hote Nahin
Isiliye Hum Maa Ko Yaad Karke Aajkal Baar Baar Rote Nahin
😔-
ଆଶା
ଅନାଇ ବସିଛି ତୁମ ବାଟ ସଖୀ
ଫେରିତ ଆସିବ ଦିନେ
ସଂସାର ସାଗରେ ପୁଣି ସାଥୀ ହେବା
ଆଶା ଯେ ବାନ୍ଧିଛି ମନେ
ବନ୍ଧୁ
ନଥାଏ ସେଥିରେ ରାଗ ରୁଷା ମାନ ଅଭିମାନ
ଲୋଡ଼ା ନାହିଁ ଏଠି ଜାତକ ମିଳନ
ଛଳନା ପ୍ରତାରଣା ର ନାହିଁ ଏଠି ସ୍ଥାନ
ସ୍ମୃତି
ସମୟ ବି ଡାକୁଛି ତୁମକୁ ମୋତେ
ହେବା ଆଜି ଏଠି ଭେଟାଭେଟି
ଚିହ୍ନିବା ଚିହ୍ନେଇବା ନିଜକୁ ଅନ୍ୟକୁ
ମନ ର ପୁରୁଣା ପୃଷ୍ଠା ଓଲଟି
ପିଲା ଦିନର ଲୁଚକାଳି ଆଉ ଧୂଳି ଖେଳ
ଜମା ହେଲାଣି ତା ଉପରେ ପୁଣି
ଅନେକ ସ୍ମୃତି ର ସଞ୍ଜ ଓ ସକାଳ
-
ଏତେ ରାଗ ରୁଷା ମାନ ଅଭିମାନ ଧରି କଣ ହେବ 🤔
ନିଶ୍ୱାସ ବନ୍ଦ୍ ହେଇ ଗଲେ ତ ସବୁ ଶେଷ 😔-
ଆଜିଠୁ ଅଲଗା ରାସ୍ତା ଆମର
ସରିଗଲା ମିଛି ମିଛିକା ସମ୍ପର୍କ ଆଉ ମରିଗଲା ପ୍ରେମର ସମ୍ଭାର
ତୁମେ ଯିବ ତୁମ ବାଟେ ମୁଁ ଯିବି ବାଟରେ ମୋର
ପହଁଞ୍ଚିବା ଠିକଣା ଅଲଗା ଆମର
ନୂଆ ଜୀବନ ଯାତ୍ରାର ନୂଆ ସଂକଳ୍ପ ଆରମ୍ଭ ଆମର-
ଆପଣଙ୍କ ସେବାରେ
ସକାଳ ୭ଟା ୩୦ ରୁ ସକାଳ ୧୦ଟା ୩୦
MJ CYBER ARENA
Office Stationery
Recharge
In Front Of Hotel SAMPARK
Salandi Bypass-
ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା...
-