ଆଜି ମୋ ଲୁହ ବି ମୋତେ ପ୍ରଶ୍ନ କରିଦେଲା 🥲.............
ସମସ୍ତଙ୍କୁ ତୋ ନିଜର ଭାବି,ତୁ ପାଉଛୁ କଣ??.......
ତୁ ବୋଧେ ଭୁଲି ଯାଉଛୁ ପ୍ରଥମେ ପ୍ରଥମେ ଗଢି ଉଠିଥିବା ସମ୍ପର୍କ ରେ ବହୁତ ପ୍ରାଧାନ୍ୟ, ଭଲ ପାଇବା ମିଳେ........
ସେ ପ୍ରେମ ହେଉ ଅବା ବନ୍ଧୁତା.........................
ସମୟ ସହ ସବୁ ଧୀରେ ଧୀରେ ପାରିବର୍ତ୍ତନ୍ନ ହୁଏ........-
Love yourself it's the first purity of happiness ❤️
My quotes ... read more
ହଁ, ମୁଁ ବି ତାକୁ ନେଇକି ବହୁତ ସ୍ବପ୍ନ ଦେଖିଥିଲି
ହେଲେ କଣ ହବ ମୋ ସ୍ବପ୍ନ ତ ସ୍ବପ୍ନ ହେଇକି ରହିଗଲା
ହଁ, ମୁଁ ତାକୁ ରାଗିଲେ ବହୁତ କିଛି କହିଦିଏ ହେଲେ
ମୁଁ ସେଥିପାଇଁ ନିଜକୁ ପରେ ବହୁତ କଷ୍ଟ ଦିଏ
କିଛି ତ ଅଛି ତା ପାଖରେ ସତ ଯଉଁଥିପାଇଁ ହାଜର ଭୁଲ ଥାଇ ବି ମୁଁ ତାକୁ ଛାଡି ପାରୁନି 💔
ହଁ, ଏ ଟା ବି ସତ ଯେ ସେ ମୋର ସବୁ ରାଗ ଅଭିମାନ କୁ ସାହିଯାଏ ହେଲେ କଣ ହବ ସେ ତ ମୋତେ ସବୁବେଳେ କଷ୍ଟ ହିଁ ଦିଏ ନାଁ 🥲💔😔
-
ହେଇଟି❤️
ମୁଁ ଭୋକ ସମ୍ଭାଳି ପାରେନି,🥲
ଚାଲ,ନିପସ୍ଟିକ ମାଖି ମନ୍ଦିର ବେଢାରେ ଘଡିଏ ବୁଲି ଆସିବା🫣
ମନ୍ଦିର ପରୀକ୍ରମ କରୁ କରୁ ଗଣ୍ଡାଏ ସେଲଫି ନେଇ ଆସିବା😁
ମୁଁ ତୁମ ଛାତି ରେ ମୁଣ୍ଡ ରଖି ମୋ ପତିବ୍ରତା ର ପରିଚୟ ଦେବି,🫢
ଆଉ ତୁମେ ଆମ ଆଣ୍ଡୋରଏଡ଼ ର ଫୋଟୋ ଅପ୍ସନ ଟି କୁ କ୍ଲିକ କରି ମୋ ଜୀବନ କୁ ଧନ୍ୟ କରିବ,😍
ତା'ପରେ ସ୍ଟାଟସ ରେ ସାବିତ୍ରୀ ବ୍ରତ ସମାପନ ହେବ
ଯଶ ଟା ଫୋନ ଗ୍ୟାଲେରୀ ରେ କାଳ କାଳ କୁ ରହିବ-
ୟାଙ୍କ ସାଙ୍ଗ ଆସିଛନ୍ତି ଖବର ନ ଦେଇ
ମାଗଣା ରେ ଟାଙ୍କି ଫୁଲ କରିବା ପାଇଁ 🫢
ଛି! ସାଙ୍ଗରେ Dairy milk ଟେ ବି ନାହଁ !
ଖାଲି କଣ ଆଜି ନା
ମଝିରେ ମଝିରେ ଚାଲି ଅଶାନ୍ତି ମତେ surprise କରିବା ପାଇଁ.
ମୋ ହାତ ରନ୍ଧା ଖାଇବା ପାଇଁ
ଭାଗ୍ୟ କୁ ମୋ mummy ଗୋଟେ ପ୍ରେସର କୁକର ଟେ ଦେଇ ଥିଲା 😝
ସିଏ ବି ଲୁଚିକି ଯାଇକି ପରିବା କାଟି ଦେଇ ଆସନ୍ତି size କରିକି
ବାକି youtube ଦେଖିକି ଶିଝେଇ ଦବା କଥା ଆଉ
ନହେଲେ i am not ଯୋଗ୍ୟ ଚା କପେ କରିକି ପିଇବା ପାଇଁ 😝
ତଥାପି, ମୁଁ କଣ କହି ପାରେ କି -
ସେଗୁଡା ତମ ଭାଇ nka ହାତ ରନ୍ଧା ବୋଲି 😁
ସବୁ ଭାବନ୍ତି Bhauja କମାଲ କରୁଛନ୍ତି ଆଉ!😝
ହେଲେ actually ରେ Bhauja ଙ୍କ ର ସେଥିରେ କିଛି ଭୂମିକା ନାହଁ 😁
ଆଣିକି ଖାଲି ତୁମ ଆଗରେ Represnt କରିବା କଥା ଆଉ 😁
ମୋ ସ୍ୱାମୀ ଙ୍କ ର prestige ରଖିବା ପାଇଁ ମ 😁
-