ଦୋଷ ନୁହେଁ କାହାର,
ଲାଗିଗଲା ବୋଧେ
ଆମ ପ୍ରେମ ଉପରେ କାହା ନଜର
ସବୁ ସମୟ ସୁଅରେ,
ଭାସିଗଲା ସମ୍ପର୍କ ଆମର,
ଦୀପଟିଏ ଧରି ଏତିକି
ପ୍ରାଥନା ଭଗବାନଙ୍କ ପାଖେ କର,
ଏ ଜନ୍ମେ ନ ହେଲା ନାହିଁ,
ଆର ଜନ୍ମରେ ପୁଣି ସମ୍ପର୍କ ତୋଳା ହେଉ ଆମର 🙏🏻-
𝐉𝐮𝐬𝐭 𝐀𝐜𝐭😁
𝐃𝐨𝐧𝐭 𝐬𝐚𝐲😂 😂
𝐉𝐮𝐬𝐭 𝐒𝐡𝐨𝐰 𝐃𝐨𝐧𝐭 𝐏𝐫𝐨�... read more
ତୁମର ସେ ମିଠା କଥାରେ
ମିଳେ ପ୍ରେମର ସୁବାସ
ଲିଭିଯାଏ ତୁମ ମୁରୁକି ହସରେ
ମୋର ସବୁ ଉଦାସ
ତୁମେ ନଥିଲେ ମୋ ପାଖରେ
ତୁଚ୍ଛ ଲାଗେ ରାଜଉଆସ
ସଦା ରହିଥାଅ ମୋ ସାଥୀରେ
ହୋଇ ମୋର ସାହାସ।
❤️❤️❤️
#ପ୍ରେମ💕-
ଖଳ ହେଲେ ଚଳିବ ମେଞ୍ଚେ ଭଲପାଇବା
ଦେଇ ମନେଇ ନେବି ହେଲେ"
ସାଥିରେ....
ରହି ଛଳନାର ସହାରା ନେଇ
ବିଶ୍ୱାସ ର ତଣ୍ଟି ଚିପିଲେ
ବଞ୍ଚିପାରିବିନି.....😕
#କଥାଟିଏ_ହୃଦୟରୁ-
ତୁମେ ମୋ ପାଇଁ ସବୁଦିନ ଖାସ୍..
ଖାଲି ଆଜି କାହିଁକି ??
ମୋ ପାଇଁ ତ ତୁମ ସହ ପ୍ରତିଟି କ୍ଷଣ ଗୋଟେ ନୂଆ ଅନୁଭବ,
ଆଉ ସବୁ ଦିନ ସେଇ ରାଗ ଋଷା ଅଭିମାନ ବୁଝାମଣା ଭିତରେ ଭଲ ପାଇବା ହିଁ ଆମ ସମ୍ପର୍କର ର ପରିଭାଷା..🤩-
ଜଣେ ego ରେ ଥିଲା ଆଉ ଜଣେ ଆଶାରେ ଆଉ ଯେତେବେଳେ ଆଶା ମରିଗଲା ମନ ବୁଝିଗଲା ସେ ମିଛ ଆଶା ଥିଲା...!!
✍🏻
#ଏମିତି_ଭାବନା-
ଶୁଖିଲା ବାଲି ମୁ,
ହାତ ମୁଠାରେ ସହଜେ ଧରା ଦିଏନି।
କିନ୍ତୁ ତୋ କୋମଳ ହାତରେ ଧରା ଦେବି ମୁ,
ଖାଲି ଅପେକ୍ଷା ତୋ ପ୍ରେମ ଭରା ବର୍ଷା କୁ।
#ଏଣୁତେଣୁ-
ଯେବେ ବି କିଛି ଲେଖିବା ପାଇଁ ଭାବିଲି ,
ମନରେ ବାସ୍ ତୋର ହିଁ ନାଁ ଆସିଲା...!
କଣ ବା ଲେଖିବି ତୋ ପାଇଁ ,
ତୁ ତ ମୋ ପାଇଁ "ମୋତି" ଭଳି
ଯାହାକୁ ଆଜି ଯାଏଁ ମୁଁ ଦୁନିଆ ନଜର ରୁ ଲୁଚେଇ ରଖିଛି !!
#କଥାଟିଏମୋକଥା-
ନାରୀ ନୁହଁ ମା
ନାରୀ ନୁହେଁ ଭଉଣୀ
ନୁହେଁ ସେ
ଉର୍ବଶୀ ,ମେନକା, ରମ୍ଭା
ନାରୀ କୁ ଖେଳନା ଭାବିଲେ
ସିଏ ପାଲଟି ଯାଏ ଦୁର୍ଗା ଆଉ ଜଗ ଦମ୍ବା 🙏
#ଅନାବନା-
"ନିର୍ବନ୍ଧ" କେଡ଼େ ସୁନ୍ଦର ଶବ୍ଦଟେ।
କିନ୍ତୁ ଆମେ ତାକୁ ରିଙ୍ଗ୍ ସେରିମନିରେ ବଦଳେଇ ଦେଲେ।
ସଂସ୍କୃତି ଏଇମିତି ହଜେ, ଆସ୍ତେ, ଆସ୍ତେ...-