ତୁମର ସମସ୍ତ ପଞ୍ଚାୟତ ମୋ ଠାରେ ଶେଷ..
ତୁମର ସମସ୍ତ ଅଭିଯୋଗ ମୋ ଠାରେ ଶେଷ..
ତୁମର ସମସ୍ତ ରୀତି,ନୀତି,ପ୍ରୀତି ମୋ ଠାରେ ଶେଷ..
ତୁମର ସମସ୍ତ ବିଦ୍ରୋହ,ସଂଘର୍ଷ,ଷଡ଼ଯନ୍ତ୍ର ମୋ ଠାରେ ଶେଷ..
“ମୁଁ" ତୁମ ଅଗଣିତ,ଅସମାପ୍ତ,ବେହିସାଵ ଇଚ୍ଛାର “ପୂର୍ଣ ବିରାମ”
“ମୁଁ" ନିର୍ମାଣ-ନିର୍ବାଣ.
“ମୁଁ" ଆହ୍ୱାନ-ପ୍ରସ୍ଥାନ
“ମୁଁ" ସୌନ୍ଦର୍ଯ୍ୟ-ଶମନ-ଶ୍ମଶାନ...!!!-
3 MAY 2023 AT 22:05