କଲମ କାରଖାନାରୁ ମୁଁ! ନିର୍ବାସିତ କବିଟିଏ...
କହିଥିଲ ତୁମେ ରଙ୍ଗୀନ ପାଇଁ
ହେଲେ କାଗଜର କାନଭାସରେ
ଆଙ୍କିଦେଲି କଳା-ଧଳା ଛବିଟିଏ....!!!!
ବାସ ଏହାହିଁ ତ ଭୁଲ ଥିଲା
ସ୍ୟାହିର ସ୍ୱାଭିମାନକୁ ବାଜି ଲଗାଇବା ମୁସ୍କିଲ ହେଲା,
କଳା-ଧଳା ଆଉ ରଙ୍ଗୀନ ଦୁନିଆରେ
କବିତ୍ୱ ହେଲା ରଫାଦଫା;
ଅଫେରା ଆଶାରେ ପ୍ରେମରୁ ଦେଲି ଇସ୍ତଫା......!!!!-
12 DEC 2022 AT 18:23