ଆସ ଶୁଣିବ ମୋ ବିରହ ସଂଳାପ,
ଦେଖିବ ମୋ ଗ୍ଲାନି,ମୋ ପରାଭଵ;
ନଥିଲି ମୁଁ ମଗଧ ନରାଧୀଶ,
ନଥିଲି ମୁଁ ପ୍ରବଞ୍ଚକ
ନୁହେଁ ମୁଁ ସ୍ରଷ୍ଟା,ନୁହେଁ ମୁଁ ଦ୍ରଷ୍ଟା
ନୁହେଁ ମୁଁ ବକ୍ତା, ନୁହେଁ ମୁଁ ଶ୍ରୋତା........
ମୁଠାଏ ଶୂନ୍ୟ ଆବେଗର ଶୁଷ୍କ ସିଲଟେ;
ଭଙ୍ଗା ଯୌବନର ତୂଳୀରେ ଲେଖୁଛି
ଅଭିମାନର ‛କବିତା'.......!!-
6 JUN 2023 AT 23:21