If you want to move ahead of the world, then believe in yourself.
-
#quotesofmine123
#creatyourown123
#kadak_friendship
Cake murder-18th nov
N... read more
इंतजार करना भी बेवकूफी होगा
जिसको आना होगा
वो इंतजार क्यों करवाएगा ।।-
सोचे थे हमारे सारे बात तुम्हे बताएंगे
लेकिन हमारी खामोशी देख कर भी
आप पूछे नहीं कि हुआ क्या है ।-
दिल की गहराई से कभी खुद को पूछना
तुम्हारे दिल की धड़कन मेरे लिए
कितने बार धड़कता है ।-
ମୁଁ ତୁମକୁ ସେତିକି ଭଲ ପାଏ
ଯେତିକି ତୁମେ ମତେ ଘୃଣା କର
ମୁଁ ତୁମର ସେତିକି ଯତ୍ନ ନିଏ
ଯେତିକି ତୁମେ ମତେ ଏଡାଇ ଦିଅ
ମୁଁ ତୁମର ସେତିକି ପାଖକୁ ଯାଏ
ଯେତିକି ତୁମେ ମୋ ଠାରୁ
ଦୂରେଇ ଯାଅ।-
ମୁଁ ହେଉଛି ସେଇ
ଯାହାକୁ ତୁମେ କହୁଥିଲ
ତୁମେ ଭଲ ପାଉଛ
ମୁଁ ହେଉଛି ସେଇ
ଯାହାକୁ ତୁମେ କହୁଥିଲ
ତୁମେ ପସନ୍ଦ କରୁଛ
ଆଉ କହୁଥିଲ ତୁମେ
ଯେ ମୋ କଥା ପଦକରେ
ତୁମେ ଦୁନିଆ କୁ ଭୁଲି ଯାଇଛ ବୋଲି
ମୁଁ ହେଉଛି ସେଇ
ଯାହାକୁ ଦିନେ ତୁମେ ଦୁନିଆ ର ସବୁ ଖୁସି ଆଣିଦେବ ବୋଲି କହୁଥିଲ
ମୁଁ ହେଉଛି ସେଇ ଯାହାକୁ ତୁମେ ଦିନେ ନ ଦେଖିଲେ ପାଗଳ ଭଳି ଘର ସାମ୍ନାରେ ଆସି ଠିଆ ହେଇ ଯାଉଥିଲ
ଆଉ ମୋ ନାଁ ରେ ଡାକି ଡାକି ତୁମ କଣ୍ଠ ସୁଖିଯାଉଥିଲା,,,
ମୁଁ ହେଉଛି ସେଇ ଯାହାକୁ ତୁମେ ଦିନେ ବାହା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲ
ଆଉ ମୁଁ ହେଉଛି ସେଇ ଖାଲି ହୋଇ ରହି ଯାଇଥିବା କାଗଜ
ଯାହାକୁ ଦିନେ ତୁମେ ତୁମ ସୁବର୍ଣ୍ଣ ଅକ୍ଷର ରେ ଲେଖିବ ବୋଲି କଥା ଦେଇ ଥିଲ,,,,
ଶେଷରେ ମୁଁ ହେଉଛି ସେଇ ଯାହାକୁ ତୁମେ ଆଉ ଖୋଜିଲେ ମଧ୍ୟ ପାଇବ ନାହିଁ ।।।।-
ତୁମେ କହୁଥିଲ ନା ,ତୁମେ ମତେ ଜହ୍ନ ରାଇଜ କୁ
ବୁଲାଇ ନେବ ବୋଲି
ତୁମେ କହୁଥିଲ ନା ,ତୁମେ ମତେ ସ୍ଵପ୍ନ ରାଇଜରେ
ଭେଟ ହେବ ବୋଲି
କିନ୍ତୁ କାହିଁକି ଆଜି ପ୍ରତାରଣା ଦେଇ ଛାଡ଼ି ଚାଲି ଗଲ
କଥା ଦେଇ ଥିଲ ଜୀବନ ସାରା ମୋ ସହ ରହିବ ବୋଲି
କିନ୍ତୁ କାହିଁକି ଆଜି
ମୋତେ କଷ୍ଟ ଦେଇ ଆଖିରେ ଲୁହ ଦେଇ ଛାଡ଼ି ଚାଲି ଗଲ ।
ମୁଁ ଭୁଲ ନଥିଲି ,,,
କିନ୍ତୁ ସାରା ଜଗତ ସାମ୍ନାରେ କାହିଁକି ମୋତେ ମିଛ
ପ୍ରେମିକା ସଜାଇ ଦେଲ ,,,
ଶେଷରେ ଏତିକି କରିବ .........
ମୋ ଶବ ଉପରେ ଫୁଲ ପକେଇବନି
ତୁମେ ହାତରେ ମୋ ମୁଣ୍ଡ କୁ ଥରେ ଆଉଁସି ଦେବ
ତା ପରେ ଯାଇ ମୋ ଆତ୍ମା ଶାନ୍ତି ପାଇବ,,,
ଆଉ ତମେ ମଧ୍ୟ.........-
मैं भी लिखना चाहती थी तेरे साथ बिता हुआ पल
लेकिन अधूरा रहे गया वो सपना जो हम देखा करते थे,
तेरे लिए मैं पागल थी
ओर दीवानी भी
सब टूट गया
रहे गया तो सिर्फ मेरे ये शरीर ।।-