ଆଞ୍ଜୁଳା ଏ ଖୁସି ଏଠି ମରୀଚିକା ପରି ଲାଗେ ଯାହା ର ପଛେ ଧାଇଁ ଧାଇଁ ମୁଁ ବିଗତ ପ୍ରାୟ
ଆଉ ଆଶା ନାହିଁ ଆଶା ନାହିଁ
ବାସ ଖୁସି ସବୁ ଏଠି ଦିବଙ୍ଗତ...-
Wish me on October 13 🎂
Let's connect through
Instagram... read more
2024 A lots of
A lots of happy faces, and a lots of bodily changes.
A lots of baby kicks, and a lots of hormonal peaks.
A lots of cheos and cry, but a home full of new toys and joy.
A lots of nourishing and burping
But a journey to start with new bonding.
A lots of sleepless nights but soothing lullyby to calm messy mind.
A lots of postpartum blues but lots of new born crunches.
A busy time stops a while to see a lots of gummy smile ..
A whole lots of suffer melts nothing like a bubble of water.
A lots of wishes and worry to welcome my dragon baby.
But all together we are moving to more blissful year 🌹💞 2025
-Pm..✍️-
Lotus face, and dazzling eyes,
Sprinkle my heart with lots of joy.
Your little fingers, and soothing touch make me realise you the blessings of my good works.
Yours Mama☀️🥰-
ବହୁତ ଦିନ ପରେ ଇଚ୍ଛା ହେଲା, କଣ ଲେଖିବାକୁ।
କଣ ଆଉ ଲେଖିବି ଯେ, ଖାଲି ଯାହା ପଦେ କଥା ବାଣ୍ଟିବାକୁ ଇଛା ହେଲା,
ବିଦାୟୀ ବର୍ଷ ର ସ୍ମୃତି ଅନୁଭୂତି ର ଏକ ବେୟ ଅଟକଳ କରିବାକୁ ଇଚ୍ଛା ହେଲା।
କାହା ପାଇଁ କେମିତି ସାଜିଲା ଏ ବର୍ଷ ଏକୋଇସି
କେବେ ଡେ଼ଲ୍ଟା ଭାରିଆଣ୍ଟ୍ ଏବେ ଓମିକର୍ଣ ଆସିଲାଣି
କେବେ ୟାସ ଯାଇ ପୁଣି ଜୱଦ ଗ୍ରାସିଲାଣି।
ଦୁଃଖ କୁ ବୁଲିକି ଚାହିଁଲେ ଲାଗୁଛି
ଏମିତି କେତେ ଯେ ରାତି ନଶୋଇ ବିତିଛି
କେତେ କାହାର ଆପଣ ର ଲୋକ ଙ୍କୁ ନିର୍ଦୟୀ ବର୍ଷ ଟି ଛଡେଇ ନେଇଛି।
ସୁଖ ର ଅନୁଭୂତି କୁ ସାଉଁଟି ଲେ ଲାଗୁଛି।
ବର୍ଷ ଗୁଡା ଯେମିତି ଦିନ ଦୁଇଟା ରେ ବିତିଛି।
ଝିଅ ରୁ କେବେ ବୋହୁ କରିଦେଲା
କେତେ ନୂଆ ସମ୍ପର୍କ କୁ ପୁଣି ଯୋଡିଦେଲା।।
ନିଜ ଠାରୁ କିନ୍ତୁ ସାମନ୍ୟ ଦୂରତା ବଢେଇ ଦେଲା ।
କେତେ ଉଥାନ ପତନ ରେ ବର୍ଷ ଟି
କିନ୍ତୁ ଭାରି ସହଜରେ ବିତିଗଲା
ଭାରି ସହଜ ରେ ବିତିଗଲା।-
ଅସ୍ତଗାମୀ ସୂର୍ଯ୍ୟ ସହ ଶୀତ ର ଆଗମନ,
ଆମେ ସତେ କେଉଁ ଅଜଣା ରାଇଜ ର ପଥିକ,
ହାତ ରେ ହାତ ରଖି ଆତ୍ମୀୟତା ର ଉଷ୍ମତା ଅନୁଭବ କରିବାରେ ବେସ୍ତ।
ନାଲି ଚା ର ତୃଷ୍ନା, ଆଉ ସନ୍ଧ୍ୟା ର ବାସ୍ନା ରେ ପୁଣି ଏକ ର୍ସ୍ବର୍ନିମ ବର୍ଷ କୁ ବିଦାୟ ଦେବାକୁ ପ୍ରସ୍ତୁତ।।-
Silently doing the duty without expectations is another level of freedom from equity.
-
Task is not to be perfect,
It's about accept everything perfectly..-
हो सके तो छुपा लू सारे दुनियां से तुझे,
मेरे सबसे कीमती हीरा है तु।।
💎💎💎💎-