Soumya Priyadarshini  
22 Followers · 71 Following

read more
Joined 30 October 2021


read more
Joined 30 October 2021
19 MAR AT 15:20

ଆଦିକବି

ତୋ ଛାତିରେ ପାଦ ଦେଉ ଦେଉ
ତୁ ମୋତେ କେମିତି କୋଳାଇ ନେଲୁ
ମୋ ସମସ୍ତ ଦୁଃଖକୁ କରିଦେଲୁ ସୁଖରେ ପରିଣତ

ତୁ ଜାଣୁ ମୁଁ ତୋତେ କେବେ ଭଲପାଇ ନଥିଲି
କି ଏ ଆଖିରେ କେବେ ତୋ ଲାଗି ସ୍ୱପ୍ନ ବି ନଥିଲା
ତଥାପି ମୁଁ ଯେବେ ଚାଲିଗଲି ତୋ କୋଳକୁ
ତୁ ମୋତେ ନିଜର ଭାବି ନେଲୁ
ତୁ କଣ ଏବେ ବିଶ୍ଵାସ କରିବୁ
ଯେ ମୁଁ ତୋ ପ୍ରେମରେ ପଡିସାରିଛି ବୋଲି

ଯା ତୋତେ ମୁଁ କେବେ ପ୍ରେମ କହିବିନି
କି କହିବିନି ତୋ ପ୍ରତି ମୋ ଭାବନା
ତୁ ଯା ଖାଲି ଏକ ସମର୍ପଣ
ତୁ ମୋ ପାଇଁ ସ୍ୱପ୍ନର ଗନ୍ତାଘର
ତୁ ମୋ ପାଇଁ ଜୀବନର ଆଲୋକ
ଦୁଇ ଶତାବ୍ଦୀର ବିଶ୍ଳେଷଣ
ପୁଣି ତୁ ହିଁ ତ ଏକ ଅନ୍ୟତିକ୍ରମ ସମ୍ମୋହନ

-


15 MAR AT 6:15

ତୁ ଡାକିଥିଲୁ ବୋଲି
ଯାଇଥିଲି ତୋ ବଡ଼ଦାଣ୍ଡକୁ
ତୋତେ ଦେଖି ମୋ ମନ ଗଲା ପୁରି
କେବେଠୁ ତୋତେ ଦେଖିବାକୁ ମନ କରିଥିଲି
ପୂର୍ଣ୍ଣ ହେଲା ଏତେ ଦିନର ଅପେକ୍ଷା

ଧନ୍ୟବାଦ ଜଗା 🥹🙏
ଜୀବନର ପ୍ରତ୍ୟେକଟି ପୃଷ୍ଠାରେ ମୋ ହାତ ଧରି ତୁ ନେଇଛୁ ଯେତେବେଳେ ମୁଁ ହାରିଗଲି ବୋଲି ଭାବିଥିଲି ହେଲେ ତୁ ମୋ ହାତଧରି ଦେଲୁ ।ତୋ ପାଇଁ କଣ ଯେ ଲେଖିବି ତୁ ଲେଖକ ତୁ ମୋ ଶବ୍ଦଭଣ୍ଡାର |

-


14 DEC 2023 AT 15:34

ତା ପାଇଁ ଦୁଇ ଚାରି ଧାଡିର କବିତା
ମୋ ପାଇଁ ମୋ ମନର ବ୍ୟଥା

-


24 NOV 2022 AT 19:41

Papa

He is a perfect son
He is a perfect brother
He is a perfect husband
He is a perfect father

He is perfect in all

The most responsible person
The most handsome man in world
The most caring soul in the world
The most sacrificing human
I have ever seen in my life
Yes, he is our father

He sacrifices all the things
He Sacrifices in his foods
He sacrifices in his sleeps
He sacrifices in his dreams
He sacrifices in his own happiness
He sacrifices in everything

But an any condition
He never share anything to anybody

Papa is not just a name
It's an emotion

-


9 JUN 2022 AT 0:31

ତୁମ ଆଖିରେ ଦେଖେ ମୁଁ
ମୋ ଦୁନିଆ

-


5 JUN 2022 AT 12:51

ଝଗଡା ତ ବହୁତ ହୁଏ
କିନ୍ତୁ ସେ ଝଗଡା ମଧ୍ୟରେ
ମୁଁ ଆମ ଦୁହିଁଙ୍କ ପ୍ରେମ ଗଭୀରତାଟା ଦେଖିବାକୁ ପାଏ

-


5 JUN 2022 AT 12:47

ଶବ୍ଦ କୁ ଦୁନିଆ ଜାଣିଦିଏ
ନିରବତାକୁ କେବଳ ମା ହିଁ ଜାଣିପାରେ

-


5 JUN 2022 AT 12:44

ସମାଜ ଅଛି
ମାନବ ଅଛି
ବଦଳିଛି କିନ୍ତୁ ମାନବିକତା

-


5 JUN 2022 AT 12:38

Jise hum padhte padhte doob gaye hain
Ek aisi kitab hoo tum

-


23 MAY 2022 AT 19:09

रात की अंधेरे ने भी
मुझे पूछा
कहाँ गया बह रात भर के बातों
जो कभी खतम नहीं होते थे।

-


Fetching Soumya Priyadarshini Quotes