It's been a bit longer 🥲...!
Is it???-
Welcome to my 🏥 Lab...🏋️
Disclaimer 💡╏
हम आपकी भावना और emotion का इज्जत कर... read more
Don't wait for others to light your fire.
You've your own matches.
Coz everything you need is already inside you .
And yes, you will have more problems,
when you focus on problems.
But it's damn sure...
you'll have more opportunities,
if you focus on possibilities..!!-
LIVING IN A REALISTIC WORLD !!
Be self-assertive,
whatever the failure but you should have
willingness to accept & trust the reality,
have to learn the critical skill of adaptation like a philomath
And yes you should take feedback from reality not society .
-
Failure Failure Failure !!!
Are you thinking about what people will say!! No never...
When you're stressed, take a step back,
inhale and laugh.
Just remember who you are and why you're here.
You're never given anything in this world that you can't handle.
Be strong, be flexible"
love yourself & love others"
Always remember, never give up
Just keep moving forward n follow your dream towards success!!
-
ମାନୁଛି ତୁ ଟିକେ ଗର୍ବୀ ଟେ,😏
କାରଣ ସମସ୍ତେ ତତେ ସୁନ୍ଦରତାର ଉଦାହରଣ ଦିଅନ୍ତି😍
କିନ୍ତୁ ତୁ ବେଇମାନ୍😒
ତୁ ଖାଲି KAREENA KAPPOR🐒 କୁ choose କଲୁ😭
କଣ ସଂସାରରେ ଆଉ କେହି ଝିଅ ନାହାନ୍ତି ତା ପରି😏
"ୟେ ଚାନ୍ଦ ସା ରୋଷନ୍ ଚେହେରା"🐒👈
ଆଉ ସେ lux ...😆
କଣ ସତରେ lux ଲଗେଇଲେ ଜହ୍ନ 🌛ପରି blush😌 କରିବ🤔
ମୁଁ ବି ତାହେଲେ କହିବି ମୋ Gf କୁ😆
ସେ lux ଲଗେଇ ଜହ୍ନ ହେଇଗଲେ,🌛 ଆମ ଘରେ ଆଉ bulb 💡ଦରକାର ନାହିଁ କି 🔦ଇଲେକ୍ଟ୍ରିକ୍ ବିଲ୍ ବି ....!!
ହଉ ଜହ୍ନ 🌛ତୁ ଥା ସେ KAREENAପାଖରେ 😏
ମୋ gf ବା ଏବେ MX TAKA TAK 😆ରେ ଆହୁରି bright ଦେଖାଯାଉଛି 😌ପୁରା 🌞ସୂର୍ଯ୍ୟ ପରି....-
କାଇଁ କରୁଛ ପ୍ରେମ ନିବେଦନ😍
ହଉଛି ବଡ଼ ହଇରାଣ😔,
ବାଡ଼ିରେ ତମର ବାଇଡଙ୍କ🌱 ଆଉ ବିଛୁଆତି ବଣ🍃
ତଥାପି କୁଲୁ କୁଲୁ 😍ଏ ପ୍ରେମିକର ମନ😆,
ଯିବା ପାଇଁ ସତେ ଛନ ଛନ🤓
ଖାଲି କୁଣ୍ଡେଇ କୁଣ୍ଡେଇ ଗଲା ପ୍ରାଣ...😫😖!!-
देखी जो सूरत आपकी
ये दिल बेचारा मचल गया ,
रखना हिफाजत से अपनी अदा को
अदा पे आपकी यह दिल घायल हो गया...!!-
ए दिल मत कर इतनी मोहब्बत किसी से
इश्क में मिला दर्द तू सह नहीं पाएगा ,
टूट कर बिखर सी जायेगा अपनो की हाथो से
किसने तोड़ा ये भी किसिसे कह ना पायेगा...!!-
କଣ କାହା ସହ ଟିକେ ଥଟ୍ଟା ମଜା କରିବା ଠିକ୍ ନୁହଁ ..??😒
ମୋର ଏମିତି କହିବାର ମାନେ ...🙄
ଆଜି ରଜ ପର୍ବ,😆🤓
କଣ ହେଲା ନା ଗୋଟେ ପିମ୍ପୁଡ଼ି 🐜👈ଆସି ମୋତେ ଚିମୁଟି ଦେଲା
ଆଉ ମୁଁ ବି ଟିକେ ସମ୍ମାନ ଦୃଷ୍ଟିରୁ reply ଦବାକୁ ଯାଇ ସେଇଆ କଲି...🙆 (According to Newton's third law)😆but,
ଦେଖ, ସାମାନ୍ୟ ଚିମୁଟି ଦବାରୁ ପିମ୍ପୁଡ଼ି🐜👈 ଟା ମରିଗଲା ଲୋ..👻😣
ମୋର କହିବାର ଅଭିପ୍ରାୟ ଏହିକି ଯେ😖,
ଯଦି ଥଟ୍ଟା ମଜା କଲେ ସହିପାରିବିନି,😕
ତାହେଲେ ଆରମ୍ଭ କର କଣ ପାଇଁ..!!🤔
।। ଇତି ।।
ଜଣେ ପିମ୍ପୁଡ଼ି(👉🐜👈)ହତ୍ୟାକାରୀ...-
ରାତି ନୁହଁ ଏ ସ୍ଵପ୍ନ ବଦଳି ଥାଏ,
ଇଚ୍ଛା ଶକ୍ତି ଥିଲେ ସବୁ ହାର୍ ମାନିଥାଏ
ବିଶ୍ୱାସ ରଖ ଆତ୍ମବିଶ୍ବାସ ଉପରେ,
କାରଣ ଭାଗ୍ୟ ବଦଳୁ ବା ନ ବଦଳୁ
ସମୟ ନିଶ୍ଚୟ ବଦଳିଥାଏ....!!
-