ସମ୍ପର୍କ ର ତ ଅନେକ ନା ଅଛି
କିଛି ନା ନଥିବା ସମ୍ପର୍କ ଅଛି ଯାହା
ହୃଦୟ ରେ ଗୋଟେ କୋଣରେ ଲୁଚି ରହିଥାଏ......
ସେ ଯାହା ବି ହେଉ
ମତେ ଭଲ ଲାଗେ ମାଟି ଅଉ ଆକାଶ ର ସମ୍ପର୍କ
ଯେଉଁଠି ଆକାଶ ର ଇର୍ଷା ହେଲେ ଅନାୟାସ ରେ ବର୍ଷି ପଡେ
ଅଉ କେବେ ଯଦି ଇଚ୍ଛା ହୁଏ ମିଳନ ର
ମିଶି ଯାଆନ୍ତି ଦୂର ଦିଗବଳୟ ର ପଛ ପଟେ .......
ଅଉ ଭଲ ଲାଗେ ଦିନ ଅଉ ରାତି ର ସମ୍ପର୍କ
ଯେଉଁଠି ଦିନ ସରେ ସେଇଠୁ ହିଁ ଆରମ୍ଭ ହୁଏ ରାତି
ଦିନ ଅଉ ରାତି ର ମିଳନ ଟା ଗୋଟେ ମୁହୂର୍ତ୍ତ ର
ସେଥିରେ ବି ସେମାନେ ସାଉଁଟିନିଅନ୍ତି ଅନେକ ସ୍ମୃତି
ଆଉ ସେଇ ସାଉଁଟା ସ୍ମୃତି ର ନା ଯେ ସନ୍ଧ୍ୟା......
ଅଉ ଭଲ ଲାଗେ ମତେ
ମୋ ଗାଁ ରାସ୍ତା ଅଉ କାଦୁଅ ର ସମ୍ପର୍କ
ବୈଶାଖ ର ଧୂଁ ଧୂଁ ଖରା ରେ ବି କିଛି କାଦୁଅ ଛିଟା ଥାଏ
ଶୀତ ର କାକର ରେ ରାସ୍ତା ଟା ଗରମ ହେଇ ପଡେ.....
ଅଉ ଅଦିନିଆ ବର୍ଷା ରେ ଯେ ସେ ଖାଲି ତାର ଏମିତି ମାନିନିଏ......!
-
पापा
अपने तो सब कुछ सिखाया लेकिन
रंग बदलते चहरो को पढना नहीं सिखाया....
वो जो बात में समझी नही थी उसमे सयात
यह बात छुपा था......
हां पापा अपने ये भी तो सिखया था.....
-
ଜୀବନ ର ଅନେକ ଉପପାଦ୍ୟ କୁ ଲକ୍ଷ କରି
ପ୍ରୟାସ କରେ ସ୍ବପ୍ନ ର ଶୀର୍ଷ କୁ ଗୋଟେ
ସରଳ ରେଖା ଅଙ୍କିବାର.....
କିନ୍ତୁ
କେଉଁ ଅଜଣା ବିଶାତ୍ମକ ରାସାୟନିକଦ୍ରବ୍ୟ ପଡି
ଭୋଗଲିକ ମାନଚିତ୍ର ପାଲଟିଯାଏ........
ବିତିଯାଇଥିବା ମୁହୂର୍ତ୍ତ ଗୁଡିକୁ
ଅନେକ ଥର ବିଶ୍ଳେସଣ ପରେ ଏକ
ସିଦ୍ଧାନ୍ତ ମିଳେ ଯେ.....
ସ୍ବପ୍ନ ର ଶୀର୍ଷ କୁ ସରଳ ରେଖା ଟେ ଅଙ୍କିବାକୁ ହେଲେ
ନୟନ ର ସବୁ ଲୋତକ ସହିତ
ହୃଦୟରେ ବଞ୍ଚିଥିବା ଆଶା ଟିକକୁ ସଞ୍ଚରି
ସ୍ୱପ୍ନ ଉପରେ ବିଂଛି ଦେଲେ ଏକ
ସମ୍ଭାବନା ଦେଖାଦିଏ ବୋଲି......
-
ये ना रंग है होली का जो धूल जाएगा
ये रंग है कृष्ण मोह का
ये रंग है कृष्ण प्रेम का
जो कृष्ण से ही धुलेगा......-
सब यहां अपने अपने दुनिया में
लेखक या फिर शायर है.....
कोई मसहूर है तो कोई सफर में है
ओर कुछ मेरे तरह
कागज कलम की ठिकाने के तलास में लगे है.......
-
ସ୍ମୃତି ରେ ଯେତେ ଅଣ୍ଡାଳି ହେଲେ ମଧ୍ୟ
ଅତୀତ ମିଳେନା......
ରାତ୍ରି ରେ ଯେତେ ଅନିଦ୍ରା ହେଲେ ମଧ୍ୟ
ସ୍ୱପ୍ନ ସବୁ ବାସ୍ତବ ପାଲଟି ପାରେ ନା.....
-
ତମସା ର ଘୋର ଅନ୍ଧାର ରେ
ଶବ୍ଦ ଆଉ ନୀରବତା ର ଯୁଦ୍ଧ ରେ
ବିଚରା କାଗଜ ଟା ରକ୍ତମୟ ହୋଇ ପଡେ.....
ଅନ୍ଧାର ଯେତେ ଯେତେ ଗାଢ଼ ହେଉ ଥାଏ
ସେ ଯୁଦ୍ଧ ଟା ସେତେ ସେତେ ତୀବ୍ର ହେଉଥାଏ
ସାରିବାର ନା ନେଉନ ଥିବା ହଜାରେ କାରଣ ର ଯୁଦ୍ଧ ଟା
ହଠାତ ଶାନ୍ତ ହୋଇ ପଡେ
ସକାଳ ହେବାର ଆଭାସ ପାଇଗଲାପରେ......
କ୍ଷତାକ୍ତ ମନ କୁ ମଲମ ଲଗାଉ ଥିବା କଲମ ଟା
ପୁଣି ସେ ନିରବ ଆଖିର ଦରଦ ସବୁ ଶୁଣି
କଣ୍ଠରୁଦ୍ଧ ହୋଇଯାଏ କେଇ କ୍ଷଣ ପାଇଁ.....
-
इस साल भी बित गेया
कुछ हँसी लेकर ओर कूच आंसू देकर....
ऐसा कुछ हुआ जो सोच से बाहर था
ओर कुछ सोच से भी जियाद होगेया.....
कुछ रिश्ते हाथ से छूट गेय तो कुछ छूटकर भी वादा निभाये.....
कोई पराया अपना हो गेया तो अपने परए होगए.....
घाव मैं किसीने मरहम लगाया तो किसीने
दर्द दिया घाव बनके......
किसीने हाथ छोड़ा तो कोई थाम लिया....
कुछ सपने हकीकत बनगेये ओर कुछ बिखर गेया.....
अकेले में कभी सोर मची तो भीड़ में भी खुद को तनहा पाया.......
हर दिन की तरहा सबेरा होगा सूरज निकलेगा वही सब कुछ होगा
बस कुछ बदलेगा तो कैलेंडर का तारीख , महीना और साल......
टूटे, बिखरते, गिर के,पड के इंहातक आए है
तो चेलो एक नये उमीद के सात फिर से
ओर एक नये साल को स्वागत करते है......
Wish you a very happy new year🤗🤗
प्रतिभा दाश-
रब नै भी किया कमाल का खेल खेला
जो जोड़ी कभी नही बन सकती
ज़िन्दगी के सात उसे ही जोड़ दिया......
-
କାଲି ଯଦି ମୋ ସହିତ ଏମିତି ହେବ.......
ଆଉ ନ ହେବ ବୋଲି କଣ ମାନେ ଅଛି....... !!
ଅନୁଶୀର୍ଷକ ରେ.......
-