Prangya Parimita Biswal   (Prangya)
176 Followers · 28 Following

read more
Joined 28 May 2019


read more
Joined 28 May 2019
31 JAN 2020 AT 15:05

Whenever you feel depressed, alone or face a problem & unable to decide wt to do? Then you just need someone. It may be in the form of some magical words, sympathy or a shoulder to support your head, it may be a hand to remove tears on your cheek. Bt all above treatments are for short period. Isn't it !
Then you want to stay alone and try to close your eyes. Bt what happens when your eyes open!!...... nothing changes, everything lies in their position, you still remain alone in depression along with your problem. And yes, after that you realize every solution takes some time, that to be a long period. Bcz TIME is a big concept that automatically solves many problems. At the end everything will be alright. you have to wait with this hope. You have no choice also. So Just do your work & hope for the best... this is the only truth & others are illusion. You hv to accept this.

-


25 JAN 2020 AT 12:52

ଜୀବନଟା ସରୁ ବାଲି ପରି ହାତରୁ ଖସି ଯାଉଛି.
ନା ତାକୁ ମୁଠାରେ ଧରିରଖି ପାରୁଛି,
ନା ସେ ମାଟିରେ ବିଛେଇ ହେଲାପରେ,
ତାକୁ ପୁଣି ଥରେ ସାଉଁଟି ପାରୁଛି.

-


31 DEC 2019 AT 23:47

ଭୁଲ କୁହନ୍ତି ଲୋକେ ଯେ,
"ମଣିଷ ବଦଳି ଯାଏ"
ହେଲେ ସତ ତ ଏଇଆ ଯେ, ବଦଳି ଥାଏ ସେ ସମୟ ଆଉ ବଦଳିଯାଏ ଆମ ଦୃଷ୍ଟିକୋଣ...
ଏଇ ନୂଆ ବର୍ଷରେ ନିଜର ଖରାପ ସମୟକୁ ଏବଂ ନିଜର ଭୁଲ ଚିନ୍ତାଧାରାକୁ ବଦଳେଇବାକୁ ଚେଷ୍ଟା କରନ୍ତୁ,
ନିଜକୁ ନୁହେଁ.

-


27 DEC 2019 AT 17:29

ବିଶ୍ୱାସ ଆଉ ଭଲ ପାଇବା ଭିତରେ କଣ ପାର୍ଥକ୍ୟ ଅଛି????
ଅଛି ତ ! ବହୁତ ପାର୍ଥକ୍ୟ ଅଛି.....
ଭଲ ପାଇବା ତ ମନ ର ଗୋଟେ ଦୁର୍ବଳତା,
ଯିଏ ସବୁ କିଛି ସହିବାକୁ ଏକ ପ୍ରକାର ବାଧ୍ୟ କରିଦିଏ
ହେଲେ ବିଶ୍ୱାସ ତ ମନ ର ଏକ ଦୃଢ଼ତା,
ଯିଏ ଶକ୍ତ ପ୍ରାଚୀର ହୋଇ ତୁମକୁ ରକ୍ଷା କରେ.

ଭଲ ପାଇବା ତ ଗୋଟେ ସରଳ ହୃଦୟ,
ଯିଏ ହାରି ବି ଜିତିଯାଏ.
ବିଶ୍ୱାସ ତ ଗୋଟେ ଜିଦ,
ଯିଏ ନା କେବେ ତୁମକୁ ହରାଏ ନା ନିଜେ କେବେ ହାରେ.

ଭଲ ପାଇବା ତ ଓଦା ମାଟି ର ସେ ମୂର୍ତ୍ତି ପରି,
ଯାହା ଭାଙ୍ଗି ପୁଣି ଗଢି ହୁଏ.
ବିଶ୍ୱାସ ତ କାଚର ସେ ଆଇନା ପରି,
ଥରେ ଭାଙ୍ଗିଗଲେ ନା ଆଉ କେବେ ଯୋଡି ହେଇ ପାରେ.

ଠିକ କୁହନ୍ତି ଲୋକମାନେ,
ଭଲପାଇବା ଠାରୁ ବିଶ୍ୱାସ ବେଶୀ ଦୂର ନୁହେଁ,
ହେଲେ ଭଲପାଇବାରେ ବିଶ୍ୱାସ ନ ଥିଲେ,
ସେ ସମ୍ପର୍କ ବି ବେଶୀ ସମୟ ନୁହେଁ.

-


25 OCT 2019 AT 13:01

ଅହରାତ୍ର ସାଉଁଟି ଥିବା ସେଇ କାକର ବିନ୍ଦୁ ଯେତେବେଳେ ସୂର୍ଯ୍ୟର ସୁନେଲି କିରଣରେ ଚିକ ମିକ କରେ, ସେତେବେଳେ ପଦ୍ମ ପତ୍ରର ଶୋଭା ଆହୁରି ବଢ଼ି ଯାଏ. ହେଲେ ସେ ଦୁଷ୍ଟ ପବନର ହାଲକା ଆଘାତ ରେ ସେ ହଜି ଯାଏ ସେ ଅଗଭୀର ଜଳ ରାଶିରେ.
ହରାଇ ବସେ ତାର ଅସ୍ଥିତ୍ୱ.
କେହି କଣ ଫେରାଇ ଦେଇ ପାରିବ ?
ତାର ସେ ମୋତି କୁ !!!
କେହି କଣ ପୁଣି ଥରେ ସାଉଁଟି ଦେଇ ପାରିବ ?
ସେ କାକର ବିନ୍ଦୁ କୁ !!!
କେହି କଣ ଯୋଡ଼ି ଦେଇ ପାରିବ ?
ତା ପାହାନ୍ତା ସ୍ୱପ୍ନ କୁ !!!
ଆଉ ବୁଝି ପାରିବ ତାର ସେ ତ୍ୟାଗ କୁ !!!
ଅକୁହା କଥା ଆଉ ମନ ର ବ୍ୟଥା କୁ !!!

-


13 SEP 2019 AT 22:51

Your success poem is known to all
bt I live in ur bad stores.
We have better understanding of our differences...
When i hold ur hand i cn able to cross the lagoon.
U r in my hrt bt still i feel ur absence.
I don't know how much i'm close to u
bt u r not  separate from me.
u may get all happiness & love.
And Of course u deserve it.
If i have made any mistake,
pls excuse me
and be my best friend forever.

-


17 AUG 2019 AT 21:47

Just to live each and every moment with a hope.

-


4 AUG 2019 AT 0:20

Aaj unka din hai, jinhone hamara pichha na chodne ki kasam khai hai.
Na sukun se jine dete hai,
na marne dete hai,
Na hi akele rahene dete hai. 🙆

Happy frndship day to all my swt friends ❤

-


28 JUL 2019 AT 0:23

Why you blame others !!!
You are the only culprit of your every mistake.

Why you thanks other !!!
You are the solution of your every problem.

Why you trust others !!!
You are the most trustable person of your life.

-


23 JUL 2019 AT 23:02

Your words are simple
but hard to understand.
Your thoughts are deep
but easily touch my heart.
Your feelings are special,
that create magic.

-


Fetching Prangya Parimita Biswal Quotes