Pramitap Satapathy   (Pts)
204 Followers · 103 Following

अहं प्रेमर्षि ❤️❤️❤️
Joined 4 January 2017


अहं प्रेमर्षि ❤️❤️❤️
Joined 4 January 2017
6 OCT 2022 AT 16:44

Business and Excuses never stay together.

Either you do business or you give Excuses. Choice is always yours.

-


13 APR 2018 AT 9:14

I AM The Stranger

Who Loves The DANGER

-


13 MAY 2017 AT 8:06

Be Cautious
regarding ISOLATION
as it is
very Dangerous !!!

-


22 APR 2021 AT 21:04

Be my weapon but don't be the backstabber.

-


22 APR 2021 AT 6:41

ଜଣେ ପୁରୁଷ ଆଖିରେ ନିଜ ସ୍ତ୍ରୀ ବେଶୀ ସୁନ୍ଦରୀ

ଜଣେ କାପୁରୁଷ ଆଖିରେ ଅନ୍ୟର ସ୍ତ୍ରୀ ବେଶୀ ସୁନ୍ଦରୀ

ଯେ ମହାପୁରୁଷ ତାଙ୍କ ପାଇଁ ସଭିଏଁ ସୁନ୍ଦରୀ

© Baba Sarleile 😎

-


18 MAR 2021 AT 17:51

The Destiny is not
apart from you,
rather it's You.
So live your path
with liveliness.

-


15 NOV 2019 AT 7:31



କାହିଁକିନା
କବିତା କହେ ଜୀବନ ଗାଥା
କବିତା ବୁଝେ ମନର ବ୍ୟଥା ।
କବିତା ସାଜିପାରେ ଆଇନା
କବିତା ଖୋଜିପାରେ ମନର ମଇନା ।
କବିତା କରିପାରେ ଦିନକୁ ରାତି
କବିତା ହେଇପାରେ ଜୀବନର ସାଥୀ ।

-


1 SEP 2019 AT 23:59

There is always a follower resides inside a Leader who follows his or her own Values and live them.

#The_Leader

-


21 AUG 2019 AT 6:57

ମା (ଜନନୀ) ହେଲା ପ୍ରତୀକ ମାମୁ ଘରର 👍

ସ୍ତ୍ରୀ(ଜାୟା) ହେଲା ସମ୍ପତ୍ତି ଶଶୁର ଘରର 👌

ଆଉ ରହିଗଲେ ଭଉଣୀ ( ଭଗିନୀ ) ... ତାଙ୍କ କଥା ନକହିବା ଭଲ

ସେ ହେଲା ସାକ୍ଷାତ ଘରଢ଼ିଙ୍କି କୁମ୍ଭୀର !!! 😨

ହେ ନାରୀ ତୋ ଚାରି ଖୁରାକୁ ଦୂରୁ ଜୁହାର । 🙏🙏🙏

ଦେହକୁ ନେବେନି । ଲେଖୁ ଲେଖୁ ଲେଖିଦେଲି।

#Anonymous

-


18 AUG 2019 AT 23:55

ଓଃ !!! ଟୋକି ପଟେଇବା ତ ଯାହା ସେ relationship କୁ maintain କରି ରଖିବା ବଡ଼ ଝାମେଲା କାମ ହେ 😒😒😒😔

ଯଦି ବେଶି ମିଶିଲ then ଟୋକି ଭାବୁଛି ଏଟା ନାଳୁଆ ଟେ 🙄

ଟିକେ ହାଲକା distance ଯଦି maintain କରିଚାଲିଲ then କିଛି ଦିନ ପରେ complain ଆସୁଛି ଯେ " ତମର ଆଉ ମୋ ପ୍ରତି ଆଗ ଭଲ ପାଇବା ନାହିଁ। ଆଉ ଜମାରୁ attention ବି ଦଉନ ଆଗଭଳି"।

ଶଳା କୋଉ ବାଇ ରେ ମଣିଷ ମରିବ ❓❓

ଏ ପ୍ରେମ ପାଠର ପଠନ
ଭାରି କଠିନ ମ .....

-


Fetching Pramitap Satapathy Quotes