Pragyannibedita Mohanta   (Pragyannibedita)
0 Followers · 5 Following

Joined 24 April 2024


Joined 24 April 2024

ସମ୍ପର୍କ ଆରମ୍ଭ ହୁଏ ସ୍ନେହ ରୁ, ବଞ୍ଚି ରୁହେ ବ୍ୟବହାର ରୁ , ଅନୁଭବ ହୁଏ ଯନ୍ତ୍ରଣା ରୁ , ଅନୁଭୂତି ରୁହେ ହୃଦୟ ରୁ,ଫିକା ପଡ଼ିଯାଏ ଅବହେଳା ରୁ, ଆଉ ଭାଂଗି ଯାଏ ଛୋଟିଆ ଭୁଲ ବୁଝାମଣାରୁ ।

-



" କିଛି ଲୋକ ଅନେକ ସମ‌ୟ ରେ
ନିଜେ ଠିକ୍ ଥିବା ସତ୍ତ୍ବେ ବି ତର୍କ ରେ ଜିତି ପାରନ୍ତି ନାହିଁ
କାହିଁକି ନା ତାଂକ ଓଠ ରେ ଯୁକ୍ତି ଆସିବା ଆଗରୁ ଆଖିରେ ଲୁହ ଆସିଯାଏ "।

Its me .

-



ତୁମେ ରାତି ଅନିଦ୍ରା ହେଇକି ପାଠ ପଢୁଛ
ତୁମେ ସକାଳେ ଭୋର ରୁ ଉଠିକି ପାଠ ପଢୁଛ
ବହୁତ ମେହନତ କରୁଛ
କିନ୍ତୁ
କିନ୍ତୁ କେହି ତୁମର ସେହି ପରିସ୍ଥିତି ଓ ମେହନତ କୁ ଦେଖିବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି ଏ‌ଠି
ସମସ୍ତେ ଦେଖିବାକୁ ଚାହୁଁଛନ୍ତି ତୁମର result କୁ
ସମସ୍ତେ ପ୍ରସ୍ତୁତ ତୁମ result ଦେଖିବାକୁ
ତେଣୁ ତୁମେ ଯେତିକି ପରିଶ୍ରମ କରୁଥିଲ ତା ଠାରୁ ଆହୁରି ଅଧିକା ପରିଶ୍ରମ କରିବା ଆରମ୍ଭ କର, ଆଉ ଯେଉଁମାନେ ତୁମ result କୁ ଚାହିଁ ବସିଛନ୍ତି , ସେମାନେ ଭଲ ରେ ଅପେକ୍ଷା କରନ୍ତୁ କିମ୍ବା ମନ୍ଦ ରେ ଅପେକ୍ଷା କରନ୍ତୁ, ଭଲ result କରି ତାଙ୍କୁ ସଥିକ ଜବାବ ଦିଅ ।





-



ତୁମେ ରାତି ଅନିଦ୍ରା ହେଇକି ପାଠ ପଢୁଛ
ତୁମେ ସକାଳେ ଭୋର ରୁ ଉଠିକି ପାଠ ପଢୁଛ
ବହୁତ ମେହନତ କରୁଛ
କିନ୍ତୁ
କିନ୍ତୁ କେହି ତୁମର ସେହି ପରିସ୍ଥିତି ଓ ମେହନତ କୁ ଦେଖିବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି ଏ‌ଠି
ସମସ୍ତେ ଦେଖିବାକୁ ଚାହୁଁଛନ୍ତି ତୁମର result କୁ
ସମସ୍ତେ ପ୍ରସ୍ତୁତ ତୁମ result ଦେଖିବାକୁ
ତେଣୁ ତୁମେ ଯେତିକି ପରିଶ୍ରମ କରୁଥିଲ ତା ଠାରୁ ଆହୁରି ଅଧିକା ପରିଶ୍ରମ କରିବା ଆରମ୍ଭ କର, ଆଉ ଯେଉଁମାନେ ତୁମ result କୁ ଚାହିଁ ବସିଛନ୍ତି , ସେମାନେ ଭଲ ରେ ଅପେକ୍ଷା କରନ୍ତୁ କିମ୍ବା ମନ୍ଦ ରେ ଅପେକ୍ଷା କରନ୍ତୁ, ଭଲ result କରି ତାଙ୍କୁ ସଥିକ ଜବାବ ଦିଅ।





-



ମାଟି ଥିଲେ ଘାସ କ‌ଅଁଳେ, ଶରୀର ଥିଲେ ରୋଗ ହୁଏ , ପରିବାର ଥିଲେ ମତାନ୍ତର ହୁଏ , ହେଲେ କାହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦ ରେ ମିଳିମିଶି ଚଳିଲେ , ତାକୁ ସଂସାର କୁହାଯାଏ ।

-



ଆଘାତ ଏକ ଏପରି ଜିନିଷ ଯାହା ମଣିଷ କୁ ସଠିକ ଜ୍ଞାନ ଦେଇଥାଏ,କାରଣ ଯେ ପର୍ଯ୍ୟନ୍ତ ମଣିଷ କାହାଠାରୁ ଆଘାତ ପାଇନଥାଏ, ସେ ପର୍ଯ୍ୟନ୍ତ ସିଏ ସଠିକ ରାସ୍ତା କୁ ଆସି ପାରିନଥାଏ ।

-



||କର୍ମ||

ଭଗବାନ କହିଛନ୍ତି, ତୁମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖ ର ଆଶା ରଖ ନାହିଁ, ଆଉ ଯଦି କାହାକୁ କ୍ଷଣିକ ପାଇଁ ଖୁସି ଦେଇଛ ତେବେ ତୁମେ ତୁମର ଦୁଃଖ ର ଚିନ୍ତା କରନାହିଁ ।

-



ଭଲ ଲାଗେ ଭାବିବାକୁ ତୁମ କଥା (୨)
ତମେ ପାଖ ରେ ଥିଲେ ହୁଏ ତ ସେ ଭଲ ଆହୁରି ଭଲ ହେଇଥାନ୍ତା ,
ଜାଣିନି ତମେ ବଦଳି ଯାଇଛ ନା ମୁଁ ନାଁ ଏ ସମୟ
କିନ୍ତୁ କେହି ତ ବଦଳିଛି ,
କାରଣ ଆଗରୁ ତମେ ଏମିତି ଥିଲ
ନା ମୁଁ ନା ମୋ ଜୀବନ ଏମିତି ଥିଲା
ନା ମୋ ଜୀବନ ଏମିତି ଥିଲା।(୨)

-


27 APR AT 16:54

ତୋ କୋଳ ଛାଡିବା ପରେ ହିଁ ଦେଖିଛି
ସତ ମିଛ ର ଏ ଦୁନିଆକୁ
ତୋ ହାତ ଛାଡିବା ପରେ ହିଁ ଜାଣିଛି
ହସ ଲୁହ ର ସଂସାରକୁ
ତୋ ଡାକ ଶୁଣିବା ପରେ ହିଁ ବୁଝିଛି
ତୋ ଠାରୁ ମଧୁର ନାହିଁ କିଛି
ତୋ ଛୁଆଁ ପାଇବା ପରେ ହିଁ ଭାବିଛି
ସେଇ ଅନୁଭବ ସବୁକିଛି
ତୋ କାନି ଧରିବା ପରେ ହିଁ ଜାଣିଛି
କେତେ ମହତ୍ତ୍ଵ ସେ ପଣତର
ତୋ ପାଦ ଛୁଇଁବା ପରେ ହିଁ ଲାଗିଛି
ଚଳନ୍ତି ପ୍ରତିମା ତୁ ମୋର
ତୋ ବିନା ଜିଇବା ମରିବା ସମାନ
ମାନେ ନାହିଁ କିଛି ଜୀବନ ର
ତୋ କଥା ଲେଖିବା ପରେ ହିଁ ଭାବୁଛି
ଶବ୍ଦ ସରିଗଲା ଏ ଦୁନିଆ ର

-


25 APR AT 20:22

ଖୋଜିଲେ ମୋ ଭଳି ତୁମକୁ କୋଟିଏ ମିଳିଯିବେ,
ହେଲେ ମୋ ପାଇଁ ତୁମେ କୋଟିଏ ରେ ଗୋଟିଏ।।

-


Fetching Pragyannibedita Mohanta Quotes