Your thought escalates when the fire touches cigarette filter.
-
ଦୁର୍ଗା ମା'
ଶକ୍ତି ର ପ୍ରତୀକ ତୁମେ
ଆସିଛ ତମେ ମା' ମହିଷା ମର୍ଦ୍ଧିନୀ ||
ଧର୍ଯ୍ୟ ଦେବାକୁ,
ସହନିଷ୍ଣୁତା ଦେବାକୁ,
ବସୁଧା ର ପାପଭାର
ଏବଂ ମନୁଷ୍ୟର ମଳିନତା ହରିବାକୁ;
କାଶତଣ୍ଡୀ ର ବଗିଚା ସୁଗନ୍ଧରେ,
ବଳିଦାନର ତାତ୍ପର୍ୟତା ମଧ୍ୟରେ,
ଆସିଛ ତମେ ମା' ଦୁଃଖ, ଶୋକ ନାଶିନୀ ||
ଚରଣସ୍ପର୍ଶ ଆମ ପ୍ରଣାମ,
ଦୁଃଖଦୁର୍ଦଶା ର କରିଦିଅନ୍ତୁ ବିରାମ ||-
ଭୁଲ କାହାର?
ଛୋଟ ଥିଲା ମୋ କପଡା,
କିମ୍ବା
ଛୋଟ ଥିଲା ତା ଚିନ୍ତାଧାରା,
ମାରିପାରିନଥିଲି ମୁଁ ଚାପୁଡ଼ା,
ଆଉ
ମୁଣ୍ଡ ନୁଆଁଇ ଚାଲିଥିଲି ଜୀବନସାରା ||
ଦେଖାଯାଉଥିଲା କି କିଛିଟା ଅଂଶ ମୋ ବକ୍ଷର,
କିମ୍ବା
କିଛିଟା ଭୁଲ ରହିଯାଇଥିଲା ତା' ଶିକ୍ଷାର ||
ମୁଁ ଭୁଲ ବୁଝିଥିଲି କି ମୋ ସ୍ୱାଧୀନତା କୁ,
କିମ୍ବା
ସେ ଦୂରୁଁପୁୟୋଗ କରିଛି ପୁରୁଷତ୍ଵ କୁ ||
ମୁଁ ଭୁଲ ଦୃଷ୍ଟିରେ ଦେଖିଛି ସମାଜକୁ,
କିମ୍ବା
ଏଇ ସମାଜ ଭୁଲ ଦୃଷ୍ଟିରେ ଦେଖିଛି ନାରୀକୁ ||-
ଅଚିହାଁ ସାଗରେ ଆପଣା ଶାମୁକା
ସମ୍ପର୍କ ଲହରୀରେ ଆଜି ଲାଗିଛି ଭଟ୍ଟା,
ମରୀଚିକା ପ୍ରୀତି ପାଇଁ କରେ ସେ ପ୍ରତୀକ୍ଷା
ଆଶ୍ରୟ ପାଇଁ ଖୋଜିବୁଲେ ପରଜୀବି ଲଟା ||-
ଅସମ୍ପୂର୍ଣ ସ୍ବପ୍ନ
ସୀମିତତାର କାରାବନ୍ଦୀ ହୋଇ ରହିନପାରେ ବହୁଦିନ,
ସ୍ନେହ ପ୍ରଣୟର ସୌଦାମିନୀ ଫାସରେ ମୋ ଜୀବନ ||
ଇଚ୍ଛା ହୁଏ ଭାଙ୍ଗିଦେବାକୁ ସେଇ ଅଧୃଷ୍ୟ ଶିଙ୍କୁଳି,
ଘନ ଅନ୍ଧକାରର ବୁକୁରେ କରୁଥାଏ ଅସହ୍ୟ ବିକଳି ||
କେବେ ମୁଁ ନିରାଶ, କେବେ ମୁଁ ହତାଶ,
ଅଧାଭଙ୍ଗା ସ୍ୱପ୍ନରେ ବି ମୁଁ ପାଇଛି ପ୍ରକାଶ ||
ଜୀବନ ଯୁଦ୍ଧରେ କରୁଥିବା ତ୍ୟାଗରେ ଲାଗିନି ବିରାମ,
ସ୍ବପ୍ନଘର ଛାୟାରେ ମିଳେନା ଆଞ୍ଜୁଳାଏ ବ୍ୟତିକ୍ରମ ||
-
Intimacy is all about
Being comfortable to show your vulnerability
-
Evolved one-
The day Heart sleeps like a child hibernating scars and cracks...
-
NabaJagaran
Roya toh hu me bahut baar,
Par aaj hasna chatha hu...
Akele sambhala hu khud ko bahut baar,
Par aaj kisika haat thamna chatha hu...
Hara toh hu bahut baar,
Par aaj fir se khada hona chahta hu...
Bhuka toh soya hu bahut baar,
Par aaj maa ke hath se khana chatha hu...
Dhup me pashina toh bahaya bahut baar,
Par aaj sham ke kirno me gana chatha hu..
Bas is pal se...
jeena chatha hu
Bolna chahta hu
Udna chatha hu
Sapna dekhna chahta hu
Muskil ghdi me bhi zindegi, sudharna chatha hu...-
Jitne wala mahan nehi hota hey:
Kahan harna hey jisko pata hey, woh mahan hey...
-
Dil ka sauda karne woh ayi thi,
Hum wafa samjh kar gale laga liye.
Dil ki zuban woh samajh na payi thi,
Hume bewafa kehkar chale gaye.-