Pradeep Kumar Bhakta   (Pradeep Kumar Bhakta)
8 Followers · 3 Following

Joined 10 May 2019


Joined 10 May 2019
18 JUL 2024 AT 8:27

पता था की ये सब मोह माया है,
फिर भी दिल में उम्मीद ले बेठेथे की,
ये मेरा ही होगा।
आज अंत.. में
दिल में यादें और
Phone में सिर्फ Number रह गया।

-


17 JUL 2024 AT 16:19

अंत में...
दिल में यादें और
Phone में सिर्फ Number रह गया ।

-


16 JUL 2024 AT 8:51

जीवन का लक्ष्य सिर्फ बड़ा आदमी
बनने का नहीं।
अच्छा आदमी बनने का भी होना चाहिए ।

-


21 APR 2024 AT 9:34

ନଦୀ ଯେମିତି ନିଜ ଜଳ ନିଜେ ପିଇପାରେ ନାହିଁ। ଗଛ ଯେମିତି ନିଜ ଫଳ ଖାଇପାରେ ନାହିଁ। ଠିକ୍ ସେହିପରି ଅନ୍ୟମାନଙ୍କ ପାଇଁ ବଞ୍ଚିବା ପ୍ରକୃତିର ଏକ ନିୟମ। ଆମେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଜନ୍ମ ହେଇଛୁ।
ଯେତେ ଦୁଃଖ କଷ୍ଟ ହେଉନା କାହିଁକି, ପରସ୍ପରକୁ ସାହାଯ୍ୟ କରି ଜୀବନ ବିତେଇବା।

-


28 MAR 2024 AT 12:36

Never get too much attachment to anyone. Because, oneday or other day they will definitely break your heart and leave you. And then you will cry for her/him to lose for lifetime.

-


1 JAN 2024 AT 9:18

ନୂଆ ବରଷ୍'ର ନୂଆ ସୁରୁଜ୍
ଭରିଦଉ ସବ୍'କର୍ ଜୀବନେ, ରଙ୍ଗର୍ ମୁରୁଜ୍
ସଭିକର୍ ଜୀବନ୍ ସୁଖ,ଶାନ୍ତି,ସମୃଦ୍ଧି ଥି ଯାଉ ଭରି।
ପଣତକାନି ଢାକି ରଖିଥା ମା ମାଣିକେଶ୍ବରୀ,
ତୋର ପାଦ ତଳେ ମୋର୍ ଗୁହାରି 🙏

-


31 DEC 2023 AT 16:24

Love is Beautiful..
But.. Money is Powerful 💰💸💸

-


2 DEC 2023 AT 7:35

ଭାଗ୍ୟ କେ ନିନ୍ଦି କରି ବସ୍'ଲେ,
ସମସ୍ୟାର ସମାଧାନ୍ ନେଇ ହୁଏ।
କରମ୍ କରି ଚାଲ, ତମର୍ କରମ୍ ହିଁ ତମର୍ ଭାଗ୍ୟ ଏ।
ଶୁଭ୍ ସକାଳ୍ 🙏

-


11 JUN 2023 AT 11:56

ଲୋକ୍ ର କଥା କେ କିଏ ଭଲ୍ କହେବା ତୋ ଆର୍ କିଏ ଖରାପ୍ କହେବା।
ଜିବନ୍ ରେ ଯଦି ଆଗ୍ କେ ବଢ଼ବାର୍ ଅଛେ ବେଳେ, ଲୋକ୍ ର କଥା କେ ଇ କାନେ ଶୁନିକରି ସେ କାନେ ଛାଡ଼ିଦେବ।

-


3 JUN 2023 AT 7:43

୧- ଯିଏ ତମର୍ ସାଙ୍ଗେ ଜେନ୍ତା ବ୍ୟବହାର କରୁଛେ, ତମେ ବି ତାହାର ସେନ୍ତା ବ୍ୟବହାର କର।
୨- ମା ବୁଆର୍ ହାତ ଧରିଥିଲେ, ଜୀବନେ କେବେ କାହାର ପାଦ୍ ଧର୍'ବା କେ ନେଇ ପଡ଼େ।
୩- ଯେତେବେଳେ ୫ ଲୋକ୍ ତମ୍'କେ ବିରୋଧ କର୍'ବେ, ଯାନିପକାବ ତମେ ତାକର୍ ନୁ ଖୁବ୍ ଆଗରେ ଅଛ।
୪- ଜିବନ୍ ରେ କେବେ କାହାକେ ସଚ୍ଚ୍ଚା ପ୍ୟାର୍ ନେଇ କର୍'ବ, କାଯେ କି ସଚ୍ଚ୍ଚା ପ୍ୟାର୍ କେଭେ ନେଇ ମିଳେ।
୫- ଯିଏ ତମର୍ ସାଙ୍ଗେ କଥା ନେଇ ହୁଏ କହୁଛେ ବେଳେ ତାହାକେ ବାଧ୍ୟ ନେଇ କର କଥା ହେବାଲାଗି। ତାହାକେ ଛାଡ଼ି ଦିଅ। ହଁ ପାରୁଛ ବେଳେ କାନମୁଡ଼ି ଦେଖା ଦୁଇ ଚଟ୍'କନ୍ ମାରିକରି ଛାଡ଼ିଦିଅ।

-


Fetching Pradeep Kumar Bhakta Quotes