ପୁରୁଣା ଡାଏରୀ ର କିଛି ପୃଷ୍ଠା ଓଲଟେଇ ଦେଖିବାକୁ ଇଚ୍ଛା ହେଲା, ସେସବୁ ବି ଯେମିତି ଅପେକ୍ଷା ରେ ଥିଲେ କେବେ ନା କେବେ ପୁନରାବଲୋକନ ର ଆଶା ନେଇ, ସିକ୍ତ ଶିଶିର ର ବିନ୍ଦୁ ସ୍ପର୍ଶ ରେ ଶୁଷ୍କ ଗୋଲାପ ର ପାଖୁଡ଼ା ଯେମିତି ସଜ ହୋଇ ଫୁଟି ଉଠିଲା ପରି ଲାଗୁଥିଲା... ହେଲେ ଲେଖା ଥିବା ଶବ୍ଦ ଗୁଡ଼ା ସକାଳ ର ପହିଲି କିରଣ ସହ ପ୍ରଜାପତି ସାଜି ଉଡ଼ି ଉଡ଼ି ମିଶିଗଲେ ନୀଳ ଆକାଶ ର ନିଳୀମା ଭିତରେ...🖤✍️
-
क्या ख्वाहिश रहेगा इस
मतलब कि अंधेरों से
यहां अंधेरे मे हर
कोई साथ रहता है
और रोशनी मे
हाथ छोड़ जाता है ...🌝-
Let's pause it for sometime, when everything goes wrong.....
HELLO... BEAUTIFUL EYES....
Pause it... refresh it..
Then restart again...🥹🫶
-
କିଏ ଆଙ୍କି ଦେଲା ଏ ସବୁଜ ସକାଳ....
ସୁରୁଯ ବିଞ୍ଚି ଦେଇଗଲା ଲାଲ୍ ମୁରୁଜ ର ଛିଟା,
ମୁକ୍ତ ବିହଙ୍ଗମ ଛୁଇଁ ଗଲେ ନୀଳ ଆକାଶ ର ନିଳୀମା କୁ, ଚଳ ଚଞ୍ଚଳ ହେଲା ସେଇ ନିତିଦିନିଆ ପକ୍କା ସଡ଼କ, କିଛି ନୂଆ ଆଶା ନୂଆ ଆକାଂକ୍ଷା ର ଅଭିଳାଷ ରଖି ପୁଣି ଚାଲିଲି ମୁଁ ସେଇ ଚିହ୍ନା ରାସ୍ତା ରେ, ନୂଆ ଏକ ଜୀବନ ର ଅନ୍ୱେଷଣ ରେ... ଅତୀତ ର ଅନ୍ଧକାର ରୁ ପ୍ରସ୍ଫୁଟିତ ହୋଇ ପାଇଲି ନିଜକୁ ବର୍ତ୍ତମାନ ର ଆଲୋକମାଳା ରେ, ସଜ ସକାଳ ର କାକର ବିନ୍ଦୁ ରେ, ଲାଲ୍ ସୁରୁଯ ର ପ୍ରତି ଟି କିରଣ ରେ......✨🕊️-
ସବୁକିଛି ବଦଳେଇବା ପାଇଁ ବି ନିଜକୁ ବଦଳେଇବାକୁ ପଡ଼େ, ଖୁବ୍ ପାଖରୁ ନିଜର ଅସ୍ତିତ୍ଵ କୁ ଅନୁଭବ କରିବାକୁ ପଡ଼େ, କେବେ ଅଜଣା ବାଟରେ ଅଚିହ୍ନା ମୁହଁ ଖୁବ୍ ନିଜର ଲାଗେ ତ, କେବେ ଚିହ୍ନା ଭିଡ଼ ରେ ଏକେଲାପଣ ଟା ଶ୍ୱାସରୁଦ୍ଧ କରେ ଚଳଚଞ୍ଚଳ ଜୀବନ ର ବେଳାଭୂମି କୁ.....
-
चाहत को लबों पे फरमाना नही आता
बेशक हमे प्यार जताना नही आता
मोहब्बत बेशुमार है
दिल में आप केलिए
बस आपके सामने
दिल का हाल
बताना नही आता-
ନୀରବତା ର ଅନ୍ଧକାର ରେ
ମୋତେ ହଜିବାକୁ ଦିଅ
ଏ ଆଲୋକମାଳା ର ଭିଡ଼
ଚକ୍ଷୁ ଭେଦି ଦୃଷ୍ଟି ଅନ୍ତରାଳ ରେ
ଟାଣି ନେଉଛି ବାସ୍ତବତା ର
ଚିରାଚରିତ ଦାରୁଣତା କୁ
ଚାହୁଁ ଚାହୁଁ ଭାଙ୍ଗି ଚୂର୍ ମାର୍
କରେ କଳ୍ପନା ର ବାଲିଘର କୁ..🕊️
-
Suno ho
sake toh
milne chale
Aana ek
akhri bar...😊
Kya hai ki...
Humari saanse
zyada din tak
nahi chalne wale...🕊️
-
जब दूर थे आप से नजदीकियां खूब थी
पर अब आप से नजदीक क्या आए
यह कंबखत दूरियां बढ़ने लगे
हम आप केलिए छोड़ आए अपने मोहल्ले को
ओर आप हमसे ही नजरें चूराने लगे
अब और नहीं होगा हमसे
आप की चुपकी मुबारक आप को
पांव पसारे हम आपने गली में चलने लगे
आप के पास तो है बहोत से लोग
अब हम आपने अपनों के पास चलने लगे ..
-
तुझे तकती रहती हूं,
दूर से ही सही तुझे मेहसूस करती हूं
ख्वाबों में तुझ्से बातें करती हूं
यारा ये बताना इतना आसान नही
की में तुझ संग हर रोज
सपनों मे मुलाकात करती हूं
एकबार मुझमें झांक तो सही
में तेनु सपनों मे मिलने केलिए
अपनी हर एक दिन को रातें करती हूं 😌
-