PiNks The TruthTeller   (PiNksTheTruthTeller)
18 Followers · 6 Following

ज्ञान बाँटने से ही बढ़ता है 🙏
Joined 25 June 2020


ज्ञान बाँटने से ही बढ़ता है 🙏
Joined 25 June 2020

ମୋର ଶ୍ରାବଣର ଉପବାସ

କାର୍ତ୍ତିକର ବ୍ରତ

ଆଉ ତମାମ ପ୍ରାର୍ଥନା

ସବୁ ଫିକା ପଡ଼ି ଗଲା

ତା'ର ମୋର ନ ହେବାର ଜିଦ୍ଦି ପାଖରେ...

-


12 JUL AT 11:10

ମେହେନ୍ଦୀ ତ ପାଚି ସାରିଲାଣି
ବାସ୍ ଆମ ପ୍ରେମର ଗାଢ଼ହେବା ବାକି...

-


11 JUL AT 23:04

ଶୁଣ ଏଥର ଶ୍ରାବଣ ରେ ଶୀଘ୍ର ଆସିବ


ମୋ ପାଇଁ ଗାଢ଼ ସବୁଜ ରଙ୍ଗର ଚୁଡ଼ି ଆଣିବ

-


11 JUL AT 18:00

ପ୍ରେମରେ ଝୁଣ୍ଟି ପଡ଼ିବା ଜାଣି


ଘରେ ଝୁଣ୍ଟିଆ ପିନ୍ଧେଇ ଦେଲେ...

-


9 JUL AT 0:39

ମୁଁ ବୁଝି ସାରିଛି ଏବେ ତମେ ଶାନ୍ତିରେ ଥିବ
ମୋ ଫୋନ ତମକୁ ବହୁତ ବିରକ୍ତ କରୁଥିଲା ନା!
ଯାହା ହଉ ମୁଁ ବୁଝିଗଲି ତମ ମନର କଥା କୁ
ଏତେ ଦିନ ହେଲା ତମେ ଏଇ ଦିନ ଅପେକ୍ଷା ରେ ବୋଧେ ଥିଲ…



-


8 JUL AT 23:50

ଶୁଣ , ଏମିତି ହୁଅନ୍ତନି

ଯେବେ ଯେବେ ମୁଁ ରାଗି ଯାଏ
ତୁମେ ଆସନ୍ତ ମୋ ପାଇଁ ରସୋଗଲା ଧରି


ଆଉ ମୁଁ ସବୁ ରାଗ ଭୁଲି
ତୁମକୁ କୋଳେଇ ନିଅନ୍ତି ମା ଲକ୍ଷ୍ମୀ ଙ୍କ ପରି

#ନିଳାଦ୍ରି ବିଜେ

-


8 JUL AT 15:18

ତୁମେ ମୋ ଜୀବନରେ ସେଇ ଆଶୀର୍ବାଦ



ଯାହାକୁ ମୁଁ ନ ମାଗି ପାଇଛି

-


8 JUL AT 12:42



କେହି ଜଣେ କହିଲା

ତା ପାଖରେ ହାରିଯା ସବୁ ଜିତି ଯିବୁ

ମୁଁ ହାରିବା ପରେ ପରେ

ତାକୁ ଆଉ କେହି ଜିତି ନେଇଛି...

-


8 JUL AT 0:59

ମଥାରେ ଯାହା ବି ଲାଗିବ

ଖାଲି ତୁମ ନାଁ ର

କଳଙ୍କ ଅଥବା ସିନ୍ଦୂର ...

-


7 JUL AT 13:06

ମୁଁ ପ୍ରତି ଥର ପ୍ରେମରେ ହାରି ଯାଏ


ଆଉ ସେ ତା ଜିଦ୍ଦି ରେ ଜିତି ଯାଏ


ଏମିତି ଆମ ପ୍ରେମ ନୂଆ - ନୂଆ ବର୍ଷ ଅତିକ୍ରମ କରେ...

-


Fetching PiNks The TruthTeller Quotes