Dar hai ki...
jo masle hain bich humare
kabhi mamle me na badal jaye,
jo narazgi hai tumhaari
wo nafrat me na badal jaye.-
.
.
. mushafir...
All we want is a listener,
sometimes in disguise as a friend, sometimes as family
and sometimes as a stranger as well.-
ସନ୍ଧ୍ୟାର ହାଲୁକା ପବନେ
ଆସ ତୁମେ ପ୍ରିୟା ମୋ ସ୍ପନ୍ଦନେ
ମିଠା ଖଟା ଖିଆଲି କଥାରେ
ଭର କେତେ ସ୍ୱପ୍ନ ମୋର ମନେ ।
-
ସତ ଓ ମିଛ ଭିତରେ ବିରାଟ ଖୁଲାସାଟିଏ ହୋଇପାରେ
ନା ମିଛର କୌଣସି ଅସ୍ଥିତ୍ୱ ରହିବ
ନା ବାହାନା କରି କିଛିକୁ ଲୁଚାଇ ଦିଆଯାଇ ପାରେ।
ଯଦି ଦର୍ପଣ କଥା କହେ...
ବାସ୍ତବତା ଓ ଆପେକ୍ଷିକତା ମଝିର କାନ୍ଥ ଭାଙ୍ଗି ଯିବ ସତେ
ଡରଲାଗେ କହିଦବ କାଳେ,
ମୋ ଭିତରର ସେ ନିରାଟ ସତ ଟି କୁ ବାରେ ।
ଯଦି ଦର୍ପଣ କଥା କହେ...
ଛଳନାର ନସ୍ତରଟି ବାଜିବା ପୂର୍ବରୁ ପଛପିଠିରେ
ଅବଶୋଷଟି ହେବ ଦୂର,
ବିଶ୍ୱାସରେ ଦେଲା କେ ବିଷ ନ ରୁହନ୍ତା ଅସ୍ଥିତ୍ୱ ଏ ପ୍ରଶ୍ନର।
-
ବେଶ୍ କିଛି ପରିଚୟ ନଥିଲା,
ଯେମିତି ଶ୍ରାବଣ ଆଣିଦିଏ
ତୃଷ୍ଣାତୁର ମନରେ ଅସୁମାରୀ ତୃପ୍ତି
ସେମିତି ସେଦିନର ଅଳସୁଆ ଅପରାହ୍ନରେ
ତୁମେ ଭରିଥିଲ ଏକ ଅଜଣା ଆଲୋଡନ,
ଅହେତୁକ ଉଲ୍ଲାସ,
ଆଉ ସାରା ଜୀବନ ଆଶ୍ରା କରି ହେବା ପରି ପୁଞ୍ଜାଏ ପ୍ରୀତି ।
ବାସ୍, ସେଇ ଦିନ ପରଠାରୁ
ଗୋଟିଏ ହିଁ ସର୍ତ୍ତ ଥିଲା,
ମୁଁ କେବଳ ଭଲପାଏ ତୁମକୁ
କିନ୍ତୁ ଏଇ ପ୍ରେମ ଏକବାରେ ଭିନ୍ନ
କେବେ ଭୂମିକମ୍ପ ତ କେବେ ବନ୍ୟା,
ସବୁ ଦୁର୍ବିପାକ ସତ୍ତ୍ୱେ, ଆଜି ବି ବଞ୍ଚିରହିଛି
ଏକ ସଂଜ୍ଞାହୀନ ସମ୍ପର୍କରେ ସର୍ତ୍ତର ବନ୍ଧନ ।-
ଏକ ସରଳ କିନ୍ତୁ ସମାନ୍ତରାଳ ସମ୍ପର୍କର ଗାର,
ନା ଏକ ଜଟିଳ ଆକର୍ଷଣ... !!
ମୁଁ ପ୍ରେମର ପରିଭାଷା ଜାଣେନା
ମୁଁ ସୃଷ୍ଟି କରିବି ଏକ ନୂତନ ସଜ୍ଞା
କଥା ତ ଏତିକି...
ଏକଥା ତୁମେ ବୋଧେ ଜାଣ !!-
Meri fikar kyun hai tumhe
Mujhe bhi koi awara samajh lo na,
Agar phir bhi hai humdardi thodi
Mujhe mohabbat karna sikhao na!
Dedo mujhe tum me jine ki izazat
Duniya ki iss bhid me
mujhe nahin hai rehna
Chalo milte hai kabhi
sapno ki shaamo me
Koi shikwa nahi, koi kashish ke bina.-