Padmalaya Panda  
135 Followers · 82 Following

read more
Joined 25 February 2019


read more
Joined 25 February 2019
14 APR 2022 AT 23:04

ଉଡିବାକୁ ଚାହେଁ ଦୂର ଆକାଶରେ ଟିକି ବିହଙ୍ଗ ଟେ ସାଜି,
ରହିବାକୁ ଚାହେଁ ଘନ କାନନରେ ପ୍ରସାନ୍ତି ସମୁଦ୍ରେ ଭିଜି।
ବିଶାଳ ବିଶ୍ୱର କଳାରବ ଧ୍ୱନି ଆଜି ଯେ ଅସହ୍ୟ ହୁଏ,
ନିଜକୁ ନିଜେମୁଁ ପଚାରୁଛି ଖାଲି ସବୁଠୁ ନିଜର କିଏ।
ପାର୍ଥିବ ଶରୀର କିଛି ସମୟର ନୁହେଁ ସେତ ଚିର ସ୍ତାୟୀ,
ଲୋଭ ମୋହ ମାୟା ଘାରିଛି ଜଗତେ ଅଧିକ ସେ ଆଶାୟୀ।
ପାରାବାର ପରି ପୁଣ୍ୟ ପରିବେଶ ପ୍ରଦୂଷିତେ ପରିଗଣିତ,
ବାୟୁମଣ୍ଡଳର ବିଶୁଦ୍ଧ ବାୟୁଯେ ବିଷରେ ବିମଣ୍ଡିତ।
ମୃତ୍ତିକା ମଣ୍ଡଳ ମାଟି ମା କହେ ମାରନା ମତେ ମାନବ,
କେତେ ବା ସହିବ ପ୍ରକୃତିର ପ୍ରାଣ ରଚିବ ସେ ତାଣ୍ଡବ।
ସେଇଥି ପାଇଁ ତ ସମୟ ପୁର୍ବ ରୁ ହେଇ ଯାଇ ସତର୍କିତ,
ସତ୍ୟ, ଶାନ୍ତି, କ୍ଷମା, ପବିତ୍ର ଭାବନା କରିବାକୁ ଆକର୍ଷିତ।
ଉଡିବାକୁ ଚାହେଁ ଦୂର ଆକାଶରେ ଟିକି ବିହଙ୍ଗ ଟେ ସାଜି,
ରହିବାକୁ ଚାହେଁ ଘନ କାନନରେ ପ୍ରଶାନ୍ତି ସମୁଦ୍ରେ ଭିଜି।



-


19 MAR 2022 AT 9:09

On this festive occasion I wish Lord Krishna will fill the vibrant colours of happiness, prosperity and success in your life...
Wishing all a very happy Holi 💖💖— % &

-


26 DEC 2021 AT 11:53

Jindegi kitni asan hoti Agar

Anatomy mein bones na hote
Toxicology mein poisons na hote
Pathology mein disease na hote
Materia Medica mein drugs na hote
Organon mein aphorism na hote
Repertory mein rubrics na hote ...

-


12 JUL 2021 AT 15:11

ମୋ ଜଗା ର ଦଶାବତାର

ଭାଇ ଭଉଣୀଙ୍କୁ ସାଥିରେ ଧରି,
ଜଗା ମୋ ଆସୁଛି ଭ୍ରମଣ କରି।
ମାଉସୀ ଘରକୁ ଯିବ କାଳିଆ,
ମଝିରେ ସୁଭଦ୍ରା ଆଗେ ବଳିଆ‌।
ଦଶ ଦିନରେ ହେବ ଦଶାବତାର,
ନାଶିବ ଧରାରୁ ପାପର ଭାର।
ମତ୍ସ୍ୟ ଅବତାରେ ବେଦ ଉଦ୍ଧାରଣ,
ରାକ୍ଷସ ରାଜ ହୟଗ୍ରୀବ ସଂହାରଣ।
ଟେକିଲେ ଧରାକୁ ନେଇ କୂର୍ମ ଅବତାର,
ପୃଥିବୀ ଯେବେ ହେଉଥିଲା ରସାତଳ।
ବରାହ ଅବତାରେ ହିରନାକ୍ଷ କୁ ସଂହାରି,
ହିରଣ୍ୟକଶିପୁ କୁ ନରସିଂହ ରୂପେ ବିଦାରି।
ବଳି କୁ କଲେ ରସାତଳ ଧରି ବାମନ ଅବତାର,
ପରଶୁରାମ ଅବତାରେ କ୍ଷତ୍ରୀୟ ସଂହାର।
ରାମ ରୂପ ଧରି ରାବଣ ନିଧନ,
ହଳଧର ଅବତାରେ କଂସ ର ମରଣ।
ଶାନ୍ତି ର ପ୍ରତିଷ୍ଠା କଲେ ଧରି ବୁଦ୍ଧ ରୂପ,
କଳ୍କୀ ଅବତାରେ ନାଶ ପ୍ରଭୂ ସର୍ବ ପାପ।


-


29 JUN 2021 AT 11:43

लड़की होना क्या गुनाह है

जैसे हि दुनियां में पैदा हुई एक नन्ही परी,
लोक कहेते है लो करलो सादी की तैयारी।
चलती है जब वो मुस्कुराती है आंगन,
गुनगुनाती है हवा जब खनखनाती है कंगन।
फिर भी कोई नहीं समझता है उसे,
खुद दर्द सहेलेती सब बिनाकीये सिकायात किसिसे।
मायके में बोलते है जितना भी पढ़ालो दूसरे घर तो जायेगी,
ससुराल वाले कहेंगे एक पराई क्या कभी अपना हो पाएगी।
खयाल रखती है सबका जैसे मा लक्ष्मी,
लेकिन ये दुनिया हमेशा निकालती है कमी।
फिर भी लोगों को लड़की नहीं लड़का हिं चाहिए,
क्या सच में लड़की होना क्या गुनाह है ।

-


31 DEC 2021 AT 10:10

ଶୀତୁଆ ପାଗକୁ ମେଘାଛନ୍ନ ଆକାଶ ତା ସହ ଘନ କୁହୁଡ଼ିର ଆବରଣ ବଗିଚାରେ ରଙ୍ଗବେରଙ୍ଗର ପ୍ରସ୍ଫୁଟିତ ପୁଷ୍ପ , ବିହଙ୍ଗଙ୍କର କାକଳି ଏକ ନୂଆ ଆଶା ଆଉ ଉଦ୍ଦୀପନା ସହ ଚାହିଁରହିଚି ନବବର୍ଷର ନୂତନ ସୁରୂଜ କୁ, ପ୍ରାର୍ଥନା କରୁଛି ନବବର୍ଷ ଯେମିତି ଖୁସିର ପୁଆର ନେଇ ଜନମାନସଙ୍କ ଜୀବନରେ ସୁଖ ଓ ସୌଭାଗ୍ୟ ନେଇ ଧରାବତରଣ କରିବାକୁ 🍃🍃🌷🌷💐💐🌾🌾🍂🍂🍁🍁🌿❄️❄️

-


5 DEC 2021 AT 20:18

दिल करता है की जब तुम
पास आओगे तो
सारे आंसु रो डालूं ,
पर जनाब आप जब पास आते हो तो
मेरी मुस्कुराने की वजह बनजाते हो...

नाजाने कितने जन्मों के
दुआ हो तुम,
रबका दिया हुआ
अनमोल वरदान हो तुम...

ये तो नाजाने तुने मुझमें ऐसा
क्या दिखता है
पर सच बोलूं तुझमें मुझे अपनी
खुदा नजर आता है...

-


2 DEC 2021 AT 18:32

Be kind , be you, love yourself and go with the flow with an optimistic approach 💛💛

-


29 OCT 2021 AT 13:02

ଯାହାକୁ ମୁଁ କେବେଠୁ ଅପେକ୍ଷା କରି ରହିଥିଲି, ତାର ସେଇ ସୁନ୍ଦରତା ଓ ମଧୁର ସୁଗନ୍ଧରେ ଭୁଲିଯାଏ ନିଜର ସବୁ କ୍ଲାନ୍ତି ହଜି ଯାଏ କେଉଁ ଏକ ଅଲଗା ପୃଥିବୀରେ କିଛି ମୁହୂର୍ତ୍ତ ପାଇଁ ହେଉ ପଛକେ ଦେଇ ଯାଏ ଏକ ଅଲଗା ପ୍ରକାର ଶାନ୍ତି...

-


29 OCT 2021 AT 12:44

ସେଇ ଦୂର ଆକାଶକୁ ଯେବେ ଭି ଦେଖେ ନା ସେ କେବଳ ଗୋଟିଏ କଥା କହିଯାଏ ଭଷା ବାଦଲ ଘଡିଆକ ପାଇଁ ଆସି ପୁଣି ଚାଲିଯାଏ ସେମିତି ବାଦଲ ରୂପକ ଦୁଃଖ କୁ ନେଇ ବିଚଳିତ ନ ହୋଇ ଧୈଯ୍ୟ ର ସହକାରେ ତାକୁ ଅତିକ୍ରମ କରିବାକୁ ପଡ଼ିଥାଏ..

ସେଇ ସମୁଦ୍ର ବେଢାରେ ବସି ଯେବେ ଜୁଆର ଭଟ୍ଟାକୁ ଦେଖେ ସେ ଶିଖେଇ ଦେଇ ଯାଏ କି ସୁଖ ଓ ଦୁଃଖ କେହି ଚିର ସ୍ଥାୟୀ ନୁହନ୍ତି...

ନିର୍ବି ଶେଷରେ ପ୍ରକୃତି ମଧ୍ୟ ଏହା ସୂଚେଇ ଦେଉଛି ଯେ
Just go with the flow....
अनुगच्छतु प्रवाह ....

-


Fetching Padmalaya Panda Quotes