Nisha   ({NrP})
342 Followers · 148 Following

Joined 4 February 2019


Joined 4 February 2019
31 JUL AT 8:29

ଭଲ ଲାଗେ !!
ଯେବେ ତୁମେ ମନ୍ଦିର ବେଢ଼ାରେ
ମୋର ମୁଣ୍ଡରୁ
ଖସି ପଡ଼ୁଥିବା ଓଢଣାକୁ
ଅଜାଣତରେ ସଜାଡ଼ି ଦିଅ।

-


31 JUL AT 0:14


I need to sleep...
To forget all the wounds that are deep;

I need to sleep...
To end today & for tomorrow's prep;

I need to sleep...
To hide all the scars I used to weep;

I need to sleep...
To regain myself &
to forget all the wounds that are deep.

-


23 JUL AT 21:29

ଏଇ ସହସ୍ର କୋଷ ଦୂରତା...
ଅନ୍ଧାରୁଆ ବର୍ଷା ରାତି...
ନିଦ୍ରାହୀନ ଅନିର୍ଦ୍ଦିଷ୍ଟ ଅପେକ୍ଷା...
ବିରହରେ ସିକ୍ତ ତକିଆ...

ପ୍ରେୟସୀ ମନଠାରୁ ପତ୍ନୀ ହୃଦୟକୁ ଅଧିକ ରକ୍ତାକ୍ତ କରେ।

-


19 JUL AT 17:09

ଆଜି ସକାଳୁ ସକାଳୁ
ମୋ ଜୀବନର ଶ୍ରେଷ୍ଠ ଉପହାର
ମୋତେ ସୁନ୍ଦର ଉପହାରଟିଏ
ଦେଇଛନ୍ତି;

YQରେ ତାଙ୍କ ପାଇଁ ଲେଖିବାକୁ
ମୋ ଲେଖନୀର ମୂଲ୍ୟ ସେ ଦେଇଛନ୍ତି ।

-


8 OCT 2024 AT 12:28


ଝିଅ ବାହା ଦେଇ ଆଜି ବି ବାପାଟିଏ ସର୍ବସ୍ବାନ୍ତ ହୁଏ,
ଋଣ କରେ, ନିନ୍ଦା ଅପମାନ ବି ସହେ;

ତା ପରେ ବି "ଆଉ ଭଲ ହେଇ ପାରନ୍ତା" ବୋଲି
ଏ ନିଷ୍ଠୁର ଦୁନିଆ କୁହେ।

-


8 OCT 2024 AT 11:15

Wish there exists an escape from life !!

-


23 SEP 2024 AT 2:26

उनकी हसी, जीने की वजह सी लगती है
और आखों में नमी सज़ा सी लगती है

-


14 JUL 2024 AT 22:56

काश कोई यह न कहा होता
की मुमकिन नहीं है यह तेरे लिए

शायद थोड़ा और आसान होता
हर वो नामुमकिन चीज मेरे लिए .....

-


11 JUN 2024 AT 17:41

ଗଡୁଥିବା ସମୟ ସହ ଜୀବନ ଆଗକୁ ନ ବଢ଼ିଲେ
ମଣିଷ ଅଣନିଃଶ୍ବାସୀ ହୋଇଯାଏ।

-


7 JUN 2024 AT 1:16

ଯେବେ ଉଇଁ ଆସେ ମାନସ ପଟରେ
ମୁଁ ନିଜକୁ ପ୍ରଶ୍ନ କରେ...
ତଥାପି କିଛି ବାକି ରହିଗଲା କି
ମୋ ନିଃସ୍ଵାର୍ଥ ପ୍ରେମରେ ?
ଟିକେ ଚିନ୍ତା କରେ, ଟିକେ ସୁଧାରେ
ଭିଜା ତକିଆକୁ ନିଶବ୍ଦେ ଓଲଟେଇ
ପୁଣି ନିଦ୍ରାକୁ ଆହ୍ବାନ କରେ।

-


Fetching Nisha Quotes