Nirmal Chandra Khuntia   (꧁☆Mʀ᭄ⓃⒾⓇⓂⒶⓁ☆꧂)
5 Followers · 3 Following

read more
Joined 14 July 2020


read more
Joined 14 July 2020
21 JUN 2023 AT 10:38

ଜୀବନରେ ଯଦି ବାରମ୍ବାର ପଡ଼ି ଯାଉଛନ୍ତି ତା'ହେଲେ ପଥ ବଦଳାନ୍ତୁ ଲକ୍ଷ୍ୟ ନୁହେଁ କାରଣ ଗୋଟିଏ ଗଛ ତା'ର ପତ୍ର ବଦଳାଏ, ଜାଗା ନୁହେଁ ।

-


20 JUN 2023 AT 11:41

“Jagannath Swami Nayana-Patha-Gami Bhava Tume”

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା।

-


15 MAY 2023 AT 3:43

କଲମ ଯେତେ ଦାମୀ ହେଉନା କାହିଁକି,କାଳି ନଥିଲେ ସେ ମୂଲ୍ୟହୀନ ।ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି,ସଂସ୍କାର ଆଉ ବ୍ୟବହାର ନ ଥିଲେ ସେ ଶିକ୍ଷା ବି ମୂଲ୍ୟହୀନ ।।
" ଜୟ ଜଗନ୍ନାଥ "



-


13 APR 2023 AT 19:22

Old Friends are Gold! New Friends are Diamond! If you get a Diamond, don’t forget the Gold! Because to hold a Diamond, you always need a Base of Gold!

-


4 APR 2023 AT 23:33

ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡୁ । କିନ୍ତୁ ଆମେ ଏହା ଭୁଲି ଯାଉ ଯେ ସ୍ବୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡିଥିଲା । କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡିଥାଏ ।

-


2 APR 2023 AT 10:12

ଆଗରୁ ଲୋକେ ମିଛ କହିବାକୁ ଭୟ କରୁଥିଲେ ପାପ ହେବ ବୋଲି କିନ୍ତୁ ଏବେ ଲୋକ ସତ କହିବାକୁ ଭୟ କରୁଛନ୍ତି ବିପଦରେ ପଡ଼ିବେ ବୋଲି।


ଜୟ ଜଗନ୍ନାଥ🙏❤

-


25 MAR 2023 AT 12:46

କୌଣସି ସମ୍ପର୍କକୁ ଗଢିବା ପାଇଁ ବହୁତ ପରିଶ୍ରମ ଲାଗିଥାଏ ହେଲେ ଗୋଟେ ଛୋଟ ଭୁଲ ବୁଝାବଣା ସୁନ୍ଦର ସମ୍ପର୍କ କୁ ଭାଙ୍ଗି ଦେଇଥାଏ ତେଣୁ ସମ୍ପର୍କରେ ଭୂଲ ବୁଝବଣା କୁ ସମାପ୍ତ କରିବା ଜରୁରୀ ସମ୍ପର୍କ କୁ ନୁହେଁ।

-


25 MAR 2023 AT 12:42

ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ,କାହିଁକିନା ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବି କୌଣସି ତୁଳନା ନାହିଁ,କିନ୍ତୁ ଯେତେବେଳେ ସେମାନଙ୍କର ସମୟ ଆସିଥାଏ ସେତେବେଳେ ସେମାନେ ଉଜ୍ଜଳ ହୋଇଥାନ୍ତି।

-


1 JAN 2023 AT 1:37

I wish all of you and your families a very blessed and beautiful New Year May you all have a joyous, wonderful, and memorable year ahead of you...
Happy New Year 2k23 ❤ ✨ 💖

-


22 DEC 2022 AT 13:22

ଦୁନିଆରେ କିଏ କେତେଦିନ ବଞ୍ଚିବ କେହି ଜାଣି ନାହାନ୍ତି, ତ କ'ଣ ପାଇଁ ଏ ରାଗ ଅଭିମାନ ସବୁକିଛି ଭୁଲିଯାଇ ନିଜେ ଖୁସିରେ ରହି ଅନ୍ୟକୁ ଖୁସି ଦେବାକୁ ଚେଷ୍ଟା କରନ୍ତୁ କାହିଁକିନା ଏ ଜୀବନ ଦୁଇ ଦିନର ।

🙏ଜୟ ଜଗନ୍ନାଥ🙏

-


Fetching Nirmal Chandra Khuntia Quotes