Niharika Neha   (Typewriter Voice)
7 Followers 0 Following

Joined 30 July 2021


Joined 30 July 2021
20 DEC 2022 AT 9:53

ସଙ୍ଘର୍ଷର ମାନେ କଣ ତାକୁ ପଚାର , ଯିଏ ଆଞ୍ଜୁଳାଏ ଆଲୋକ ପାଇଁ ନିଜ ସ୍ବପ୍ନର କୁଡିଆକୁ ନିଜ ହାତରେ ଜାଳିଛି ।

-


12 DEC 2022 AT 22:17

ପରିସ୍ଥିତି ଯେତେବେଳେ ନାଚ ନଚାଉଥାଏ,,
ଆଉ ସେତେବେଳେ ନିଜର ଲୋକ ହିଁ ବାଜା ବଜାଇଥାନ୍ତି।
😭😭

-


12 DEC 2022 AT 22:14

ପରିସ୍ଥିତି ଯେତେବେଳେ ନାଚ ନଚାଉଥାଏ,,
ଆଉ ସେତେବେଳେ ନିଜର ଲୋକ ହିଁ ବାଜା ବଜାଇଥାନ୍ତି।
😭😭

-


9 DEC 2022 AT 12:59

ଯେତେବେଳେ ଅଧିକ ହସୁଥିବା ଓ କହୁ ଥିବା ବ୍ୟକ୍ତି ଯଦି ଚୁପ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି।☝

-


9 DEC 2022 AT 12:55

ଯେତେବେଳେ ଅଧିକ ହସୁଥିବା ଓ କହୁ ଥିବା ବ୍ୟକ୍ତି ଯଦି ଚୁପ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି।☝

-


7 DEC 2022 AT 15:25

ଜୀବନ ଯୁଦ୍ଧରେ ସେତେବେଳ ପର୍ଯ୍ୟନ୍ତ ରୁକନ୍ତୁ ନାହିଁ ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ନହୋଇଥିବ।

-


6 DEC 2022 AT 19:44

ବିଶ୍ୱାସ କରି ସବୁ ସମସ୍ୟା ଗୁଡ଼ିକୁ ଅନ୍ୟକୁ କୁହନ୍ତୁ ନାହିଁ....ତୁମ ସହ ହସି ହସି କଥା ହେଉଥିବା ସବୁ ଲୋକ ତୁମର ବନ୍ଧୁ ନୁହଁନ୍ତି..||

-


2 DEC 2022 AT 22:47

ଦୁନିଆ ଲୋକଙ୍କ ସହ ଭାବ ଥାଉ ନ ଥାଉ
ଯଦି ଜଗା କାଳିଆ ସହିତ ଭାବ ଥିବ,
ତେବେ ଦୁନିଆରେ ତୁମର କିଛି
ଅଭାବ ରହିବ ନାହିଁ 🤗

-


1 DEC 2022 AT 10:52

"ଜୀବନ ରେ ଏକା ବଞ୍ଚିବା ଶିଖି ନିଅ..
କିଏ ଜାଣେ,କେଉଁଠି କିଏ ହାତ ଛାଡି ଦିଏ !"

-


11 NOV 2022 AT 11:16

ବିନା ମୂଲ୍ୟରେ କେବଳ ବାପା ମାଆଙ୍କ
ଭଲ ପାଇବା ହିଁ ମିଳେ ,ବାକି ସବୁ
ସମ୍ପର୍କ ପାଇଁ କିଛି ନା କିଛି ମୂଲ୍ୟ
ଦେବାକୁ ପଡ଼ିଥାଏ ✍🏻....

-


Fetching Niharika Neha Quotes