Nayak Akshaya Raazhasti  
58 Followers · 41 Following

Joined 1 July 2020


Joined 1 July 2020
4 MAR 2022 AT 22:30

ଶୁଭ ସକାଳ _ ସଂଧ୍ୟା _ ରାତ୍ରୀ କହି
ଝୁରି ହେଉଅଛ ମନେ,
କହୁନା ତ କାହିଁ ହେ ବନ୍ଧୁ ବାନ୍ଧବୀ
ଆସୁନ ଘର କୁ ଦିନେ???
ସଂପର୍କ ର ମଧୁ ବନେ,
ସଂଘଟିତ ହୁଏ
ଆଖି ଓଠ ଭାଷା
ପ୍ରୀତି ର ସୁପ୍ତ ଇନ୍ଧନେ...

-


21 FEB 2022 AT 15:56

ନାତିଆ ମୁହଁରୁ ଇଙ୍ଗିଲିଶ ଶୁଣି
ଆଈ କହେ ବାଡି ଧରି
ମୁଁ ଓଡ଼ିଆ ମୋ ଭାଷା ବଢିଆ
କିଏ ଅଛି କହ ସରି ।

-


13 FEB 2022 AT 22:20

କଣ ଖାଲି ସେତିକି,
ଆଉ ତାରି ଭିତରେ ଘୁରି ବୁଲୁଥିବା
କିଛି ନିଃଶ୍ୱାସ ଗୁଡ଼ାକ ବିଶ୍ଵାସ ରେ
ବସା ବାନ୍ଧିବାକୁ ପସନ୍ଦ କରନ୍ତି

-


13 FEB 2022 AT 17:53

ଅଠର ଦିନିଆ ମହାଭାରତ ଯୁଦ୍ଧରେ
ବାକି ଥିବା ଓଳିଏ
ସାମ୍ପ୍ରତିକ ରାଜନୀତି ର..
ଜନ ଙ୍କ ର
ଗଣ ଙ୍କର
ମନ ଙ୍କର....

-


24 JAN 2022 AT 10:55

ଜିଇଁ ଥିଲା ବେଳେ
ଅଧା ଲେଖା
ମରି ଗଲା ପରେ
ଆଉ
ଅଧା ଲେଖା
ଉନ୍ମୋଚିତ ହୁଏ

-


24 JAN 2022 AT 10:54

ଜିଇଁ ଥିଲା ବେଳେ
ଅଧା ଲେଖା
ମରି ଗଲା ପରେ
ଆଉ ଅଧା ଲେଖା
ଉନ୍ମୋଚିତ ହୁଏ

-


1 JAN 2022 AT 20:05


ମୁଁ ଆସୁଛି Live ରେ...

-


28 DEC 2021 AT 21:05

ସେଇ ନୀରବ ଜନ୍ହ
କିଛି କହୁନି
କେବଳ ଲୁହ ଗଡ଼େଇ
ହେଜୁଚି ଦିନ
ନୂଆ ରେ ଆଦର
ନୂଆ ରେ ବେଭାର
ବାସି ହେଇଗଲେ ତାକୁ ଚିହ୍ନି ପାରୁନ ??

-


3 DEC 2021 AT 18:28

କିଏ ପ୍ରାର୍ଥୀ ହେବ ନିର୍ବାଚନ ରେ
ଟଙ୍କା ମଦ ଦେଇ ଭୋଟ କେ କିଣିବ
ଏଇ ଆମ ପଂଚାୟତ ରେ..

-


2 DEC 2021 AT 8:07

ମନ ଆଶା ସଙ୍ଗେ ବସେ ମିତ
ମିତ ମତୁଆଲା
ପ୍ରୀତିମତି ପାଲା
ପଲକେ ଦେଖେ ଜଗତ

-


Fetching Nayak Akshaya Raazhasti Quotes