क्यों हम किसीकी साथ मांग रहे हैं
जब कि ये बाधा सिर्फ मेरे लिए आया है
ये भरोसा भी क्या चीज है
कभी किसीकी लिए रुलाति है तो
कभी किसीको साथ देगा सोचके बोल देती।-
Nature lover..
First saw the light on ... read more
ସେଇ ପୁରୁଣା ପଥିକ
ଆଉ ସେଇ ପୁରୁଣା ବିପଦ
ହଁ!!!
ଏଥର କିଛି ନୂଆ ଅଛି
ସହିବାର ଶକ୍ତି ଆଉ ସାମର୍ଥ୍ୟ
ତୁମେ ପଚାରିପାର??
ବିପଦ କୁ କିଏ ସହେ କୁହ??
ଜାଣ ତୁମେ!!!
ସହିବା ବି ଗୋଟେ କଳା
ଯିଏ ସହେ ସେ କରେ ସାମ୍ନା।
-
" ହଁ ମୁଁ ଗୋଟେ ଅଭିଶପ୍ତ ଆତ୍ମା..
ଆଉ ସେ ମୋତେ ବାରମ୍ବାର ଉଦ୍ଧାର କରିଚାଲିଛନ୍ତି...
ଆତ୍ମୀୟତା ର ସନ୍ଧାନ ରେ ଏ ଗଳି ରୁ ସେ ଗଳି କୁ ଘୁରି ବୁଲୁ ଥିବା ମଣିଷ ଟିଏ...
ମାତ୍ର ମୋର ଏଠି କେହି ବି ନାହାଁନ୍ତି...
ବାସ ମୁଁ ଏକା.."
-
You can't forget some things or some people in your life by leaving them behind.
Only you can forget them through replacement,
shift them to another unusual corner,
automatically you will take a lot of time to remember again.-
ମୋ ପଢା ବହି
********
କେତେ ଆଉ ଭାବିବି
ଭାବି ଭାବି ଥକି ଗଲିଣି
ଦୂରରୁ ଦେଖି ତୋତେ ଭାରି ଭଲ ଲାଗୁଛି
ପାଖକୁ ଆସିଲେ ଆକର୍ଷଣ ମୋର କମି କମି ଯାଉଛି ।।
କହ ତୋତେ କେମିତି ବା ପାଇବି ଭଲ
ପାରୁଛୁ ଯଦି ତୁ ଟିକେ ତୋ ଆଡୁ ପ୍ରେମ କର
ବାନ୍ଧି ରଖ ତୋ ବନ୍ଧନ ରେ
ଯେପରି ଖସି ମୁଁ ଯାଇ ନପାରେ।।-
The steps of Love towards you...
I want to freely love you,freely talk you,freely aware you,freely tell you what to do not to do,freely look you,freely embrace you,freely doing concentrations and meditation, freely Express status of consciousness,and livelihood should come spontaneously, programe of work should come accordingly, nothing hindrances should come,then many others,then true being,then eternal.-
मुझे ये बात का घम नन्हीं है कि तुम मुझसे फिर बात कर रहे हो
बल्कि ये बात का डर लगता है कि कंही मेरा अतीत फिर जिंदा ना हो जाये।।-