सुनने को कोई भी नहीं
बोलता रहता हूं मैं
अंतर्भावनाओं के स्रोत में
बहता रहता हूं मैं-
I have a ticket and will get down
at my destination after a while
Although it's not mine
nor the destination in real
But surely it's a halt
A station to stop by
for some rest and refreshment
After a tiresome journey to exhale a sigh
People there I will mingle with
in our multiple ways
As I partake of the dreams and wishes
The strife and bruises
In the same vein their tears and smiles
I'm a participant and also a witness
At the end of the day I have to
depart and move ahead
Without looking back to the remnant
pools of relationshipI just deserted
I will go ahead, journey is endless
But time to time I have to renew tickets-
ମହିଷାସୁରର ରଡ଼ି ପରି
ଡିଜେର କୋଳାହଳ
ମଦମତ୍ତ ଅହଂକାର
ରୂପା ଆଉ ସୁବର୍ଣ୍ଣ ମେଢର
ସବୁଠି ବିଜ୍ଞାପନ, ପ୍ରଦର୍ଶନର
ରାଜସିକ ମୋହ
ମାୟାର ଆବରଣଟିଏ
ବିଛେଇ ଦେଇ
କୋଉଠି ରହିଗଲ
ହେ ମହାମାୟୀ
(ସଂପୂର୍ଣ୍ଣ କବିତାଟି ଅନୁଶୀର୍ଷକରେ )-
The attitude of giving away without expecting anything in return.
-
एक फासला है
जो दिखाई देता है कभी कभी
परंतु अदृश्य रहता है अक्सर
झूठ से सच्चाई तक सफ़र
पूरा होता है कभी कभी
परंतु अधुरा रहता है अक्सर-
କେଉଁଠି ଏହାର ଶେଷ
ଚିତ୍ତର ତନ୍ତୁରେ ତନ୍ତୁରେ
ଚେତନାର କୋଷରେ କୋଷରେ
ପ୍ରତିଟି ସୁଧାସ୍ପନ୍ଦନରେ
ସଂଚରିତ ହୁଏ ତୃଷ୍ଣାବିଷ ।
ରତରତ ହେଲା ବେଳ
କେହି କାହିଁ ଡାକି ଦିଏ
ଶୀଘ୍ର ସାର, ଶୀଘ୍ର କାମ ସାର
ଜୀବନର ସନ୍ଧି-ବିଗ୍ରହରେ
ଲାଭ ଲୋଭ ନିଗ୍ରହ ଭିତରେ
ତଥାପି ଅନିବାର୍ଯ୍ୟ ମନେହୁଏ
ଯେତେସବୁ ନଗଣ୍ୟ ଅସାର ।
— % &ଘନ ହୁଏ ଗୋଧୂଳିର ଛାଇ
ଫେରିବାକୁ ହେବ ଏବେ
ଝାଡ଼ି ଝୁଡ଼ି ହୋଇ ଯେତେ ଧୂଳି
କହେ କିଏ ରହ ରହ
ଯିବା ଆଉ କିଛି ବେଳ ଖେଳି
ଅବୁଝା ବାଳକ ପରି
ମୋହ-ରଜ୍ଜୁ ଟାଣି ଧରେ
ସମୟର ଡାକ ଏଡ଼ି ଯିବା ପାଇଁ ।
ପଛରେ ପାଉଁଶର ଗଦା
ଅସୁମାରି ଇଚ୍ଛାର ଅଙ୍ଗାର
ଆଗରେ ଅୟୁତ ସ୍ବପ୍ନର ଲୀଳା
ମୟାମୟ ତନ୍ଦ୍ରାଘେରା ଖେଳ
ପାଦ ତଳେ ଲୁହଝାଳ ଭିଜା
ଆଦିଗନ୍ତ ପ୍ରଲମ୍ବିତ ପଥ
ମନେହୁଏ ଶେଷ ନାହିଁ ତା'ର ।— % &ଯାହାର ଆରମ୍ଭ ଅଛି
ତାହା ଦିନେ ଶେଷ ହୋଇଯାଏ
ଇଏ ତ ସାଧାରଣ ସତ୍ୟ
ତଥାପି କାହିଁକି
କେବେ ମନେ ହୁଏନାହିଁ
ଏଇଠି ହିଁ ସରିଯିବ ପଥ
କେତେ କେତେ ସ୍ବପ୍ନ
ଦଗ୍ଧ ହୋଇ ଗଲାପରେ
ତଥାପି କାହିଁକି ଉଚ୍ଚାଟ ହୁଏ
ଚିତ୍ତର ସରିତ !
— % &-
अपनों को अपनों से
लड़वा कर
हृदय से शून्य
हो जाता है कोई
अपने आप से
लड़ते हुए
जीवन में वरेण्य
हो जाता है कोई
युद्ध तो चलता रहता है
युद्धरत रहता है हर कोई
परंतु भिन्न है
युद्ध की परिभाषा
कोई जान लेता है
अनजान
रह जाता है कोई ।-
ହେ ଅଦୃଶ୍ୟ ! ହେ ଅଜ୍ଞାତ !
*
ନିଷ୍ପ୍ରାଣ ପଥର ଛାତିରେ
କାହାର ଅମୃତ ସ୍ପର୍ଶ
ବୁହାଇଲା ଶତ ସ୍ରୋତଧାର
କାହାର ପ୍ରତିଛବି ଦେଖି
ସଂବେଦନାହୀନ ଆଖି
ହୋଇଗଲା ଅଶ୍ରୁରେ ସଜଳ।
ନିଷ୍ପ୍ରଭ ଜୀବନ ଯଜ୍ଞରେ
ପ୍ରାଣର ସମିଧ ଜାଳି
କିଏ କଲା ଅଗ୍ନିକୁ ପ୍ରଖର
ଅନ୍ଧକାରଘେରା ପଥ
ଆଶାର ମଶାଲ ଜାଳି
କିଏ କଲା ଜ୍ୟୋତିରେ ଉଜ୍ଜ୍ୱଳ ।
ଜାଣେ ନାହିଁ ଜାଣେ ନାହିଁ
ବିମୂଢ ମାନସ ମୋର
ଦେଖି ଏହି ମାୟା
ହେ ଅଦୃଶ୍ୟ ! ହେ ଅଜ୍ଞାତ !
ଜୀବନ ମୋ ଧନ୍ୟ ପାଇ
ତୁମ ସ୍ନେହଛାୟା ।-
जो कुछ भी है, सब मेरा है-
यह कहना स्वयं गलत नहीं
ग़लती तभी होती है जब कोई
सोचता है- सब कुछ मेरा है,
मगर मैं किसी का हूं नहीं ।-