Nandini Saha Lenka   (NANDINI SAHA LENKA)
851 Followers · 1.0k Following

Only here to write and read.....
Joined 24 September 2019


Only here to write and read.....
Joined 24 September 2019
14 DEC 2022 AT 10:31

ସେ ବର୍ଷା ହୋଇ ଝରିପଡୁଥିବ
ଆଉ ମୁଁ ପ୍ରଶାନ୍ତ ମହାସାଗର ର ଅଶାନ୍ତ ଜଳ ରାଶି ହୋଇ
ଦୁଇ କୂଳକୁ ଆଘାତ ପାଇ ପୁଣି ଫେରିଆସୁଥିବି ମଝି ଗୋଲାର୍ଦ୍ଧ କୁ
ଶେଷ ବେଳେ କୋଳା କୋଳି ହୋଇ ପରସ୍ପର କୁ ଆଲିଙ୍ଗନ କରିବା
ଆଉ ହଜିଯିବା ସେଇ ମହାସାଗର ଵେଳା ଭୂମି ତଳେ
ଅଲିଭ ରିଡଲେ ଙ୍କ ଡିମ୍ବ ମେଳେ.......

-


12 OCT 2022 AT 18:00

ପୁଣି ଖୋଜା ପଡେ ସେଇ ଦରଦି ରାତିର
ଯାହାର ସନ୍ଧାନ ମୋ ପାଇଁ ଭେଟି ଦିଏ ଅଗାରଧୁମ ପୂର୍ଣ୍ଣ କୋହ ପେଡ଼ି
ନା ତାର ଭେଟି ରେ ପଡେ ପୂର୍ଣ୍ଣଚ୍ଛେଦ ଆଉ ନା ମୋ ସନ୍ଧାନ ରେ ପଡେ ବିରାମ
ଆରେ ହଁ ତ...
ଦୁହେଁ ଦୁହିଁଙ୍କ ପରିପୂରକ ପା!!

-


21 JUL 2022 AT 15:38

My reaction on my husband's bargaining level

-


21 JUL 2022 AT 14:56

My mom's reaction on my cocking

-


19 JUL 2022 AT 21:19

आत्मा के बाहर शोर और अंदर खामोशी ही दुनिया का सबसे कठिन परिस्थिति है।

-


27 JUN 2022 AT 11:29

ବାଛୁରୀ ପଘା.....


(Caption ରେ ପଢନ୍ତୁ ଏକ ହୃଦୟ ଆନ୍ଦୋଳିତ ସତ୍ୟ ଘଟଣା..👇👇)

-


24 MAY 2022 AT 17:08

ଆଜି ବି ଅଶାନ୍ତ,ଗଭୀର, ତାଣ୍ଡବପୂର୍ଣ୍ଣ
କିନ୍ତୁ ମୋ ହୃଦ୍ ମନ୍ଦିରର ସଳିତାକୁ ଲିଭାଇବାର ବୃଥା ପ୍ରୟାସ ତାର ଆଜି ବି ଜାରି ଅଛି!!
ଉତ୍ତାଳ ତରଙ୍ଗର ଅବତଳ ଢେଉ
ଆଜି ପୁଣି ସେଇ ଆଖି ଦୋ ଟିରେ ପ୍ରଦର୍ଶିତ
ତୁମର ପ୍ରୟାସ ଯେ ସମ୍ପୂର୍ଣ୍ଣ ଯୁକ୍ତିହୀନ!!!!!
ତୁମେ ଯାହାର ବି ହେଇ ଯାଅ ନା କାହିଁକି
ସେ ଝଡ଼ ରେ ନାମ ଲେଖା ଖାଲି ମୋର...
ମୋର, ମୋର ମୋର
ଆଉ ହଁ,
କେବଳ ମୋର....

-


20 MAY 2022 AT 8:11

ଯେବେ ମୋ ମାଁ ଖାଇବାରେ ଚିକେନ ହେଇଛି କହି ବାପା ଙ୍କ ଆଗରେ ସନ୍ତୁଳା ପରଷି ଦିଏ...
ମୋ ଅନ୍ତର ଆତ୍ମା👇👇👇

-


19 MAY 2022 AT 16:56

ଯେତେବେଳେ ମୁଁ ବିହାରୀ ଘର ଝିଅ ଓଡ଼ିଆ ଘରେ ବୋହୂ ହୋଇ "ଲିଟି ଚୋଖା" ତିଆରି କରେ....

ମୋ ଶାଶୂ ଘର ଲୋକଙ୍କ reaction 👇👇👇👇

-


19 MAY 2022 AT 16:53

जब में किचन मे खाना बनाने जाऊं

मेरे भाई का रिएक्शन 👇👇👇👇

-


Fetching Nandini Saha Lenka Quotes