Nadugopal Bhuyan  
77 Followers · 89 Following

Traveller । Explorer । Alone_Soul
Joined 15 April 2017


Traveller । Explorer । Alone_Soul
Joined 15 April 2017
8 MAR 2022 AT 13:41

Why this half fly for a day ?

Set those wings free,
Which you have tied since when.

This vast open sky is not only for you, is it ?

For how long will you stop her
by making excuses of the wind !!

Open the cage once
and let the world say,
Whether the obstruction was wind
Or you ...!!

-


10 SEP 2021 AT 23:33

एक गुज़ारिश है मेरी ।
के जब तुम पहाड़ो में जाओगे ना,
तो एक बार पुकार लेना पहाड़ो को मेरी तरफ से।
क्या है कि अब दूसरा dose बाकी है
पहाड़ो से मिलने में ।

-


25 APR 2021 AT 20:28

Back then,
When everything was not so complicated,
When everyone was not so scared,
When breathing was not so expensive,
When roaming around was not so restricted,
One fine day
I went to almighty Himalaya.

Lost into green meadows
and sky-high pines,
With painting pictures in heart.

That time,
No one was scared to hug each other.
So did I,
with breezing wind
coming from the sun-kissed almighty.

-


28 DEC 2020 AT 21:45

अभी थोड़े समय खुद को दे देता हूँ,
क्योंकी खाली जो हूँ अभी ।
फिर कभी तुमसे मुलाकात करनेकि सोचुंगा ।
सुनाहे,
अक्सर ब्यस्त का बहानेमे इज्जत मिलता है !!

-


20 JUN 2020 AT 22:28

ନିସ୍ତବ୍ଦ ନିଶିରେ ନିଶବ୍ଦ ମୋ କଲମ ।
ରୂପା ଚକ୍ ଚକ୍ ଧଳା ବାଦଲଟା ଘେରାଏ ବୁଲି ଆସୁଥିଲା
ଗୋଟେ ଦିଗବଳୟରୁ ଆଉ ଗୋଟେ ଦିଗବଳୟକୁ,
କିନ୍ତୁ ମୋ କଲମ ସେମିତି ନିରବ ଥିଲା
ଯେମିତି ରାତି ପାହିଗଲା ପରେ ତାରା ମାନେ ନିରବି ଯାଆନ୍ତି ।
ଅପେଖ୍ୟାର ତାଡ଼ନାରେ ମୁଁ ଭିଜି ଯାଉଥିଲି
କିନ୍ତୁ ତଥାକଥିତ ଶବ୍ଦମାଳା ତଥାପି ନିରବ ଥିଲା,
ସତେ ଯେମିତି ହୃଦ୍ ସ୍ପନ୍ଦନର ଶବ୍ଦଟା
ମଧ୍ୟରାତିର କାନ୍ଥଘଣ୍ଟାର ଟିକ୍ ଟିକ୍ ଶବ୍ଦ ଆଗରେ ନିରବି ଯାଏ ।
ଗଭୀର ଭାବନା କି ଜଟିଳ କବିତା ନୁହେଁ,
ବରଂ ମୁଁ ତ ଚାହୁଁଛି
ସେ ବହିର ମଲାଟ ଉପରେ
କେତେକ ଶବ୍ଦର ପଦଟେ ଲେଖିବା ପାଇଁ ।

ସେ କହିଥିବା ଶେଷ କେଇ ପଦ ଶବ୍ଦକୁ
ସେଇ ସ୍ମୃତିର ମଲାଟ ଉପରେ ଲେଖିବା ପାଇଁ ଚାହେଁ।
କିନ୍ତୁ ଆଜି ଏଇ କଲମ ନିଶବ୍ଦ,
ଠିକ୍ ସେଦିନ ଯେମିତି ମୁଁ ଥିଲି ।।।।।

-


31 MAY 2020 AT 17:58

ମନେଅଛି ତୁମର !
ଯେବେ ତୁମେ ଶେଷ ଥର ପାଇଁ ରଙ୍ଗହିନ ହେଇ ଯାଇଥିଲ,
ଆଉ ମୁଁ ଦେଇ ଦେଇଥିଲି ମୋ ସବୁ ରଂଗ ତକ ।
ତୁମେ ରାତାରାତି ଇନ୍ଦ୍ରଧନୁ ବନିଗଲ,
ଆଉ ଅଣାୟତ ହେଇଯାଇଥିଲା ସେ ଭିଡ଼ ରୋକିବା ।
ତୁମକୁ ପାଇବା ପାଇଁ
ସତେ ଯେମିତି ପ୍ରତିଯୋଗିତା ଚାଲିଥିଲା ଏକ ରକମ୍ ।
କିଏ ଜାଣି ଶୁଣି ନିଜକୁ ରଙ୍ଗହିନ କରୁଥିଲା,
ତ ଆଉ କିଏ ଭାବୁଥିଲା
ଏଇଟା ହିଁ ସଠିକ ସମୟ ନିଜକୁ ପରଦା ଉପରେ ପାଇବା ।
ଏଇ ଲୁଚକାଳି ଭରା ସମୟରେ କିନ୍ତୁ କେହି ଭାବି ନଥିଲେ,
ଯେ କେମିତି ତୁମେ ସେଇ ଇନ୍ଦ୍ରଧନୁ ହେଲ ।
ବୋଧେ ତୁମେ ଜଣେଇବା ପାଇଁ ଚାହିଁନଥିଲ ।
ମୁଁ ହିଁ ସୂର୍ଯ୍ୟ ଥିଲି
ଆଉ ସେ ସବୁ ରଙ୍ଗ ମୋର ଥିଲା,
ଏକଥା କେହି ଜାଣି ନଥିଲେ ।

-


31 MAY 2020 AT 11:38

Do you remember !
When you became colourless last time,
and I gifted all my colours to you to shine .
You became rainbow,
The crowd was so high
that it was uncontrollable to stop.
A competition was already started
and everyone wanted to capture you.
Some were becoming colourless designedly,
and some were in their fantasyland
thinking,
this is the right time to get them in limelight.
In the meantime of this,
No one didn't ask you
how you became rainbow.
Or else,
you might not have introduced them about the truth.

And I was the sun...no one knew
Those colours were mine ....

-


9 MAY 2020 AT 10:55

थक जाता हूँ इन हजारो के भीड़ में,
राहत कि सांस भरता हूँ
जब आता हूँ पहाड़ में ।

-


21 APR 2020 AT 11:06

ଦିକି ଦିକି ହେଇ ଜଳୁଥିଲା ଭିତରୁ,
ବୋଧେ ଲିଭି ଯାଇଥିବ ଭାବି
ଛାଡ଼ି ପଳେଇ ଆସିଥିଲି ।
ନିଜର ଅଧିକାର ଜାହିର କରିବା ପାଇଁ,
ବନ୍ଦ କବାଟକୁ ଠକ ଠକ କରି
ବାଡେ଼ଇ ଚାଲିଥିଲା ସେ ।
ରାତିର ଅନ୍ଧକାର,
ସମୟର ତାଡନା,
ଅଉ ଉବୁଟୁବୁ ଜହ୍ନର କିରଣରେ,
ନିଜକୁ ବୋଧେ ଚିହ୍ନି ସାରିଥିଲା ସେ,
ଆଉ ଏମିତି ଭାବେ
ମୋ ମଲା ସ୍ବପ୍ନର ପୁନଃର୍ଜନ୍ମ ହେଇଥିଲା ।

-


19 APR 2020 AT 18:06

ଛନ୍ଦି ହେଇ ବନ୍ଦୀ ଥିଲି
ସେଇ ଧାର କଜଳରେ ।
ତାରୁଣ୍ୟର ବନ୍ୟା ଆସି କୂଳରେ ପିଟି ହେଉଥିଲା,
କିନ୍ତୁ ନଦୀ ହେଇ
ବୋହିଯିବା ସପକ୍ଷରେ ନଥିଲି ।
ସାଗର ସଂଗମ ପାଇଁ
ନିଜକୁ ଖରସ୍ରୋତା ତ କରି ପାରିବିନି ନା ।
ହେଇଯିବି ପଛେ ପରିତ୍ୟକ୍ତ ହ୍ରଦ,
କିନ୍ତୁ ସଂଗମ ପାଇଁ
ମଧୁର ଛାଡ଼ି ଲବଣ ତ ଭରି ପାରିବିନି ନା ।

-


Fetching Nadugopal Bhuyan Quotes