N.S Payal   (N.S.Payal)
1.0k Followers · 24 Following

Not a terrific writer just a girl who wants to write...
Joined 10 December 2016


Not a terrific writer just a girl who wants to write...
Joined 10 December 2016
13 APR 2023 AT 7:36

ଯେତେବେଳେ ଅକୁହା ବେଦନା,
ଭରି ଦିଏ ମନେ ବ୍ୟଥା,
ବହୁତ୍ ମନେ ପଡେ ତୁମ କଥା
ଯେତେବେଳେ ଭାଙ୍ଗି ଯାଏ,
କିନ୍ତୁ ନୁଆଇଁ ପାରେନି ମଥା
ଭୁଲି ପାରେନି ତୁମ କଥା
"ଜୀବନ ସାରା ଲଢ଼ିବା ପାଇଁ ହେବ
ସଜାଡି ସାହସ ରଖିଥା "
ଆଜି ଭାରି ମନେ ପଡେ ତୁମ କଥା,
ମାଆ, ତୁମ ବିନା ନାହିଁ ଯେ
ମୋ ଜୀବନର ସତ୍ତା।।

-


25 MAR 2023 AT 10:09

You wake up tired, and grasp its already late,
Your eye-lids are still heavy,
And you feel so sleepy...
But You get out of that cozy bed straight.

Managing all the daily chores,
Avoiding the body that is full of sores.
You tried hard to pick up your soul,
And Yes, You have the control.

Getting into a bus,
Keeping away from all the hush.
Coping to get a seat,
Acting to be a bit sweet.

Passing all the mess,
Being proud of your competence.
You step ahead to seize the day,
The Proud Woman in you Sway . ❤️

-


1 OCT 2020 AT 21:40


Swelled up legs, hands and feet..
Can't even think to bend and wear some tight
Nausea, back pain  and all the sleepless night.
I swear I didn't take a drop of liquor,
But still every morning I have a hangover
Itching here, there or you can say all over.
Marks everywhere, but was never satisfactorily on my report card...
Believe me, going to the loo too You need a guard,
But there ll be boxes of delicacies as sweet regards.
9 months of extreme mood swings,
All you would want is your pillow to cling
Oh no!! Don't worry this are all just normal things .
You have to wait , wait and wait,
Till you don't gain all the desired weight
You would feel proud, people calling you fat.
But at the end ,all things are worth it,
Cause a lil human is getting ready for the flit
And my husband is getting ready to baby-sit .

-


4 MAY 2020 AT 15:42


ମଦ ଦୋକାନ ଖୋଲିନି ତୋ ମଦୁଆଙ୍କ ଭାଗ୍ୟ ଯାଇଛି ଖୋଲି
ଏମିତି ଲମ୍ବା ଧାଡିରେ ହୋଇଛନ୍ତି ଠିଆ,
ଯେମିତି ମଦ ମିଳିଲା ମାତ୍ରେ, ଦୋକାନୀକୁ ମାରିବେ ମୁଣ୍ଡିଆ !!
ଛି ଛି ରେ କଣ ଆଉ କହିବ,
ଆଉଥରେ ପୁଣି ସବୁଜରୁ ଲାଲୀ ଯେବେ ହେବ ଜାଣିବ !!
ପଇସା ନାହିଁ ତାଲା ବନ୍ଧ କରିଲେ ମରିଯିବି ମୁହିଁ,
ମଦ ପାଇଁ ଧାଡିରେ ଠିଆ ଠିଆ ମରୁନୁ କାହିଁକି ଯେ ତୁହି ???
BPL ଚାଉଳ, BPL ଡାଲି ବିକି ଧାଡିରେ ଠିଆ ହେଇଚି ନେବ ବୋଲି ଟିକିଏ ନାଲି ପାଣି,
ସରକାର ମୁହଁରେ ନାହିଁ ଟିକେ ଲାଜ ଦଉଚି ତୁମକୁ ସବୁ ଜିନିଷ ଟାଣି ଆଣି !!

-


27 AUG 2019 AT 21:36

ମନ ଖୋଲି ଛୁଆଙ୍କ ପରି ଠୋ ଠୋ ହସିବା ପାଇଁ,
କେତେ ବା ଆତ୍ମିୟତା ଲୋଡ଼ା ??
ସେଇ ଭସା ବାଦଲରେ ପ୍ରତିଛବି ଖୋଜିବା ପାଇଁ,
ସେଇ ଉଡି ବୁଲୁଥିବା ପ୍ରଜାପତି ସହ ଧାଇଁବା ପାଇଁ,
ଆଖି ବନ୍ଧ କରି କାହାକୁବି ବିଶ୍ୱାସ କରିନେବା ପାଇଁ !!
ଏ ଦୁନିୟାରେ ସତେ କେତେ ବା ଆତ୍ମିୟତା ଲୋଡ଼ା ବାସ ଗୋଟେ ମଣିଷ ହୋଇ ବଞ୍ଚିବା ପାଇଁ ??

-


8 JUN 2019 AT 19:11

ଅସୁମାରି କଥା ଓଠ ତଳେ ଅଛି
ଅଭିମାନୀ ଶବ୍ଦ ମୁହଁ ଫୁଲେଇଛି,

କହିବ କେତେ କଥା ସେ ଭାବୁଛି
ବୁଝି ପାରିଲା ଭଳିଆ ମଣିଷଟେ ଖୋଜୁଛି,

ପ୍ରଜାପତି ପରି ଖାଲି ଉଡୁଛି
କେତେକ ଶବ୍ଦ ପୁଣି ଭାଷାର ଠିକଣା ବା କାହିଁ ପାଉଛି ।

-


7 JUN 2019 AT 8:36

ସଭାଟେ ଥିଲା ବସି
ସଭ୍ୟ ଥିଲେ କୁଖ୍ୟାତ ଅସ୍ତ୍ର ରାଜ୍ୟର ବାସୀ,
କାଁହଁକି କେଜାଣି !! ଛୁରୀ, ଭୂଜାଲି ଓ ଖଣ୍ଡା
ପାଟି କରୁଥିଲେ ରହି ରହି,

ଏ କହୁଥାଏ ମୁଁ ଧାରୁଆ,
ସେ କହୁଥାଏ ମୁଁ ସେଇୟା ।
ଏ କହୁଥାଏ ମୋ କ୍ଷତ ଗଭୀର ,
ସେ କହୁଥାଏ ମୋଠାରୁ ବା କେ ବଞ୍ଚିପାରିବ ।

ହଟାତ ଶୁଭିଲା ହସର ସ୍ୱର,
ଦେଖିଲା ବେଳୁ ଜିଭ ହେଇଚି ଠିଆ ଧୀର ସ୍ଥିର ।
ପଛରେ ଯେ ତାର କେତେକ ସୈନ୍ୟ ,
ଅସ୍ତ୍ର ନୁହେଁ ଖାଲି ଶବ୍ଦରେ କରିବେ ସମସ୍ତଙ୍କୁ ମୌନ ।

ହାଡ ନଥାଇ, ସବୁଠୁ ଧାରୁଆ ମୁଁ ରେ ଭାଇ
ଧନୁ ତୀର ନାହିଁ, ଛାଡ଼ିବି କଥା ବାଣ ସେ କୁହଇ,
କାଟିବ ଏମିତି, କ୍ଷତକୁ ଭୁଲିପାରିବନି ଯେମିତି
ଜୀବନ ସାରା ରହିବି ମନେ, ମୋର ଯେ ପୁଣି ନାହିଁ ଇତି ।।


-


12 MAY 2019 AT 12:35

Maa, aai, Mummy , ammi call her by whatever name u can
But the love and care she gives remain the same .
Be it a day when she is not fine,
But you can never see her relaxing indeed taking care of mine .
A day dedicated for her is just like a pinch of sand on the sea,
The priceless adoration and emotions from her is for free.

-


12 MAY 2019 AT 12:02

To trust myself no matter what..
To delete the issue, people and emotion that hurt

Above all, my mother taught me

To fight, no matter how strong the storm is in the sea .

-


11 MAY 2019 AT 8:51

its a weekend,
And you can dream laying
in the bed till the day end 😉

-


Fetching N.S Payal Quotes