Mukesh Senapati   (Mukesh Senapati)
29 Followers · 15 Following

Joined 23 June 2020


Joined 23 June 2020
11 JUL 2021 AT 20:34

ତିନିରଥ ଚକାତଳେ ଗର୍ବ ଆଉ ଅହଙ୍କାର
ମାଡ଼ି ଦେବ ପ୍ରଭୁ ମୋର।
କେତେ ତପ ପୁଣ୍ୟ ବଳେ
ତୁମର ଶରଣ ମିଳେ।
ଏତିକି ଅନୁରୋଧ ପ୍ରଭୁ ମୋର
ସଂହାର ଲୀଳା ତୁମ, ବନ୍ଦ କର।
ରୋଗ ଶୋକ ଦାଉରୁ
ଉଦ୍ଧାର ହେ ଚକାଡୋଳା।
ତୁମେ ନ ରଖିଲେ ପ୍ରଭୁ
ବୁଡିବ ଆମର ଭେଳା।
ରଥସଜ ପଥସଜ
ଆସ ପ୍ରଭୁ ଜଗନ୍ନାଥ।

-


9 JUL 2021 AT 20:03

ମତେ ଦେଖି ଇର୍ଷା କରିପାର,ଘୃଣା ନୁହଁ।

-


9 JUL 2021 AT 19:21

ତମେ ମତେ ଭଲ ନ ପାଇପାର,
କିନ୍ତୁ ଭୁଲି ପାରିବନି।

-


9 JUL 2021 AT 9:27

କାହା ଛବି ଦେଖିବା ଛାଡ,
ନିଜକୁ ଥରେ ଆଇନାରେ ଦେଖ।

-


9 JUL 2021 AT 0:04

ମୋ ମନ କୁ ବୁଝିବା ଆଗରୁ
ମତେ ବୁଝିବାକୁ ଚେଷ୍ଟାକର।

-


8 JUL 2021 AT 17:22

ସ୍ୱାର୍ଥପର ପ୍ରେମରେ ନୁହଁ,
ସ୍ୱାର୍ଥହିନ ପ୍ରେମରେ ସାର୍ଥକତା ଥାଏ।

-


7 JUL 2021 AT 23:05

ଯଦି ପାଇବାର ଅର୍ଥ ପ୍ରେମ ହୁଏ,ତାହେଲେ
ଏ ପ୍ରେମ କାହାକୁ ନହେଉ।

-


5 JUL 2021 AT 9:40

ଯଦି ଉତ୍ତର ଶୁଣିବାକୁ ସମୟ ନାହିଁ,
ତାହେଲେ ପ୍ରଶ୍ନ କରନି।

-


1 JUL 2021 AT 0:03

ମତେ ଭଲପାଇବ...? ଭଲପାଅ।

ବିଶେଷ ଦ୍ରଷ୍ଟବ୍ୟ
-----------------
ମତେ ଭଲପାଇବା ସହଜ କିନ୍ତୁ ଭୁଲିବା ବହୁତ୍ କଷ୍ଟ।

-


29 JUN 2021 AT 23:27

କେତେଦିନ ଆଉ ଅନ୍ୟର ଖୁସିରେ ଖୁସି ହେବୁରେ ମନ,
କୋଉ ଦିନ ନିଜ ଖୁସି ରେ ଖୁସି ହ ।

-


Fetching Mukesh Senapati Quotes