Monalisa Tripathy   (monalisa's diary)
158 Followers · 31 Following

Writer by choice
Try to bring real life situations in my words
Joined 6 February 2018


Writer by choice
Try to bring real life situations in my words
Joined 6 February 2018
5 JUN 2024 AT 22:29

ଜନତାର ମତ ଅନୁସାରେ ଆଜି ଭାଜପା, ବିଜେଡିର ସ୍ଥାନ ନେଇଛି ସତ, ହେଲେ ନବୀନ ପଟ୍ଟନାୟକଙ୍କ ସ୍ଥାନ ନେବା ସେତେ ସହଜ ହେବ ନାହିଁ । କୋଉଠି ଗୋଟେ ପଢିଲି ଆଜି,

ଆପଣ ନିର୍ବାଚନ ଲଢି ନାହାନ୍ତି, ଲଢି ଥିଲେ ନିଶ୍ଚିତ ଜିତିଥାନ୍ତେ ।।

ଆପଣ ଯେ ଅନନ୍ୟ ତାର ପ୍ରମାଣ ହେଉଛି, ଆଜି ଭାଜପା ର ଜିତିବା ଠାରୁ ବେଶୀ ଚର୍ଚ୍ଚା ଆପଣଙ୍କ ହାରିବାର ହଉଛି ।
1999 ରୁ 2024, ବିରୋଧୀ ମଧ୍ଯ ମାନିବେ ଯେ ସୁପର ସାଇକ୍ଲୋନେ ରୁ ଆଜି ଯାଏଁ ନେଇ, ଓଡ଼ିଶା କୁ ସୁଧାରିବା ପାଇଁ ଅପନେ ବେଶ କାମ କରିଛନ୍ତି ।ଭାଜପା କଣ କରିବ, ଓଡ଼ିଆ ଅସ୍ମିତା, ଓଡିଆ ସ୍ୱାଭିମାନ କୁ କେତେ ବଞ୍ଚାଇବା ବା ଆଗକୁ ନେବା ସେକଥା ଭବିଷ୍ୟତ ହିଁ କହିବ, ତେଣୁ ନୂଆ ପୀଢ଼ିକୁ ସୁଯୋଗ ଦେବା ଠିକ୍ କଥା ।ଦୀର୍ଘ ପଚିଶ ବର୍ଷ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତର କୁ ନେବାର ପ୍ରଚେଷ୍ଟା କରିଥିବାରୁ ଆପଣଙ୍କୁ ବହୁତ ଶୁଭେଚ୍ଛା ।

ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନର ସଦା କାମନା କରିବୁ ଆମେ ଓଡ଼ିଆ ଜାତିର ପ୍ରାଣ ଜଗନ୍ନାଥଙ୍କ ପାଖରେ ।

#ନବୀନ #NabinOdisha #nabinpattnaik #bjd

-


29 MAR 2023 AT 13:00

वो जो लोग दुनिया बदलने चले थे
अब
नौकरी में अपना शहर ही नहीं बदल पा रहें हैं।।

-


1 FEB 2023 AT 8:37

ए दिल
मत कर इतना घमंड
अपने हसीन जिंदगी पे,
लोगों की दुनिया पलटते हुए
देखा है ,
हमने पलके झपकते ही ।।

-


1 FEB 2023 AT 8:32

Learn to
appreciate, motivate
not criticize
people
in their back.



-


28 OCT 2022 AT 21:14

ଥରେ ଭାବି ଦେଖନ୍ତୁ ତ୍

ଆମ ସମାଜ ଆଉ ପରମ୍ପରା କୁହେ କାର୍ତ୍ତିକ ମାସରେ ଆଇଁଷ ଛାଡ଼ିବା ଉଚିତ୍। କାରଣ ଏହି ସମୟରେ ମାଛ ମାନଙ୍କୁ ଏକ କିଛି ଅଜଣା ରୋଗ ହୋଇଥାଏ । ଯଦି ଏମିତି କଥା ତେବେ ମାଛ ଛଡ଼ା ବାକି ଆଇଁଷ ତ୍ ଖାଇହେବ, ନୁହେଁ କି??
ତେବେ ଯାହା ବି ହେଉ, ଏଇ ସମୟରେ ପିଆଜ ରସୁଣ ଆଉ ଆଇଁଷ ଛାଡ଼ି ମାସ ଯାକ ପୁଣ୍ୟ କରିବା ପାଇଁ କଥା ରହି ଆସିଛି । ଖାଲି ସେତିକି ନୁହେଁ ମାସ ଶେଷରେ ଡଙ୍ଗା ଭସେଇ "ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର ସକଳ ପୁନିଅ ମୋର" ବୋଲି କହିବାର ପ୍ରଥା ମଧ୍ୟ ଅଛି ।
ତେବେ ମୁଁ ଏସବୁ ର ବିରୋଧୀ ଆଦୌ ନୁହେଁ, କିନ୍ତୁ ମୁଁ ଏତିକି କହିବା ପାଇଁ ଚାହୁଁଛି, କାର୍ତ୍ତିକ ମାସରେ ଆଇଁଷ ଛାଡିଥିବା ଲୋକ ଏହି ମାସରେ ଆଇଁଷ ଖାଉଥିବା ଲୋକଙ୍କୁ ଅଭିଶାପ ଦେଉଥିବେ ହେଲେ ଛାଡ ଖାଇ ଦିନ ପ୍ରଥମେ ଆଇଁଷ ଦୋକାନ ଗରେ ଭିଡ ଜମେଇ ଥିବେ, ତେବେ ଏହା କେତେ ଦୂର ନ୍ୟାୟ ସଙ୍ଗତ??
ମାସ ଯାକ ଆମିଷ ଛାଡ଼ି ଅତି ବ୍ୟାକୁଳତାର ସହ ଛାଡ଼ଖାଇକୁ ଅପେକ୍ଷା କରି ବସିଲେ କଣ ପୁଣ୍ୟ ମିଳିଯିବ କି??

-


26 OCT 2022 AT 10:38

ଥରେ ଭାବି ଦେଖନ୍ତୁ ତ୍,
ରାବଣ ତ ଗୋଟିଏ ପାପ କରିଥିଲା, ମା ସୀତାଙ୍କୁ ଚୋରି କରିଥିଲା, ହେଲେ ତାଙ୍କ ସହ କେବେ ଅଶୋଭନୀୟ, ଅସଙ୍ଗତ ବ୍ୟବହାର କରି ନଥିଲା । ସମ୍ମାନର ସହ ଅଶୋକ ବାଟିକା ରେ ରଖିଥିଲା।ହେଲେ ବି ୭୦୦୦ବର୍ଷ ପରେ ଆଜି ବି ଏ ସମାଜ ତାକୁ ସବୁ ବର୍ଷ ଜଳାଉଛି।
ଯଦି ପର ସ୍ତ୍ରୀ କୁ ଚୋରି କରିବା ପାଇଁ ରାବଣ ଆଜି ବି ଦୋଷୀ, ତେବେ ଗଣଦୁଷ୍କର୍ମ କରୁଥିବା, ଯେ କୌଣସି ନାରୀକୁ ପାପ ଦୃଷ୍ଟିରେ ଦେଖୁଥିବା ପୁରୁଷ ମାନେ କେତେ ଦୋଷୀ?? ଭାବନ୍ତୁ ଏବେ ଛୋଟ ଝିଅଠୁ ନେଇ ବୟସ୍କ ସ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆମ ସମାଜରେ ଅସୁରକ୍ଷିତ । ଗୋଟିଏ ଛୋଟ ଭୁଲ ପାଇଁ ଯଦି ରାବଣ ଆଜି ବି ଦଣ୍ଡିତ ତେବେ ଏସବୁ ପାପ କରୁଥିବା ପୁରୁଷ ମାନେ କେତେ ମାତ୍ରାରେ ଦଣ୍ଡିତ ହେବା ଉଚିତ୍??
ଥରେ ଭାବି ଦେଖନ୍ତୁ ତ୍, ଆଜିର ସମାଜରେ କୁଢ଼ କୁଢ଼ ରାବଣ ଭରି କି ଅଛନ୍ତି । ମରି ଯାଇଥିବା ରାବଣକୁ ନ ଜଳେଇ ବଞ୍ଚିଥିବା ଏଇ ଦୁଷ୍ଟ, ବଦମାସ, ସୈତାନ୍ ମାନଙ୍କୁ ଜଳା ହୁଅନ୍ତା, ତେବେ ଆମ ସମାଜ ରୁ କିଛି ମାତ୍ରାରେ ଦୁଷ୍କର୍ମ କମି ଯାଆନ୍ତା ।

-


26 OCT 2022 AT 10:16

ନିଜ ମନରେ ସବୁ ପ୍ରକାର କୁ-ଚିନ୍ତା ଥାଇ ରାବଣକୁ ପୋଡ଼ିବା ପାଇଁ ତୁମେ କିଏ??
ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ତ୍ ନୁହଁ ନା??
ତେବେ ସବୁ ବର୍ଷ ତାକୁ ପୋଡୁଛ କିଆଁ??

-


14 MAY 2022 AT 13:51

Once the door closed is always closed

-


30 APR 2022 AT 23:56

Truth can never be hidden, it's like light, it always comes out..

-


27 APR 2022 AT 13:54

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦେଖି ଆଗାମୀ ୫ ଦିନ ସ୍କୁଲ ଛୁଟି ରହିବ, ପିଲା ମାନଙ୍କ ପାଇଁ ।
କିନ୍ତୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପରେ ଥଣ୍ଡା କୁଆ ପଥର ବର୍ଷା ହେବ ସହ ମଳୟ ପବନ ବହିବ ବୋଲି ଅନୁମାନ କରୁଛି ରାଜ୍ୟ ପାଣିପାଗ ବିଭାଗ |

-


Fetching Monalisa Tripathy Quotes