FRIENDSHIP
Friendship is one of the greatest blessings of God given to man.it is more precious than any material wealth. A true friend is a pride and glory to us.
When we talk of friendship, we are bound to recall the Greek story of Damon and pythias. Pythias had been sentenced to death by king Dionysus.-
ଅନ୍ୟ କାହାକୁ କଷ୍ଟ ଦେଇ ମୁଁ
ଲଜ୍ଜିତ ମୁଁ ହେବି ନାହିଁ
ନିଜ ଦୁଃଖ କୁ ନିଜେ ମୁଁ ପିଇବି
ବାଣ୍ଟିବାକୁ ଦେବି ନାହିଁ।।
ବନ୍ଧୁ ର ଯଦି ଇଚ୍ଛା ବିରୋଧରେ
କହିଦେବ ଟିକେ କଥା
ଦୁନିଆଁ ଆଗରେ ନିଜେ ବନ୍ଧୁ ତୁମେ
ଫିକା ପଡ଼ିଯିବ ସିନା।।
ବନ୍ଧୁ ର ସମ୍ପର୍କ ରଖିବା ଆଗରୁ
ପୂର୍ବରୁ ଭାବିବ ଥରେ
ବନ୍ଧୁ କ'ଣ କେବଳ ବନ୍ଧୁ ବୋଲି ଭାବ
ତା ଇଛା ଠାରୁ ଦୂରେଇ।।
ବନ୍ଧୁ ମନକଥା ବୁଝିବାକୁ କେବେ
ଚେଷ୍ଟା ତ କରିବ ନାହିଁ
ଚେଷ୍ଟା ଯେବେ କରିବ ତୁମେ
ଦୂରେଇ ଯିବ ରେ ଭାଇ।।
.............................
-
ଭଲ ବନ୍ଧୁ ଟିଏ ଭାବି ଯିଏ ମୋତେ
କରିଥିଲା ଏତେ ଆପଣାର
ତାଙ୍କ ଭଲପାଇବା କୁ ପରଖି ନ ଥରେ
ତାଙ୍କୁ ମୁଁ କରିଲି ପର ।।
ଯାହାଙ୍କୁ ମୁଁ ଭାବିଲି ବନ୍ଧୁ
ସେ କହିଲେ ମୋତେ ଥରେ
ମ ବିନା କାହାକୁ ବନ୍ଧୁ ଭାବିବନି
ଜୀବନ ରେ ଆଉ ଥରେ।।
ଯାହାଙ୍କୁ ଭାବିଲି ବନ୍ଧୁ ବୋଲି ମୋର
ସେ ବୁଝିଲା ନିଜ ଜୀବନ ର
ଜୀବନର ସ୍ବାଦ ଚଖାଇବ କଣ
ମୋତେ କରିଲା ସେ ଅନ୍ତର ।।
ତଥାପି ମନରେ ଭରଷା ରଖିଛି
ବନ୍ଧୁ ମ ଆସିବ ଫେରି
ଆଗ ଭଳି ଆଉ କଥା ହେବି ନାହିଁ
ମନରୁ ସରସ ଯାଇଛି ମରି।।
-
ରାତ୍ରୀ ର ଅନ୍ଧାରୀ କାନ୍ଥରେ
ତୁମ ଛାଇ
ପଡ଼ିବାର ସୂଚନା ନାହିଁ ।
କିନ୍ତୁ ରଙ୍ଗର ରଙ୍ଗମଞ୍ଚରେ
ଅକସ୍ମାତ ଦେଖା ଦେଲ
ଅବିର ଧରି।
ମୁଁ କିନ୍ତୁ ଭାବିନଥିଲି
ତୁମେ ସାତ ରଙ୍ଗର ଅବିର ନେଇ
ଜୀବନ ର ରଙ୍ଗମଞ୍ଚରେ ଉପସ୍ଥିତ
ହେବ ବୋଲି।
ଆତ୍ମା ଓ ଶରୀର କୁ ରଙ୍ଗିନ କରି
ଭବିଷ୍ୟତ କୁ ଅନ୍ଧାର କରି ତୁମେ
ନିଶାର୍ଦ୍ଧ ରେ ଚାଲିଗଲ ।
କାହିଁକି ଆସିଲ ବନ୍ଧୁ
ମୋର ସମ୍ପୂର୍ଣ୍ଣ ପ୍ରୋଫାଇଲ୍ କୁ
ନଷ୍ଟ କରି ଚାଲିଗଲ
କେଉଁ ଅଜ୍ଞାତ ସ୍ଥାନ କୁ।
-
ତୁମେ ଆସିବ କାଶତଣ୍ଡୀ ପୁଷ୍ପେ
ମନର ଆବେଗ କୁ ନେଇ।
ଏ ବିକ୍ଷୀପ୍ତ ହୃଦୟକୁ ତୁମେ
ସଜାଡିବ ସୁଗନ୍ଧ ଦେଇ।
-
ଅଦିନିଆ ବର୍ଷା ରେ ଭିଜି ଆସି ନାହାନ୍ତି
ମନ୍ଦିର ର ଦେବତା ଆଜି ନାହିନ୍ତି।
କାହିଁ ସେ ସରଙ୍ଗି ଫୁଲ ଶାଳ ବଣେ
ଖୁଜି ବୁଲନ୍ତି ସବୁ ଘୋରବନେ।
-
Standing at the foot boy
Gazing at the sky ;
How can you succeed boy
If you never try ?-
ଚାକରାଣୀ
ଚିନ୍ତା ଦେବୀ ରାଗରେ ଗରଗର ହୋଇ ଧରିଥିବା ଲୋଟାକୁ ଜୋରରେ ଛିଞ୍ଚାଡି ଦେଲେ । ସକାଳ ହେବାର ଦୁଇ ଘଣ୍ଟା ହୋଇ ଗଲାଣି ଏ ଯାଏ ଚାକରାଣୀ ବାସନ୍ତୀ ଦେଖା ନାହିଁ। ବାସନ ସେମିତି ମଜା ନ ହୋଇ ପଡ଼ିଛି। ଆଜି ପୁଣି ଚିନ୍ତା ଦେବୀ ଙ୍କ ମୁଣ୍ଡ ଉପରେ ଆହୁରି ଅନେକ କାମ। ପ୍ରଥମ କରି ଘରକୁ ନୂଆ ଅତିଥି ଆସୁଛନ୍ତି ବଡ଼ ଝିଅ ସୁନି କୁ ଦେଖିବା ପାଇଁ। ସେମାନେ ଏଇନେ ଫୋନ୍ କରିଥିଲେ। ଆଉ ଅଧଘଣ୍ଟାଏ ମଧ୍ୟରେ ପହଁଚିବେ। ଭାଗ୍ୟ ଭଲ ଆସିବା ବେଳେ ନଦୀ ପୋଲ ପାଖରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ସେଥିପାଇଁ ଘଣ୍ଟାଏ ବିଳମ୍ବ ନ ହେଲେ ଇଜତ୍ ସରିଯାଇଥାନ୍ତା। ଚିନ୍ତା ଦେବୀ ଙ୍କ ବାସନ ମାଜିବା ଅଭ୍ୟାସ ନାହିଁ। ତେଣେ ତାଙ୍କ ଝିଅ ମାନଙ୍କ କଥା ନ କହିଲେ ଭଲ। କେବେ ମଧ୍ୟ ଆଠଟା ପୂର୍ବରୁ ବିଛଣା ଛାଡନ୍ତି ନାହିଁ। ଅବଶ୍ୟ ଏ ସମୟରେ ଦେବୀ ଅଧଘଣ୍ଟା ପୂର୍ବରୁ ଉଠି ପଡନ୍ତି। ସ୍ୱାମୀ ସୁକାନ୍ତ ବାବୁ ବେଡ଼ ଟି ଆଣି ଥୋଇଦିଅନ୍ତି ସ୍ତ୍ରୀ ଙ୍କ ପାଖରେ ଏବଂ ପରିବା ପାଇଁ ବ୍ୟାଗ ଧରି ଡେଲି ମାର୍କେଟ କୁ ବାହାରିପଡ଼ନ୍ତି। ଏଣେ ବାସନ୍ତୀ ବାସନ ମାଜି, ଘର ଦ୍ୱାର ଓଳେଇ କେବେକେବେ ଚଟାଣ କୁ ପାଣିରେ ଧୋଇଦିଏ । ନହେଲେ ଉଦା କନାରେ ପୁଛିଦିଏ । ଆଜି ପର୍ଯ୍ୟନ୍ତ କୋୖଣସି ଦିନ ବାସନ୍ତୀ ତା'ର କର୍ତ୍ତବ୍ୟ ରେ ହେଳା କରିନି। ଠିକ୍ ସମୟରେ ଠିକ୍ କାମ କରି ଚିଲେ। ..................…........................
-
ପ୍ରକୃତରେ ପ୍ରକୃତି କେତେ ପୂଜା ପାଏ
ଧରଣୀମାତାଙ୍କ କୋଳରେ
ଖରା, ବର୍ଷା, ଶୀତ ଶହି
ଅନ୍ୟର ଉଦର ମେଣ୍ଟଏ।
ତଥାପି ଆଜି ପୁରୁଷ
ନାରୀର ଷର୍ବଶ୍ୱ ଛଡ଼ାଇ ନେଉଛି
ପ୍ରତ୍ୟେକ ପୁରୁଷ ପାଖରେ ନାରୀତ୍ୱ ରହିଛି
କିନ୍ତୁ ପୁରୁଷ ନିଜର ନାରୀତ୍ୱ ହରାଉଛି ।
-
ଆକାଶ ରେ ମେଘ
ଢାଙ୍କୁଣି ପରି ଦିଶେ
ସୂର୍ଯ୍ୟ ଙ୍କ କିରଣ
ଗରମ ପାଣି ର ବାଷ୍ପ ପରିଲାଗେ
ଆଜିର ଶ୍ରାବଣ ପୂର୍ଣ୍ଣିମା ରେ।
ସତ୍ୟ ରେ ସତୀ
ତ୍ରେତୟା ରେ ସୀତା,ତାରା, ମନ୍ଦୋଦରୀ
ଦ୍ଵାପର ରେ ଦ୍ରୋପଦୀ, ସୁଭଦ୍ରା
ସିନ୍ଦୂର ପରି ଭାଇ ହାତରେ ଭଉଣୀ
ରାକ୍ଷୀ ବାନ୍ଧିଥାନ୍ତି ରକ୍ଷା କବଚ ପରି।
..........................................।
-