ମହେଶ୍ୱର କବି କବିତା   (JITU BHAI COACHING(JBC))
35 Followers · 7 Following

read more
Joined 19 April 2020


read more
Joined 19 April 2020

ବନ୍ଧୁକ ମୁନରେ କରିଲେ ଶାସନ , 
ଲୁଟିନେଲେ କେତେ ସେ ସମ୍ପତ୍ତି ଧନ,

ପ୍ରଚଳନ କରିଲେ କଳା ଆଇନ , 
ଲୁଟିନେଲେ ଆମର ମାନ ସର୍ମାନ , 

ଅସହ୍ୟ ହୋଇଲା ମଣିଷ ଜୀବନ , 
      ବନ୍ଧୁକ ମୁନରେ କରିଲେ ଶାସନ , 
      ଲୁଟିନେଲେ କେତେ ସେ ସମ୍ପତ୍ତି ଧନ,

-




ଏତେ ସବୁ ଦେଇଛ ହେ ନିରାକାର ,
ଦେଇଛ ମନ , ପ୍ରାଣ , ଏହି ଶରୀର ,

ତୁମ ଠାରୁ ସୃଷ୍ଟି ହୋଇବ ବିଲୀନ ,
ତୁମ ଠାରେ ମିଶିବ ମନ , ଜୀବନ ,

ତୁମେ ଅଟ ସାରା ସଂସାରର ସାର ,
ଏତେ ସବୁ ଦେଇଛ ହେ ନିରାକାର ,
ଦେଇଛ ମନ , ପ୍ରାଣ , ଏହି ଶରୀର , ........

-



ଦଶମ ଶ୍ରେଣୀ
ବୀଜଗଣିତ 1 ( a )

7 ନମ୍ବର ପ୍ରଶ୍ନ ଓ ଉତ୍ତର

-



ଦଶମ ଶ୍ରେଣୀ

ବୀଜଗଣିତ 1 ( a )
4 ନମ୍ବର ପ୍ରଶ୍ନ ଓ ଉତ୍ତର

-



ଦଶମ ଶ୍ରେଣୀ
ବୀଜଗଣିତ 1 ( a )
2 ନମ୍ବର ଓ 4 ନମ୍ବର ପ୍ରଶ୍ନ ଉତ୍ତର

-



ଦଶମ ଶ୍ରେଣୀ
ବୀଜଗଣିତ 1 ( a )
1 ନମ୍ବର ପ୍ରଶ୍ନ ଓ ଉତ୍ତର
ସମୀକରଣ ସମାଧାନ

-



ଦଶମ ଶ୍ରେଣୀ
ବୀଜଗଣିତ

ଅନୁଶୀଳନ 1 ( a )
2 ନମ୍ବର ଉତ୍ତର
🌟 ଅନନ୍ୟ ସମାଧାନ , ଅସଂଖ୍ୟ ସମାଧାନ ଓ ସମାଧାନ ସମ୍ଭବ ନୁହେଁ

-



ଅଭିମାନୀ ପ୍ରେମ -- ୬

ଏକ ରୋମାଞ୍ଚ ଭରା ପ୍ରେମ କାହାଣୀ

-



ଅଭିମାନୀ ପ୍ରେମ -- ୫

ଏକ ରୋମାଞ୍ଚ ଭରା ପ୍ରେମ କାହାଣୀ

-



ଅଭିମାନୀ ପ୍ରେମ -- ୩

ଏକ ରୋମାଞ୍ଚ ଭରା ପ୍ରେମ କାହାଣୀ

-


Fetching ମହେଶ୍ୱର କବି କବିତା Quotes