ତୁମେ ମନେପଡ
ଦୂରେ ବହୁଦୂରେ ଯେବେ ଆକାଶରେ
ମେଘ ଦିଶିଯାଏ
ତୁମେ ମନେପଡ ।
ବର୍ଷା ଟିକେ ହଉ କି ନ ହଉ
ବିଜୁଳି ବି ମାରୁ କି ନ ମାରୁ
ଘଡ଼ଘଡ଼ି ଶୁଭୁ କି ନଶୁଭୁ
ବର୍ଷା ନାଁ ଧରିଲେ ହିଁ
ତୁମେ ମନେପଡ ।
ଆଜିକାଲି ଏମିତି ହେଲାଣି
ଶୀତ ଯାଇ ଏଯାଏଁ ବସନ୍ତ ଆସିନି
ବର୍ଷା ଏବେ ଦୂରେ ବହୁ ଦୂରେ
ତା କଥା ଛାଡ଼
କୋହଲା ପବନ ବି ହେଲେ
କାଳେ ବର୍ଷା ହେବ ଭାବି
ତୁମେ ମନେପଡ ।
ବରା ପିଆଜିରେ ନୁହେ
ରାସ୍ତା କଡ ଠେଲା ଦୋକାନରେ
ସୁଦୁ ଖରାବେଳେ ମଧ୍ୟ
ପକୋଡ଼ି ଛଣା ଦେଖିଲେ
ବର୍ଷା କାଳେ ଆସିଗଲା ଭାବି
ତୁମେ ମନେପଡ ।
ଖରା ବର୍ଷା ମେଘ ଘଡ଼ଘଡ଼ି
ଅଥବା ପକୋଡ଼ି
ତୁମେ ମନେ ପଡ଼ିବାକୁ
ଏ ସବୁ ରେ ଏତେ ଦମ୍ ନାଇଁ
ଏତେ ଦିନୁ ଛତl ନେଇ
ଫେରାଇନ ବୋଲି
ତୁମ ନିକୁଛିଆ ବୁଦ୍ଧି ପାଇଁ
ତୁମେ ମନେ ପଡ
ବର୍ଷା ହେଲେ ଭିଜି ଯିବି ବୋଲି
ଆଉ କିଛି ନୁହଁ, ତେଣୁ
ୟlଡୁ ସ୍ୟାଡୁ ଦିହକୁ ନବନି ।
-
I'm just me...
IMPOSSIBILITY OF US
If someone would ever ask me,
To describe the moon,
I’d brief them about your face.
If someone would ever ask me,
Why spring is my favourite,
I’d tell them it feels like your hugs.
If someone would ever ask me,
How much I need you,
I’d say just as the sun for a sunflower.
If someone would ever ask me,
How much I love you,
I’d say more than the bees,love their queen.
If someone would ever ask me,
Why I couldn’t be with you,
I’d tell them, I’m a dead plant
Watered by someone like you
Yet I couldn’t bloom
Perhaps, you deserve better,
More than I do.-
My fear
I’m not afraid to be in love, I’m afraid of being alone in love.
I’m not afraid of fights between us, I’m scared of being left broken.
I’m not afraid of distance, I’m afraid of losing you.
I’m not afraid of falling for you, I’m afraid not being able to rise again.-
I think I am falling in love deeper and deeper
It’s like wine getting better and better with time
I just fall every time I see him
And his smile and laugh catches me again and again
I am possessed now completely by him
It is melting me softly
I love him. Ya I just love him…-
You are my peace in a world too dark
A beacon of hope from the start
I have nothing to lose if I have you
I have nothing to have if not your heart-
I still think about you
Still miss you everyday
Not that i want you back
But because my love for you will always remain-
Be dard sii ban gyi hun
dard sehte sehte
bahut kuch apne dil mein hin dafna liya
kuch nhi hua kehte kehte-
I don’t care who leave me now because I am too tired to stop them just let me cared about them who stayed.
-
ଜୀବନ ଏକ ଉପନ୍ୟାସ
ବେଳେବେଳେ ଇଚ୍ଛା ହୁଅ ଜୀବନ ରୂପକ ଉପନ୍ୟାସର ପୁରୁଣା ପୃଷ୍ଠା ଗୁଡିକ ଓଲଟାଇ ପଢିବାକୁ। ଅତୀତର ଭୁଲରୁ କିଛି ଶିଖିବାକୁ ଆଉ ଆଜିର ଜୀବନକୁ ସୁଧାରି ଭବିଷ୍ୟତ କୁ ସୁନ୍ଦର କରି ଗଢିତୋଳିବାକୁ।ବେଳେବେଳେ ଇଚ୍ଛା ହୁଅ ପୁଣିଥରେ ସେଇ ଅତୀତର ନିରୀହ ଜୀବନଶୈଳୀକୁ ଆପଣାଇ ଆଜିର ଏଇ ଅବାସ୍ତବ ଅଭିନୟ ରୂପକ ଜୀବନରୁ ଦୁରେଇ ଯିବାକୁ। ବେଳେବେଳେ ଇଚ୍ଛା ହୁଅ ନିଜ ଅତୀତର ସ୍ମୃତିକୁ ମାନେ ପକାଇ ହସିବାକୁ। ଜୀବନ ରୂପକ ଉପନ୍ୟାସର ପୃଷ୍ଠା ସରିଚାଲିଛି ହେଲେ ସେଇ ସ୍ମୃତି ସବୁ ମାନସପଟରୁ କେବେ ଲିଭିବାର ନାଁ ଧରେନି। ସ୍ମୃତି ର ଜନ୍ମ ଅତୀତରେ ସତ ହେଲେ ଏହା ଭବିଷ୍ୟତ ଯାଏଁ ବିସ୍ତୁତ। ଜୀବନର ଅଙ୍କାବଙ୍କା ରାସ୍ତାରେ କିଏ କେତେବେଳେ ହାତ ଛାଡିଦିଏ କେହି କରିପାରିବେ ନାହିଁ ହେଲେ ଜୀବନର ଅଭୁଲା ସ୍ମୃତି ସବୁ ଅନ୍ତିମ ପଯ୍ୟାୟ ଯାଏଁ ଜୀବନର ସାଥୀ ହୋଇ ରହିଥାଏ। କିଛି ସ୍ମୃତି ଜଳାଏ କିଛି ସ୍ମୃତି ହାସଏ କିନ୍ତୁ ସବୁ ସ୍ମୃତି ସବୁବେଳେ ସାଥିରେ ଥାଏ ଠିକ ଯେମିତି ଅନ୍ଧର ଲଉଡ଼ି ପରି। ସେଥିପାଇଁ ବୋଧହୁଏ ଆଜିବି ଶହ ଶହ ବର୍ଷ ପୁରୁଣା ତାଜମହଲ ଆଜିବି ପ୍ରେମର ପ୍ରତୀକ ହେଇ ଶୋଭା ପାଉଛି ।-
The silent war inside her was getting louder.... Fight between heart n brain...
Fight between career n love...
balancing everything perfectly
Without hurting parents n partner
She became an alive dead soul…-