Manoj Das   (MANOJ DAS)
12 Followers · 7 Following

Pyar Karne Wale Rulate Bohut ......
Joined 19 January 2019


Pyar Karne Wale Rulate Bohut ......
Joined 19 January 2019
15 OCT 2024 AT 19:23

ଏଇ ମିଛ ଦୁନିଆରେ ତୁ ଏକା ସତ
ତୋ ଋଣ କେବେ ସୁଝି ହୁଏନା
ମାଆ ମାଆ ବୋଲି ତୋତେ ମୁଁ ଡାକେ
ତୁ ଏକା ମୋ ସାହା ଭରଷା।

ଦୁଃଖରେ ଥିଲେ ଆଉଁସି ଦେଇ
ସ୍ନେହ ମମତାରେ ଦେଉ ତୁ ଭରି
କଷ୍ଟ ଉଭେଇଯାଏ କିଛି କ୍ଷଣରେ
ତୋ ହାତର ସ୍ପର୍ଶ ପାଇ।

-


7 SEP 2024 AT 0:18

ପ୍ରିୟା ତୁମ ପାଇଁ ଚିଠି ଖଣ୍ଡେ.......💌

ଲେଖିବାର ଥିଲା ବହୁତ
ହେଲେ ଲେଖିଲି ମୁଁ ପଦେ ତୁମ ପାଇଁ..

ଭାରି ମନେ ପଡ ତମେ ଏକା ଥିଲା ବେଳେ
ଏ ଆଖି କାଇଁ ଖୋଜେ ତୁମ ଛାଇ...

ସକାଳର ସୁରୁଜ ଉଇଁଲେ ଝରକା ଫାଙ୍କରେ
ଲାଗେ ସତେ ଅବା ଏ କିରଣ ତୁମ ପାଇଁ......

ପ୍ରିୟା ଲେଖିବାର ଥିଲା ବହୁତ
ହେଲେ ଲେଖିଲି ମୁଁ ପଦେ ତୁମ ପାଇଁ .....

-


1 SEP 2024 AT 6:41

ତୁମରି ଓଠ ରୁ ସେଇ ପଦୁଟିଏ କଥା
ଶୁଣିବି ବୋଲି ମୁଁ ହୁଏ କାତର।

ତୁମରି ହାତର କ୍ଷଣ ସ୍ପର୍ଶ କୁ ଚୁମିବା ପାଇଁ
ହୁଏ ମୁଁ କାଇଁ ଏତେ ତର ତର।

ପାଉଁଜି ର ସେଇ ରୁଣୁ ଝୁଣୁ ଶବ୍ଦ ଶୁଣିଲେ
ଚେଇଁ ଉଠେ ମୋ ଦେହର ଶିହରଣ।

ସତେ କି ତମେ ମୋ ପାଖେ ଥାଆନ୍ତ ।
ଜଣାଇ ଦିଅନ୍ତି ମୁଁ ତୁମ ଅପେକ୍ଷାର ଅନ୍ତ।

-


25 DEC 2022 AT 2:17

ବାପା ତୁମ କଥା ମନେ ପଡେ.....

ଚାଲି ଗଲ କିଛି କହିଲ ନାହିଁ
ଦୁନିଆ କୁ ଅଧା ଅଧରେ ଦେଖେଇ

କେତେ ଆଉ ଏ କଷ୍ଟ ଦୁନିଆରେ ଲଢ଼ିବି ବାପା
ଆଣ୍ଠେଇ ପଡ଼ିଲିଣି ବେ ସାହାରା ହେଇ



-


25 DEC 2022 AT 2:02

ପ୍ରେମ ସତରେ ଅଢେଇ ଅକ୍ଷର.......💌

ଯୋଉଠି ସାଥିରେ ଚାଲିଲେ ବାଟ ଜଣା ପଡେନା
ଯୋଉଠି ସାଥିରେ ଗପିଲେ ସମୟ ଜଣା ପଡେନା

ଏ ପ୍ରେମ ଏକ ଶବ୍ଦ ଯାହାକୁ ସବୁବେଳେ ପ୍ରକାଶ କରି ହୁଏନା

ଯୋଉଠି କଥା ପଦେ ନ ହେଲେ ମନ ଭଲ ଲାଗେନା
ଯୋଉଠି ଦିନେ ନ ଦେଖିଲେ ଦିନ ଜମା ଭଲ ଲାଗେନା

ଏ ପ୍ରେମ ଏକ ଶବ୍ଦ ଯାହାକୁ ବର୍ଣ୍ଣନା କରି ହୁଏନା

ପ୍ରେମ ଏକ ନାମ ଭାବନାର ସାଗର....
ଯାହା ଆଖିରେ ଦେଖି ହୁଏନା

-


11 NOV 2021 AT 23:51

Khusi Ki Talash Main Nikla Tha Mene
Mil Gayi Sari Gum
Aab Haste To Bohut Hai
Par Andar Se Toot Gaye He Hum💔

-


30 SEP 2021 AT 23:32

ଭଗବାନଙ୍କ ସୃଷ୍ଠି ରେ ଗଢା ଏ ସଂସାର
ସବୁ ସେ ପାଞ୍ଚନ୍ତି କରନ୍ତି ସବୁ କାମ

ତାଙ୍କରି ହାତରେ ଏ ଜୀବନର ଡୋରି
ଦୁଃଖ ସୁଖ ସବୁ ତାଙ୍କରି ଖେଳ

-


11 SEP 2021 AT 22:49

Pyar Kar Ne Wala Bohut Milenge
Par Dill Se Chahne Wala Koi Nahi ....

Matlabi Duniya Main Reh Te Hai Hum
Yahan Dhokebazon Ki Koi Komi Nahi.

-


10 SEP 2021 AT 11:45

Sukhakarta Dukhaharta Varta Vighnachi
Nurvi Purvi Prema Kripa Jayachi
Sarvangi Sundara Uti Shendurachi
Kanthi Jhalake Maala Muktaphalanchi

Jai Dev Jai Dev Jaidev Jai dev Jai Mangalmurti

-


5 SEP 2021 AT 1:03

Your parents are the first teachers
in the world

-


Fetching Manoj Das Quotes