👉Working as a Research Assistant 😊
👉Post gradu... read more
ଭୁଲ୍ ର ପାଦ ଚିହ୍ନ ଅନୁସରଣ କରି
ଭୁଲ୍ କୁ ଠିକ୍ ର ଆଖ୍ୟା ଦେଇପାରିବିନି ମୁଁ ।
ନିଜର ସ୍ୱତନ୍ତ୍ର ଚିନ୍ତାଧାରା କୁ ଏକ
ସ୍ୱତନ୍ତ୍ର ପରିଚୟ ଦେଇ
ଏକ ସ୍ୱତନ୍ତ୍ର ପାଦଚିହ୍ନ ର
ପରିଚୟ ଦେବି ଠିକ୍ ର ପାଦଚିହ୍ନକୁ 😊..-
'ସୁଖ' ର ସନ୍ଧାନ ଏବଂ
'ଦୁଃଖ' କୁ ଅଣଦେଖା କରି
"ବାସ୍ତବିକ ଖୁସି" ର
ଉପସ୍ଥିତି ଅନୁଭବ କରିହୁଏନି 😊..-
ଆଦ୍ୟାଶା ମୁହଁକୁ ମାରି ବସିଥାଏ..କାହିଁକି ନା
ଆଜି Father's Day ଆଉ ଦୀର୍ଘ ୧୫ ବର୍ଷ
ହେବ ତା' ବାବା ଏ ଦୁନିଆ ରେ ନାହାଁନ୍ତି ।
କାହାକୁ କହିପାରୁନି ପାଟି ଖୋଲିକି..ହେଲେ ତାର
ସେ ନୀରବ ଦୁଇ ଆଖି ଆଉ ସେ ଶୁଖିଲା ମୁହଁ ବହୁତ କିଛି
କହିଦେଉଛି ।
ପାଖକୁ ଗଲି ତା'ର ଆଉ ମୁଣ୍ଡକୁ ଆଉଁଷି ଦେଇ କହିଲି,
ହଁ ମୁଁ ମାନୁଛି ହୁଏତ ମୁଁ କେବେ ତୋର ସେ ଭାଵନା କୁ
ବ୍ୟକ୍ତିଗତ ଭାବରେ ଅନୁଭବ କରିପାରିବିନି,
ହେଲେ ମୋତେ ଗୋଟେ କଥା କହ ତୁ ଏମିତି ମୁହଁ ଶୁଖେଇ
ବସିଲେ, ତୋତେ ଏମିତି ଦେଖିକି "ବାବା" ଖୁସି ହେଉଥିବେ ତ ???
ହଁ ମୁଁ ମାନୁଛି "ବାବା" ଆଜି ଏ ଦୁନିଆ ରେ ନାହାଁନ୍ତି..
ହେଲେ ତାଙ୍କ ଆଶୀର୍ବାଦ ସବୁବେଳେ ତୋ ସହ ଅଛି..
ଆଉ ତୋ ମୁହଁ ରେ ଝଲସୁଥିବା ପ୍ରତି ଟି ଛୋଟ ଛୋଟ ଖୁସି
"ବାବା" ଙ୍କୁ କେତେ ଯେ ଖୁସି ଦେଉଥିବ; ସେଇଟା ମୋ'ଠୁ
ଅଧିକ ତୁ ଜାଣିଛୁ ।
ଏବେ ତୋ ମୁହଁ ରେ ସେ ଲକ୍ଷେ ଟଙ୍କାର ହସଟିଏ ହସିଦେ ଆଉ
ସେଇ ଖୋଲା ହସ ରେ "ବାବା" ଙ୍କୁ wish କରିଦେ
"ବାବା" Happy Father's Day 😊..-
A SMALL LETTER TO MY CHILDREN
Dear Children,
After meeting you all,
The taste of living my life has doubled 😊..
I have experienced the feelings of a hidden mother, sister, teacher, friend, philosopher and guide 🤗..
I was totally unaware that I would get to experience something like this kind of feelings🤗..
You all mean a lot to me and your existence in my life is itself a blessing for my existence 💙..
With Love
Your Meeee/Mani didi/Didi/Manaswini ma'am/Mani Apa🤗-
A thought filled with purity..
An initiative based on the
concept of unity..
A sweet dish filled with happiness..
A sweet smile filled with heartiness..
What else could be more beautiful gifts than these🤗..-
।। ପରିଚୟ ।।
ଗୋଟିଏ ଦିନର ପରିଣାମ ନୁହେଁ ।
।। ପରିଣାମ ।।
ଗୋଟିଏ ଦିନର କର୍ତ୍ତବ୍ୟ ନୁହେଁ ।
।। କର୍ତ୍ତବ୍ୟ ।।
ଗୋଟିଏ ଦିନର ଦାୟୀତ୍ୱ ନୁହେଁ ।
।। ଅଧିକାର ।।
ଗୋଟିଏ ଦିନର ଲଢେଇ ନୁହେଁ ।
।। ପବିତ୍ରତା ।।
ଗୋଟିଏ ଦିନର ସ୍ଵଛ ଅନୁଭୂତି ନୁହେଁ ।
।। ସ୍ଵଛତା ।।
ଗୋଟିଏ ଦିନର ଦାଗହୀନ ପ୍ରତୀକ ନୁହେଁ ।
।। ଶାଳୀନତା ।।
ଗୋଟିଏ ଦିନର ସଂସ୍କାର ନୁହେଁ ।
।। ସଂସ୍କାର ।।
ଗୋଟିଏ ଦିନର ଶିକ୍ଷା ନୁହେଁ ।
।। ଶିକ୍ଷା ।।
ଗୋଟିଏ ଦିନର ଯାତ୍ରା ନୁହେଁ ।
-