Manas Gochhayat   (mn_manas98)
60 Followers · 79 Following

#Self protagonist
#Believer of God but not of destiny
#Author of "The Roommate"
Joined 16 July 2018


#Self protagonist
#Believer of God but not of destiny
#Author of "The Roommate"
Joined 16 July 2018
15 JUN AT 1:34

ରଜନୀ ଅଙ୍ଗରେ ରଙ୍ଗରେ ସଙ୍ଗରେ,
ରକତ ଲେପିତ ଶୋଧିତ ରଜରେ...
ଲାଲିମା ଲୋହିତ ଲଳିତ ଅଧରେ,
ଲାବଣ୍ୟ ଅଙ୍କିତ ରଞ୍ଜିତ ପଦରେ....
ସଂସ୍କାର ସଂସାର ସମର ଶୃଙ୍ଗାରେ,
ସଂକ୍ରାନ୍ତି ସୁଦୃଢ ସୁଦୃଶ୍ୟ କ୍ରାନ୍ତିରେ....
©ମାନସ

-


20 APR AT 8:39

ତୁ କୋଉ ବିଖ୍ୟାତ ଉପନ୍ୟାସ, ମୁଁ ଗୋଟେ ଅନାବନା ମଲାଟ...
ତୁ ଯାଜ୍ଞସେନୀର ମୁକୁଳା କେଶ, ମୁଁ ପ୍ରତିଜ୍ଞା...
©️ମାନସ

-


16 APR AT 17:31

ମୁଁ ଜାଣେ ତୁମ ଧମନୀର ସଂରଚନା,
ମୁଁ ଜାଣେ ତୁମ ଚାହାଣିର ବ୍ୟୁହ ରଚନା....
ମୁଁ ହଜିଛି ତୁମ ହସ୍ତରେଖାର ଅଳନ୍ଧୁରେ,
ପୁଣି ଆବିଷ୍କୃତ ହେଇଛି ତୁମ ଉଷୁମ ଲୁହବିନ୍ଦୁରେ...
ତୁମେ ଚିହ୍ନି ଥାଇପାର ଗୋଟିଏ "ତୁମେ" କୁ,
ହେଲେ ତୁମ ଠୁ ବି ଅଧିକ ମୁଁ ଚିହ୍ନିଛି ତୁମକୁ......
©ମାନସ

-


16 APR AT 17:23

ମରୀଚିକାର ପ୍ରହେଳିକାରେ ଶୋଷ ମେଣ୍ଟାଉଥିବା,
ବାଲିର ନାବିକ ମୁଁ.....
ସ୍ବପ୍ନର ବାଲିଘର ଗଢ଼ୁଥିବା ପ୍ରତି ପ୍ରେମିକର,
ବାଲିର ବଣିକ ମୁଁ......
ତୁମେ ହେଇପାର ମାୟାବିନୀ, ଛାୟାର ନନ୍ଦିନୀ, ରୂପବତୀ ଧୁମତନୁ......
କିନ୍ତୁ ନୁହଁ ତୁମେ ମୋ ଭଳି ଛାୟାପଥ ଅନନ୍ତ ଅତନୁ....
(କ୍ରମଶଃ )

-


8 NOV 2024 AT 19:50

She is injured...
My love is injured....
By the harsh hit of the nature she was devastated, hesitated and frightened......
The smile has gone from her brick read lips...
Gone the brightness from her shiny eyes...
There are wounds at her every sweat pore... and....
Her silky black hair is now all disturbed....
Oh Ravenshaw, Dear Ravenshaw...
My love Ravenshaw,
Still you are mine.......
I will still be missed in your lap for a peaceful sleep... and you please cover me with your soft but wounded arms....
I want to sleep in your arms again as I used to do before.......
You may have lost your beauty......
But I have not lost my humanity......
My love,
You will be mine.... for ever....

-


2 JUL 2024 AT 22:32

My heart has bled several blood here…
This road has witnessed my failure,my success,my solitude,my fullness…..
My submission was once laying scattered here and again my footsteps of determination marched ahead over…
This air had been echoed with my chaos also been drenched with my tears….
Friendships I started, rivalries I ended, some entries I made, some exits I chose ….all here at once…..
Oo Dear ! Ravenshaw was left at once !
#almamater matters
#Ravenshaw ❣️❣️

-


27 MAY 2024 AT 17:12


Whate'er the theme, the Maiden sang
As if her song could have no ending;
I saw her singing at her work,
And o'er the sickle bending;—
I listened, motionless and still;
And, as I mounted up the hill,
The music in my heart I bore,
Long after it was heard no more..

ଯାହା ହୋଇଥାଉ ସେ ଗୀତର ଇଙ୍ଗିତ
ଯେତେ ଗାଇଲେ ବି ସରେନି ସେ ଗୀତ
ମଥାପାତି ଗାଏ ଗୀତ କର୍ତ୍ତବ୍ୟର ପଥେ
ମୁଣ୍ଡ ନ ନୁଆଇଁ ଦା' ଫସଲ କି କାଟେ!!
ସତେକି ସେ ଗୀତ ମୋତେ କଲା ସମ୍ମୋହିତ,
ପ୍ରକୃତିସ୍ଥ ହୋଇ ପୁଣି ଚଢ଼ିଲି ପର୍ବତ
ଝାପ୍ସା ହେଲା ଧୀରେ ସିନା ସେ ଲଳନାର ଗୀତ,
ସ୍ମୃତି ଫରୁଆରେ ସିଏ ମୋର ଅଜି ବି ଜୀବିତ..... ଅଜି ବି ଜୀବିତ

-


27 MAY 2024 AT 17:07

Will no one tell me what she sings?—
Perhaps the plaintive numbers flow
For old, unhappy, far-off things,
And battles long ago:
Or is it some more humble lay,
Familiar matter of to-day?
Some natural sorrow, loss, or pain,
That has been, and may be again?

ବୁଝି ମୁଁ ନପାରେ ସେ ସ୍ବରର ରହସ୍ୟ,
ସତେ କି ସେ ବିଷଦର କ୍ରୁର ଅଟ୍ଟହାସ୍ୟ!!
କାନ୍ଦେକି ସେ ଅଭିଶପ୍ତ ଅତୀତ ବଖାଣି?
ଅବା କେଉଁ ପୁରାତନ ସଂଘର୍ଷ କାହାଣୀ!!
ଗାଏକି ସେ ଅଧୁନା ସଂସାରର ସ୍ଥିତି!
ଅବା ହୋଇପାରେ କିଛି ଅନାବନା ଗୀତି...
ବିଷାଦ, ପ୍ରମାଦ ଯନ୍ତ୍ରଣାର ସ୍ୱର
ବାରମ୍ବାର ଗ୍ରାସେ ଜୀବନକୁ ତାର!!

-


27 MAY 2024 AT 17:04

No Nightingale did ever chaunt
More welcome notes to weary bands
Of travellers in some shady haunt,
Among Arabian sands:
A voice so thrilling ne'er was heard
In spring-time from the Cuckoo-bird,
Breaking the silence of the seas
Among the farthest Hebrides....

ମରୁଦ୍ୟାନେ ପଥଶ୍ରାନ୍ତ ପଥିକ ସମ୍ଭାର,
କେବେ କେଉଁ ବୁଲବୁଲ ସ୍ୱରର ଝଙ୍କାର
ତାଳ- ଲୟ ଦେଇ କଲେ ବି ସ୍ୱାଗତ,
ମଧୁର ଲାଗେ କିନ୍ତୁ ସେ ତରୁଣୀର ଗୀତ..
ଦରିଆ ସେପାରି ଦୂର ଦ୍ବୀପପୁଞ୍ଜେ,
ଋତୁରାଜ ଯେବେ ମାୟାସ୍ପର୍ଶ ଖଞ୍ଜେ..
ଭାଙ୍ଗେ ନୀରବତା ସେବେ ଯେଉଁ କୁହୁତାନ,
ନ ଲାଗେ ତଥାପି ସେ ସ୍ୱରର ସମାନ...

-


27 MAY 2024 AT 17:01

The solitary reaper
-William Wordsworth
Behold her, single in the field,
Yon solitary Highland Lass!
Reaping and singing by herself;
Stop here, or gently pass!
Alone she cuts and binds the grain,
And sings a melancholy strain;
O listen! for the Vale profound
Is overflowing with the sound….

ଦେଖ ଏ ସ୍ୱର୍ଣ୍ଣିମ ପ୍ରାଙ୍ଗଣେ ଅନନ୍ୟା,
ଦେଖ ସେ ନିଃସଙ୍ଗ ପର୍ବତ କନ୍ୟା....
ଏକା ସାଙ୍ଗେ କରେ କର୍ତ୍ତନ - ଗାୟନ,
ରୁହ ଧୀରେ ଚିତ୍ତେ ଅବା ତ୍ୟଜ ବେଗେ ସ୍ଥାନ....
ଏକା ତାର କନ୍ଧେ ଅମଳର ଭାର,
ତା ସହ ବିଷାଦ ସଙ୍ଗୀତ ନିର୍ଝର....
ଶୁଣ ଶୁଣ ସେହି ଲଳନାର ସ୍ୱର,
ବାନ୍ଧି ପାରିନାହିଁ ଭୁଧର ପ୍ରାଚୀର....

-


Fetching Manas Gochhayat Quotes