ଆଳୁ ଭଜା
କଥା ଟା ପାଖା ପାଖି 40 ବର୍ଷ ତଳ ର, ମୋ ମାଆ ର ମାଆ ମାନେ ମୋ ଆଇ କୁ ଯେବେ ମୋ ଅଜା ଦେଖିବାକୁ ଯାଇଥିଲେ, ସେ କହିଥିଲେ, ଟିକେ ମୋଟା କମେଇ ଦବ 😂 ଯାହା ପାଇଁ ମୋ ଆଇ ଙ୍କ ଭାଇ ତାଙ୍କୁ ଆଳୁ ଖାଇବାକୁ ମନା କରି ଦେଇଥିଲେ ଆଉ ଯେମିତି ସେ ଆଳୁ ନ ଖାଇବେ ସେଥିପାଇଁ ବିଶେଷ ଦୃଷ୍ଟି ଦେଉ ଥିଲେ। ବହୁତ ଦିନ ପର୍ଯ୍ୟନ୍ତ, ବହୁତ କଷ୍ଟ ରେ ନିଜ ଲୋଭ କୁ ସମ୍ଭାଳି କି ରଖିଥାଏ ମୋ ଆଇ, ହେଲେ ପେଟ କଣ ଆଉ ତା ବୋଲ ମାନିବ...!ରାତି ୪ଟା ରୁ ଉଠି କଂସାଏ ଆଳୁ କାଟିଥାଏ, ଭାଜିବାକୁ...ହେଲେ ଧରା ପଡ଼ିଗଲା ତା ବଡ଼ ଭାଇ ଙ୍କ ପାଖରେ😂।
ଯେବେ ମୋ ମାଆ 6 ମାସ ର ଥିଲା, ସେବେ ମୋ ଆଇ ଏ ଦୁନିଆ ଛାଡ଼ି ଚାଲିଗଲା...ଅଫେରା ରାଇଜ କୁ, ବୋଧେ ତାକୁ ସବୁ ଦିନ ମନେ ରଖିବା ପାଇଁ ଆଳୁ ପ୍ରତି ସେ ଲୋଭ କୁ ଭରି ଦେଇଥିଲା ମୋ ମାଆ ର ମନ ରେ, ଯୋଉ ଗୁଣ ଟା କି ମୋ ପାଖକୁ ବି ଆସିଛି ଆଉ ଆଗ ପିଢ଼ି କୁ ଯିବ ବୋଲି ବି ଆଶା-
Sanatani
ପ୍ରଥମ ଥର ଦେଖିଥିଲି ତାଙ୍କୁ
ତୁଳସୀ ଚଉଁରା ରେ ପାଣି ଦେଲା ବେଳେ...
ମୁଣ୍ଡରେ ଓଢ଼ଣା, ହାତ ରେ ସଂଖା,
ପାଦ ରେ ଶୋଭା ପାଉଥିଲା ପାଉଁଜି ଓ ଝୁଣ୍ଟିଆ,
ସିନ୍ଥି ରେ ଦାଉ ଦାଉ ହେଇ ଝଟକୁଥିଲା ସିନ୍ଦୂର।
ସେ ଥିଲେ ଅହିସୁଲକ୍ଷଣୀ, ସତୀ, ପତିବ୍ରତା, ଓଡ଼ିଆଣୀ
ମୁଁ ଥିଲି ଧନୀ ବାପା ର ଅଯୋଗ୍ୟ ସନ୍ତାନ,
ମଦ୍ୟପ ଓ
ପତିତା ଙ୍କ ସହ ରାତି ବିତାଉଥିବା
ଏକ ଯୌନ ପିପାସୁ।
ହେଲେ ଆଜି ମୋ ମୁଣ୍ଡ ନଇଁ ଯାଇଥିଲା
ମୋ ପତିବ୍ରତା ପ୍ରେମିକା ପାଖରେ,
ମୁଁ ହାରି ଯାଇଥିଲି ତାଙ୍କ ସତୀତ୍ଵ ଆଗରେ,
ତାଙ୍କ ପ୍ରତି ଏଇ ଏକ ତରଫା ଭଲପାଇବା
ଟାଣି ଆଣିଥିଲା ମତେ ଭଲ ବାଟ କୁ....।-
ସେଦିନ ସେ ଶୀତ ରାତି ର ବାହାଘର ରେ
ତୁମକୁ ଦେଖିଥିଲି, ପ୍ରଥମ ଥର...
ସବୁ ବରଯାତ୍ରୀ ଙ୍କ ମୁହଁ ରୁ ମଦ ଗନ୍ଧ
ହେଲେ ତୁମେ ଥିଲ ଅନନ୍ୟ...
ତୁମ ମଉସା କେତେ କଣ କହିଯାଉଥିଲେ,
କନ୍ୟା ର ଘର ଲୋକ ଙ୍କୁ
ହେଲେ ତୁମେ କନ୍ୟା ର ଘର ଲୋକ ଙ୍କୁ ସାହାଯ୍ୟ କରି,
ମୋ ଆଖି ରେ ପାଲଟିଲ ଆଦର୍ଶ ପୁରୁଷ
-
ସେ ଆସିଥିଲେ...
ଛୁଇଁ ଦେଇ ଗଲେ ମତେ,
ଦାଲୁକାଏ ଥଣ୍ଡା ପବନ ହେଇ...!
ଚୁମି ଦେଲେ ମୋତେ,
ଭିଜେଇ ଦେଲେ
ଏ ନିର୍ଜନ ମରୁଭୂମି ରୂପୀ ଶରୀର କୁ
ବରଷା ର ଛିଟା ରେ
ଏବେ ସବୁ ଶାନ୍ତ, ସବୁଠି ଶାନ୍ତି...
ସେ ମୋ ଉପରେ ବର୍ଷିକୀ,
ଆଉ ତାଙ୍କ ବରଷା ରେ ମୁଁ ଭିଜିକି....-
एक बार अपनी बाहों में सुला तो सही...झूठा ही मग़र प्यार दिखा तो सही।
सुना माँगते हो रब से की खुश न रहूँ...मैं जीना छोड़ दूँगी...तू आ तो सही💔
— % &-
ख़ुदा करे की इस दिल कि अवाज़ में इतना असर हो जाए,
जिनकी याद में तड़प रहें हैं हम, बस उन्हें ख़बर हो जाए.......
-
Eek baar jhaank kar dekh mere dil mein apne liye mohabatt....Gawah bhagwan banega ki tu mujhe bhoolna bhool gaya.
-
ये जो पीठ पीछे भौंकते हैं,
हिसाब एक एक का लेंगे😁
Hospital भी नसीब नहीं होगा,
ज़ख़्म ऐसी जगह देंगे 😎✌-
गवाह मेरा भगवान बनेगा,
एक दिन होगा जब तुम मुझे खो दोगे ...
ज़िक्र मेरी होगी कभी किसी महफ़िल में,
तुम पहले हसोगे...फ़िर हसते हुए रो दोगे 🙂-
...💖मेरा दिल💖...
मेरा दिल असमान से जुड़ा चांद है।
हाँ मेरा दिल चांद है, और तुम वो खुला आसमान हो, जिससे मेरा दिल जुड़ा हुआ है।
तुम चांद रूपी मेरे दिल को खुद पकड़े हुए हो। जानते हो, ये जो तारे हैं वे खुशी की वो पल हैं, वो हसीन लम्हें है जो मैंने तुम्हारे साथ गुज़ारे हैं। ये तारे तुम्हारे साथ बिताए हसीन पल है, शायद इसीलिए खुशी से हमेशा जगमगाते हैं। चांद पर लगे धब्बे तुझसे दूर जाने का वो दाग है, जो कभी साफ़ नहीं होगा। अमावस में चाँद नहीं रहता, पर तारें जगमगाते हैं। उसी तरह मेरा अस्तित्व मिटने पर भी वो पल हमेशा की तरह तुम्हारी ज़हन में उतरा रहेगा। हाँ जैसे अमावस में चाँद नहीं होता उसी तरह कभी कभी तुमसे नाराज़ ज़रूर रहूंगी पर अगले ही दिन आ धमक जाऊँगी। कुछ काले बादल ज़रूर आएंगे वो हसीन पलों को ढंकने, पर सफल नहीं हो पाएंगे।
मेरा दिल उस चांद की तरह असमान रूपी तुम्हारे ज़हन में वैसे ही रहेगा, अपने दर्द रूपी धब्बों, और प्यार भरे लम्हों रूपी सितारों के साथ अनन्त काल तक।-