MADHUSMITA JALI   (JM)
145 Followers · 176 Following

Joined 13 September 2020


Joined 13 September 2020
17 JAN AT 23:51

ନା ସୀତା ଙ୍କ ଭଳି ଲକ୍ଷ୍ମଣ ରେଖା
ଡେଇଁ ପାରୁଛି
ନା ମୁଣ୍ଡ ଟେକି ବଞ୍ଚି ପାରୁଛି ।
ହୁତାଶନ ଭଳି ନା ନିଜକୁ
ଜାଳି ପାରୁଛି
ନା ନିର ଭଳି ନିଆଁ କୁ
ଲିଭାଇପରୁଛି।
ସର୍ତ୍ତ ରେ ସହଜରେ କଣ
ବଞ୍ଚି ହୁଏ
ନା ମୁଁ କଷ୍ଟ ରେ
ମରିପାରୁଛି।।

-


17 JAN AT 0:51

हम पागल है, जो उसे ढूंढ ते ढूंढ ते
जीना ही छोड़ देते है।

-


4 JUN 2023 AT 16:22

ଭକତ ଙ୍କ ଖୁସି ଆଖିର ଲୁହରେ
ଭିଜିବୁରେ ଭାବଗ୍ରାହି ।
ତୋ ଆଖି ସମୁଦ୍ରେ ମୋ ଦୁଇ ନୟନ
ହେଉଛି ରେ ଉବୁ ଟୁବୁ
ସଂସାରର ମୋହ ଲୋଡା ନାହିଁ ଆଉ
ତୋ ଭାବେ ବୁଡ଼େଇ ଦେବୁ
ପ୍ରଭୁ ତୋ ଭାବରେ ବୁଡ଼େଇ ଦେବୁ......



-


30 MAY 2023 AT 8:38

If there is no pain then I didn't get anything.struggle built me more stronger.

-


28 MAY 2023 AT 22:36

पहला पन्ना भी तुम हो
और आखरी भी तुम हो।

-


5 APR 2023 AT 22:17

खुद को कन्ही को दी मेने

-


5 APR 2023 AT 13:29

ସପନର ପଥେ ପଥେ
ଦେଖାହୁଏ ତୁମ ସାଥେ
ଫଗୁଣର ରଂଗ ବେଳି
ଖେଳ ତୁମେ ଲୁଚକାଳି
ସ୍ମୃତି ବି ଜିବନ୍ତ ହୁଏ
ତୁମରି ପରଶେ।
ଖୋଜେ ମୁ ତୁମକୁ
ନୀତି ସପନର ପଥେ
ସପନର ପଥେ।

-


20 DEC 2022 AT 21:28

କିଛି ପ୍ରଶ୍ନ ର ଉତ୍ତର ନଥାଏ
କିନ୍ତୁ ସବୁ ଉତରର ପ୍ରଶ୍ନ ଟିଏ ଥାଏ।

-


20 DEC 2022 AT 21:27

ନିଜ ପାଇଁ ବଞ୍ଚି ବଞ୍ଚି ବହୁତ୍
ଥକି ଗଲାଣି ମୁଁ
ସ୍ଵାଥପର ହେବା ପାଇଁ ବାଧ୍ୟ କରାଯାଉଛି
ବଞ୍ଚିବା ମୋ ପାଇଁ
ବରଦାନ ନୁହେଁ
ଅଭିଶାପ ହେଇଯାଇଛି।

-


20 DEC 2022 AT 21:22

ଏତେ ଧନୀ ହେବାରେ କି ଲାଭ ପ୍ରଭୁ
ଯୋଉଁଠି ହୃଦୟଟା ହିଁ ଛୋଟ ହେଇଯାଏ।

-


Fetching MADHUSMITA JALI Quotes