ଆଉ କଣ ସମ୍ପର୍କ ଟା ଏତେ ଶସ୍ତା ଭାବିଲ କି ...?
( ତଳେ ଅଛି ଟିକେ ନଜର ପକେଇ ଦିଅ ସମ୍ପୂର୍ଣ୍ଣ କାହାଣୀ କୁ ...)
-
Insta I'd __sagar___53
Be kind on me 😊
Give me what I want 😉
Show some love & bless😘
Give some good vibes and happiness ☺️
Give many advantages but postive side..🥲
Take away all nagativeties from around me 😶🌫️
And lastly I want give some new Start for new journey.
Hope good things u did for me 🤞🙏
-
ନିଜ ପାଈଁ ବଞ୍ଚିବା ଶିଖ
~[କଣ କରୁଚ, କଣ ଖାଉଚ, କଣ ପିନ୍ଧୁଚ]
ଅନ୍ୟ ମାନଙ୍କ ପାଈଁ ନୁହେଁ ;
ସେମାନେ ଙ୍କ କାମ ହେଲା criticise କରିବା
ଆଉ ଏଇଟା ଏବେ ନୁହେଁ ମଲା ପରେ ବି
~ଭୋଜିଟା ଆଉ ଟିକେ ଭଲ ହେଇ ଥାଆନ୍ତା....!
-
ଖାଲି ଟା ରେ କଣ ଜଗତ ର ଠାକୁର କୁହନ୍ତି କି ତାଙ୍କୁ...!
ଜାତି, ଧର୍ମ, ବର୍ଣ୍ଣ କିଛି ନ ବାଛି
ପୁଣି ରଥରେ ବସିଗଲେ ନିଜର ସର୍ବସ୍ବ ଭକ୍ତ ଙ୍କ ଦର୍ଶନ ଲାଗି.....।
ମଣିମା...🙏-
ଜଗା କଣ କରିବି କିଛି ଜାଣି ପାରୁନି ରେ....
କଣ ହେଲା...?
ଏ ଆଗ କୁ କଣ କରିବି!
ତୁ ବ୍ୟସ୍ତ କାଇଁ ହୋଉଛୁ ମୁଁ ଅଛି ନା..
ତୁ ତୋ କର୍ମ କରି ଚାଲ୍...।-
What you think 🤔💬
about 2025.....?
ରାତିରେ ସୋଇକି ସକାଳୁ ଉଠିବା ଟା
ହେଉଛି ବହୁତ୍ ବଡ଼ achivement.
-
କିଏ କହିଲା, କାହିଁକି କହିଲା
ସେଇଟା ମୁଁ ଗୁରୁତ୍ଵ ଦେଉନି ,
ମୁଁ ଗୁରୁତ୍ଵ ଏତିକି ଦିଏ ଯେ ମତେ ହିଁ କାହିଁ କହିଲା...?
It's mattered the most, but it's all about when anything not change what you want, then change yourself first and look what the change & what happens near you 😊-
Question- ତମ dp କାଇଁ...?
Me - ବର୍ଷା ହେଉଥିଲା Colour ଛାଡ଼ି ଯାଇଛି ନହେଲେ ଆଉ କିଛି ନୁହେଁ...!
That's it...🙃
-
ବିପଦ ସମୟରେ ନା...
ମଣିଷ ସବୁବେଳେ ନିଜର ଅସ୍ତିତ୍ବ ଏବଂ ନିଜ କର୍ତ୍ତବ୍ୟ ଭୁଲି
କେବଳ ନିଜ ନିଜ ଭିତରେ ଝଗଡ଼ା ର ସମ୍ମୁଖୀନ ହୁଅନ୍ତି।-
ପ୍ରେମ ତ ସେ ବହୁତ୍ ମତେ କରିଥିଲା....!
କିନ୍ତୁ ଅନ୍ତିମ ପର୍ଯ୍ୟାୟ ରେ ପଛଘୁଞ୍ଚା ଦେଇଦେଲା
ତାର କିଛି ବିକଳ୍ପ ପାଈଁ।
ଆଉ ମୁଁ ହାରିଗଲି.........!-