ଭାବୁଛି!!
ଭାବୁଛି, ରହିଯିବି ଏଇଠି ଆଜି,
ପୁଣି କିଛି କ୍ଷଣ ପାଇଁ। ନିଜକୁ ଚିହ୍ନି ନେବି,
ଏକ ନୂତନ ଶୈଳୀରେ। ନିଜକୁ ପ୍ରସ୍ତୁତ କରି ନେବି
ଏକ ନୂତନ ସମ୍ଭାବନା ଏବଂ ସମର ପାଇଁ।
ଭାବି ନେବି, ହଁ... ଏଇ ତ ଉପଯୁକ୍ତ ପଦକ୍ଷେପ,
ଉପଯୁକ୍ତ ପଦ୍ଧତି, ଉପଯୁକ୍ତ ପ୍ରଣାଳୀ...
ପୁଣି ଥରେ ନିଜକୁ ନିୟୋଜିତ କରିବି।
ଯୋଗ୍ୟ ଭାବିବି, ଆତ୍ମ ସମୀକ୍ଷା
କରି ବିହ୍ଵଳିତ ହେବି।
ଚକିତ ହେବି,
ନିଜକୁ ଦେଖି।
ଭାବୁଛି, ରହିଯିବି ଏଇଠି!!!!!-
जो आज लिखने के लिए
शब्द सजा रहे हैं....
Let's Aim To Float...
Unlike A Boat... But Like A Ship...
Yet, Have The Courage To Enjoy The Moment Of Being A Boat....-
Each Morning I Find Something Within Him,
Which Is Exactly Same As
Someone Else.-
And She Left With A Drop Of Tear...
Forever..
The Reason Was Not The Quarrel...
Its Because He Didn't Say
"Don't Go"!!!!!-
Day 02
The knot
The knot which helps you to move forward,
Is also required to come back to the
Original position.
#trainingforcamp-
ରବିବାର ସକାଳ....
ମୁଁ- "ଆଉ , ଆଜିର ଯୋଜନା କ'ଣ?"
ମୋ' ସାଙ୍ଗ - "ସକାଳୁ ଉଠି ଅଣ୍ଡା ପଡିଥିବା କେକ ଖାଇ ଦେଇଛି। ୧୦ ଟା ବେଳ ପାଇଁ ଅଣ୍ଡା ଭୁଜିଆ ଆଉ ପଖାଳ ବରାଦ ଦେଇ ଦେଇଛି ବୋଉକୁ। ଖରା ବେଳ ପାଇଁ ଏଇ ଯାଉଛି ଚିକେନ୍ ନେଇ ଆସିବି। ସନ୍ଧ୍ୟାରେ ତୋ' ସହ ଏଗ୍ ରୋଲ ସାଙ୍ଗରେ ଚିକେନ୍ ପକୋଡା; ରାତିରେ ରୁଟି ଆଉ ଅଣ୍ଡା ତଡକା......"
ମୁଁ- "ଆବେ ଚୁପ, ଆଜି ତୋ' ପ୍ରେମିକାର ଜନ୍ମଦିନ ବୋଲି ତା' ଭଉଣୀ ଷ୍ଟାଟସ ଦେଇଛି। ସେଥି ପାଇଁ ପଚାରୁଛି... "
😃😂😛
#ଛାଡଖାଇ-