Jhookna jaha mana hai "COVER DRIVE" khel gaye,
Sath nibhane chale the dekho "SQUARE DRIVE" marne lage,
"FULL" wali gend ko bhi "PULL" khel gaye;
"FOOL" nahi bhai "COOL" samajh ke balla outside the line fek aaye,
Dur wali line ko kareeb samajh baithe,
Chali gayi "INSIDE EDGE" leke.
-
◾SportsKeeda
◾Naturelove
◾Gullywriter@Chilerparty
◾Education aur Khel read more
ଅଜଣା, ଅଚିହ୍ନା ଥିଲ ପ୍ରଥମ ଦେଖାରେ,
କେତେ ହସ, ରୋଷ ଝଳସି ଉଠେ ଏବେ ସବୁ ଆଖି ସାମ୍ନାରେ।
ଜଣା ନଥିଲା ଆଜି ବି ସାଥି ହାତ ଧରି ଚାଳୁଥିବ ଏକା ସାଥିରେ,
ସ୍ନେହ,ପ୍ରେମର ଧାରା ଆରମ୍ଭ ହୋଇଥିଲା ଯେଉଁ ରାସ୍ତାରେ;
ମନେ ପଡେ ଦ୍ବନ୍ଦ, ପ୍ରତିବନ୍ଧକ,ପ୍ରକାଶିବାର ଥିଲା ମନ କଥା ତୁମ ସାମ୍ନାରେ।
ଝିପି ଝିପି ବର୍ଷାରେ ପାଉଁଜି ଶବ୍ଦ ଶୁଭୁଥିଲା ଯେବେ କଲେଜ ରାସ୍ତାରେ,
ମନ ହୃଦେ ଘଡଘଡି ସ୍ବନ ଭରିଦେଉଥିଲା ଉତ୍କଣ୍ଠାରେ।
ତିନି ବର୍ଷର ନୟନ ଯୁଦ୍ଧର ସାକ୍ଷୀ ବକୁଳ ବୃକ୍ଷ ଦଣ୍ଡାୟମାନ ଆଜି ବି ସେହି ରାସ୍ତା କଡରେ।
ସାଙ୍ଗ ମେଳରେ, କ୍ଲାସ ବେଳାରେ ମନ ଛିଡାଥିଲା ଗେଟ୍ ପାଖରେ।
ମନ ବୁଝୁ ନଥିଲା ରାସ୍ତାରେ ଯିବାର ନ ଦେଖିବା ଯାଏ ତାକୁ ଥରେ।
ହଁ, ମନେ ପଡେ, ମନେ ପଡେ ପୁରୁଣା କାହାଣୀର ପୃଷ୍ଠଭୂମି,
ଚାଲିଯାଏ ନିତି ମୁଁ ସେଇ ପୁରୁଣା ରାସ୍ତାରେ।
-
From
Angles to Angels....
From
Passion to Patience....
What drive you to
Dream and Capture the life
from wide angle is
the feelings of
living in your own Kingdom.
May be a barren land,
treacherous terrain,
Through the lens;
it appears as "Disney Land".
-
Ek taraf purab mein Communist walo ki Suraj doob raha hai, doosaree aur South mein CPI(M) ki rutba sar chadh ke bol raha hai.Jaya ji toh chal base, Palaniji anti-incumbency ki bhet chadh gaye bhagte bhagte ...Swami Swami!!! Not to forget Car wale Mk Stalin ,Mama!....18 rally ke baad bhi mitron ache din nahi aye, Nandi ne toh sath chhod diya ,Didi ji ko Shivji ke badle Jay Shree Ram ki naare ne paar kiya.Jholi kaise khali rahe Shah ji Jo thehre ,Puducherry ne unka laaj rakh liya. Ek baar fir Lockdown se Pehle Sono ji ne Assam se Look-East mantra ko bal diya, Girte sambhal te BJP ko Rajyasabha mein Bahumat akhir kar milhi gaya.
-
When you shout at your Friends...Then Samajh lena ki beta you need control over your emotions..Jane fir kab sudhar ne ki mauke milenge?Kyun ki..aadmi chahe philosopher kyun ban na jaye ek baar dost dur chale jaye toh gyan bahat milta hai, lekin dostii ki philosophy phir shuru nahi hoti.'Zindegi ki har pal bas Cricket highlights ki tareh ho jata hai; achhi yadein aur lambhon ki jhalkiyan dikhti hai, magar kuch live nahi aati.'
Yunhi ball ke bina bat ghumai nahi jati, Kyun ki dostii Field se pehle Dilo se connect hoti hai.-
ଆଲୋ ସକ୍ଷୀ!!
ଏ ପକ୍ଷୀ ବୁଲେ ସାରା ରାଇଜେ
ନ ବାନ୍ଧେ ବସା ଗଲେ ଯାଏ ବିତି ରାତି।
ପ୍ରଣୟ ଆଶେ, ନା ପ୍ରୀତି,ନା ପ୍ରୟାସେ।
ଭ୍ରମଇ ଭ୍ରମର ସମ ପୁଷ୍ପ ଚାରିପାଖେ;
ନୁହଇ ତୁମେ ମୋ ପୂଜା ଫୁଲ
ମଉଳି ଯାଅ ନିରାଶା ସ୍ପର୍ଶେ।
ମନ୍ଦିର-ମସଜିଦରେ କାହିଁ ସେ ତେଜ,
ଦୁନିଆ ଦାଣ୍ଡେ ଭେଦଭାବର ଶିକୁଳି ବାନ୍ଧେ।
ଆକାଶ ଓ ମାଟିର ମିଳନରେ ମରୀଚିକା ଜନ୍ମେ;
ମନରେ ଏହି ଭାବନା ସୃଷ୍ଟି କରିଥିଲ ଦିନେ ।
ଉଡିବାକୁ ଦିଅ ଖୋଲା ଆକାଶେ,
କାହିଁ ଚାହିଁ ବସିଛ ଫେରନ୍ତା ପକ୍ଷୀ ସକାଶେ?
-
असफलताओं के समन्दर में हौसलों की सेतु बांधकर,
डूबते नाँव से सफलता की राही पर बढ़कर,
शिखर की चोटियों से गिरकर,
जबतक ज़िन्दा हैं लडेंगे बेखौफ़-निडर,
मुकद्दर तु आजमाने का भूल मत कर ।
-
न जाने दिलचस्पी किस बात पे हैं ?
लक्ष्य कभी दूर तो कभी पास हैं
निराश जरुर हूँ ,
पर कुछ कर गुजरने की
चाह अभी भी दिल में जिन्दा हैं ।
-
ବିଫଳତାକୁ ପଛରେ ଛାଡି
ଲକ୍ଷ୍ୟ ପଥେ ଦୌଡି ବସେ।
ଟପ୍-ଟପ୍ ଝରି ପଡେ କ୍ଳାନ୍ତ ଝରଣା
ସତେ ଅବା କି ବାଦଳ ଫାଟି ପାଣି ବର୍ଷେ!
ମରୁ ଗର୍ଭେ ଥୁଣ୍ଟା ବିଶ୍ବାସ ତରୁ
ଜୀବିତ ହୋଇ ଉଠେ।
ଆଜି ପୁନଃ ନୂତନ ଆଶାର ସଞ୍ଚାରେ
ନିରବ କଙ୍କାଳ ଚଞ୍ଚଳ ହୋଇ ଉଠେ।
ଅନେକ ଦିନର ସଂଘର୍ଷର ଅନ୍ତ,
ଚକ୍ଷୁ ସମ୍ମୁଖେ ପ୍ରତିଫଳିତ ହୁଏ ଆଜି ଜୀବନ ସଂଗ୍ରାମ
ଦିଗନ୍ତ ଶେଷେ ।
-