ଜୀବନର ରାସ୍ତା ଠିକ୍ ଟ୍ରେନ୍ ଝରକାର କାନ୍ଥ ସିଟ୍ ପରି ହୋଇଥଏ,
ଯେମିତି ଟ୍ରେନ୍ ର ଗତି ବଢିବା ସହ ଝରକା ପାଖରେ ବସିଥିବା ଏକାନ୍ତ ମଣିଷର ହୃଦୟ କିଛି କ୍ଷଣିକ ପାଇଁ ଭାବନାର ସୁଅରେ ନିସ୍ତବ୍ଧ ହୋଇଯାଇଥାଏ। ନା ଥାଏ ପ୍ରଶ୍ନ ନା ଉତ୍ତର ଦେବାର ସାହାସ।-
My Your quote id is proof that I’m always... read more
ନିସ୍ତବ୍ଧ ବ୍ୟକ୍ତିର ଧୈର୍ଯ୍ୟକୁ କିଛି କ୍ଷଣିକ ପାଇଁ ଅନ୍ୟମାନେ ଦୁର୍ବଳତାର ଆଖ୍ୟା ଦେଇ ନିଜକୁ ନିଜେ ଭୁଲ୍ କରି ବସନ୍ତି।
-
ପ୍ରତ୍ୟେକଟି ସମୟ ଏବଂ ପରିସ୍ଥିତି ଚିରସ୍ଥାୟୀ ନୁହଁ ତେଣୁ ନିଜର ଭଲ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟକୁ ଉପାଖ୍ୟାନ କରିବା ପୂର୍ବରୁ ନିଜକୁ ଦର୍ପଣ ସାମ୍ନାରେ ପରଖିବା ସହ ନିଜର ଠିକ୍ କିଛି ବର୍ଷ ପୂର୍ବରୁ ଘଟିଥିବା ପ୍ରତ୍ୟେକଟି ଘଟଣାକୁ ଭୁଲିବା ମଧ୍ୟ ଠିକ୍ ନୁହଁ।
-
ଆଜିର ଦୁନିଆରେ ନିଜକୁ ଖୁସିରେ ରଖିବା ପାଇଁ ହେଲେ ନିଜକୁ ସମସ୍ତ ପ୍ରକାରର ସ୍ୱାର୍ଥବାଦୀ ବ୍ୟକ୍ତି ଏବଂ କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖିବା ନିହାତି ଆବଶ୍ୟକ ଅଟେ।
-
ଯେଉଁ ସ୍ଥାନରେ ସମ୍ମାନ ଏବଂ ପ୍ରକୃତ ଭଲପାଇବାର ଅଭାବ ଥାଏ ସେହି ସ୍ଥାନରେ ଅନୁପସ୍ଥିତ ସୃଷ୍ଟି କରିବା ନିଜସ୍ୱ ଆତ୍ମ ସମ୍ମାନ ଏବଂ ସ୍ବାଭିମାନର ପରିଚୟ ଅଟେ।
-
FEAR of LEAVING someone else in a relationship means is real LOVE.
-
EVERYTHING is POSSIBLE with the PASSAGE of time, because TIME selects those people who come within the SCOPE of the PROBLEM.
-
ନିଜ କାମ ନିଜେ ଚୁପଚାପ କରିଚାଲ ବାସ୍। ଲୋକଙ୍କ କାମ ହେଲା କହିବା ସେ ମାନେ ସମସ୍ତ ପରିସ୍ଥିତି ଏବଂ ସମୟ ରେ କହିବା ପାଇଁ ପ୍ରସ୍ତୁତ ଅଟନ୍ତି।
-
It is not always right to stand in the way of time, so do not be Overjoyed or Overwhelmed with sorrow.
-
Light Like Sunshine Over Darkness, Evil, Hope or Despair, and Victory of Good in the World.
Have A Safe Diwali.-