ସାଥି ଯେଉଁଦିନ
ମୁଣ୍ଡ ଝାଳ ତୁଣ୍ଡେ ଦେଇ
କରିବୁ ଅର୍ନ୍ନ ଉପାଜନ
ସେଦିନ ଜିଇଁବୁ
ସୁସ୍ଥ ନିରାମୟ ଜୀବନ
🙏⭕️❗️⭕️🙏-
I'm not a good painter..
I'm not a prefect singer..
Bt I do writing, ... read more
ବନ୍ଦେ ଉତ୍କଳ ଜନନୀ..
ଓଡିଶା ମୋ ଜନମ ଭୂଇଁ
ମଧୁ ମାଟିରେ ଜନମ ମୁହିଁ
ସେବାରେ ଉଣା କରିବିନାହିଁ
ଏ ମଧୁ ମାଟି ମୋ ସୁନ୍ଦର ଗାଁ
ସେବାରେ ତାର ଜୀବନ ଦେବି
ରଖିବି ତାର ନାଁ..ରଖିବି ତାର ନାଁ..-
ତୁମେ ଆଉ ମୁଁ.. ✍️
ମୁଁ ଶବ୍ଦର ଗୋଟିଏ ଅକ୍ଷର
ତୁମେ ଶବ୍ଦ ମାନଙ୍କ ମହାସାଗର
ଅକ୍ଷର କୁ ଅକ୍ଷର ମିଶେଇ
ଶବ୍ଦ ମାନଙ୍କ ନଦୀଟିଏ ହୋଇ
କବିତାର ପାଦଦେଶ ଦେଇ
ବହିଯାଉଛି ମୁଁ ତୁମ ଶବ୍ଦମାନଙ୍କ
ମହାସାଗରେ ମିଶିଯିବା ପାଇଁ..
🙏⭕️❗️⭕️🙏-
ବହିଟିଏ ଯେବେଠୁ ପଢିବା ଆରମ୍ଭ କରିଲି ମୁହିଁ
ଉଚ୍ଚ ଶିକ୍ଷିତ ହେବା ପାଇଁ..
ବହିରୁ ଜ୍ଞାନ ପ୍ରାପ୍ତ ହୋଇ ଗୁରୁଙ୍କ ଆଶ୍ରିବାଦ ପାଇ
ତୁମ ପରି ଛୋଟ ପିଲାଟିଏ
ମଧୁବାବୁଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ
କିଛି ଅନୁଭବ କିଛି ଅନୁଭୂତି ପାଇଲି ମୁହିଁ
ଆଶା ଥିଲା ପୁସ୍ତକଟିଏ ରଚନା ପାଇଁ...
ଲେଖୁ ଲେଖୁ ଲେଖକଟିଏ ସାଜିଲି ମୁହିଁ
ଗଳ୍ପ ଗୁଚ୍ଛ ଟିଏ ଲେଖିଲି
କିଛି ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେଇ..
ଗଳ୍ପ ବହି ସୃଷ୍ଟି ପାଇଁ ଗାଳ୍ପିକ ସାଜିଲି ମୁହିଁ
ବହି ବିନା ଜୀବନ ଅଧୁରା
ସେ ଗଳ୍ପ ବହି ହେଉ କି ପଢା ବହି.. ✍️
-
ତାରାମେଳେ ମୁଁ ଜହ୍ନଟିଏ ହୋଇ
ରହିଥିଲି କାହା ବାଟ ଚାହିଁ..
ତୁମେ କଢିଟିଏ ହୋଇ
ଫୁଟିଲ ମୋ ପାଇଁ ଫୁଲକଇଁ..
ପୂର୍ଣ୍ଣମୀରେ ତୁମକୁ ପାଇ
ପୂର୍ଣ୍ଣତା ପାଇଲି ମୁହିଁ..
-
ମନେ ପଡେ ଆଜି ସେ ପିଲାଦିନ..
ସାମାନ୍ୟ ଚକଲେଟ
ତମକୁ ଦେବାପାଇଁ ସାଥି,
ମା ପାଖେ କରିଛି କେତେ ଅଳି
ଖାଇଛି କେତେ ଗାଳି..
କରିଛି କେତେ ରାଗ ଅଭିମାନ
ସତରେ ସ୍ମୃତି ସେଇ ପିଲାଦିନ
ମନେ ରହେ ସବୁଦିନ.. 🍬-
ଫୁଲ ବଗିଚାରେ
ଫୁଲେଇ ଝିଅଟିଏ
ଫୁଲ ସବାରୀରେ
ତାକୁ ନବ କିଏ
ବସି ଭାବୁଥାଏ..-
ତୁମେ ନୀରାକାର ନାହିଁ ତୁମର ଆକାର
ତୁମେ କରୁଣାକର ତୁମ କରୁଣା ଅପାର
ମୁଁ ନିମିତ୍ତ ମାତ୍ର ତୁମେ ମୋର
ବନ୍ଧୁ ଜନ୍ମ ଜନ୍ମାତରର..-