और कितना सताएगा अब दूर रहकर
हकीकत मैं ना तो ख्वाबों मैं सही
कभी तो मेरे करीब से गुजर......
है मनमोहन! कभी तो मेरे करीब से गुजर..-
एक अनजान राहों पे चल रही है
दिल आजकल
रहती हैं आंखे खुले सदा
फिर भी है दुनिया से बेखबर
मौसम ये बारिश भी कहां बुझा पाया
लगी हैं आग दिल मैं इस कदर......-
ଜାଣେନା କେବେ ଅନ୍ତ ଏ ଅପେକ୍ଷା ର
କେଉଁ ଯାଏ ସୀମା ଏ ଧୈର୍ଯ୍ୟ ର
କେଉଁଠି ସମାପ୍ତ ଏ ଦୂରତା
ତମେ ଆଉ ମୁଁ ର......-
ମୋ ମା
ଦୁନିଆ ର ସବୁଠୁ ସୁନ୍ଦର ନାରୀ
ନିଜ ସନ୍ତାନ ପାଇଁ ଅପରୂପା ମନାଲୋଭନକାରୀ
ଧୂଆଁ ଧୂସରିତ ଚୁଲି ମୁଣ୍ଡ ର ଅଲିଭା ଅଗ୍ନି
ଜଳୁଥାଏ ଯେ ନିଜ ଇଚ୍ଛା କୁ ଅପସରି
ଆଖି ର ଲୁହ କୁ ଛାତି ରେ ଚାପି
ନିଏ ଯେ ସଭିଙ୍କୁ ଆଦରି
ଦୁଃଖ ର ମୋହର ଜୀବନେ ତା ଛାପି
ହସିବା ଶିଖାଏ ସେ ସଂଘର୍ଷ ଆଦରି
ସେ ଜନ୍ମଦାତ୍ରୀ ମୋର
ଦୁନିଆ ର ସବୁଠୁ ସୁନ୍ଦର ନାରୀ ♥️
-
Bheegi rehti sada aankhe jinke liye..
Woh puchhte hain ki-
Ro rehi thi kya?-
Ishq bas tumse itni karni hai
ki tere naam ki mehndi
apni hathon mein sajani hai...
-
होठों से तुम्हारे मेरी माथा चूम लेना
मेरी बंद आंखें और तेरा मुस्कुराना
में ज़िद करूं पूरी दुनिया घूम ने की
और तुम यूंही मुझे अपने बाहों मे ले लेना
तुम्हें याद है ना.....
Happy Kiss Day Dear-
ତୁମ ବାହୁ ଯୁଗଳ ର ନିବିଡ଼ ବନ୍ଧନରେ ବାନ୍ଧି ହୋଇ
ନିଜ ଅସ୍ତିତ୍ବ କୁ ତମଠେ ହଜେଇ
ଦେଖିବାକୁ ଇଚ୍ଛା ଅନେକ ସ୍ବପ୍ନ
ଆଉ ସେଇ ଆଲିଙ୍ଗନ ର ଉଷ୍ମତା ସାଥିରେ ଚାଲିବାକୁ ଇଚ୍ଛା
ଅସରନ୍ତି ବାଟ......
ଯୋଉ ବାଟ ରେ ନା ଥିବ ପ୍ରତିବନ୍ଧକ ନା ଶେଷ
ଥିବ ଖାଲି "ତମେ" ଆଉ "ମୁଁ" କୁ *ଆମେ* ରୂପ ଦେବାର
ନିଶ୍ଚଳ ପ୍ରୟାସ .....
Happy Hug Day Dear-
ବିନା ସାକ୍ଷୀ ରେ ଏକ ଦୃଢ଼ ସ୍ଵୀକାରୋକ୍ତି
ଅଚିହ୍ନା ଚେହେରା ଠେ ଚିହ୍ନା ଅଭିବ୍ୟକ୍ତି
କମ୍ ପୂର୍ଣ୍ଣତା ହେଲେ ବେଶୀ ପ୍ରତିଶ୍ରୁତି....
Happy Promise Day Dear-
Nehi chahiye tofe mein wo Teddy 🧸 jo sirf ghar sajane ke kam aaye
mujhe toh tofe mein pyar chahiye apka
jo harpal mujhe sajane mein kaam aaye
Happy Teddy 🧸 Day Dear-